Odisha Link
Bridging the Missing Links in Odisha
Browsing Tag

Fine

୨୪ ଘଣ୍ଟାରେ କୋଟିଏ ଜରିମାନା

ଭୁବନେଶ୍ବର: ଆଜି ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର ହୋଇଛି। ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଆଦାୟ କରାଯାଇଛି। ଟ୍ରାଫିକ ନିୟମ ଉଂଲଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି। ୩ ଜଣ ବସି ବାଇକ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି। ମୋବାଇଲରେ କଥା ହେଉଥିବା ବେଳେ ୪୮ ଜଣ,…

ଜରିମାନା ସହ ୨ଟି ବସ୍‌ ସିଜ୍

ଭୁବନେଶ୍ବର: ଭୁବନେଶ୍ୱରରେ ଆଜି ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କଲା ପରିବହନ ବିଭାଗ। ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଜରିମାନା କରାଯାଇଛି। ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ଗାଡିକୁ ଫାଇନ କରାଯାଇଛି। ଗାଡ଼ି ଦୁଇଟିର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ…

ନାବାଳକ ବାଇକ୍ ଚାଳକକୁ ୪୨, ୫୦୦ ଫାଇନ୍

ଭଦ୍ରକ: ନାବାଳକ ଚଳାଉଥିବାର ଗାଡ଼ିରୁ ୪୨, ୫୦୦ ଟଙ୍କାର ଫାଇନ୍ କାଟିଲା ଭଦ୍ରକ ଆରଟିଓ। ରଙ୍ଗ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନଥିବାରୁ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କୁ ଫାଇନ୍ କାଟିଲେ ପରିବହନ କର୍ମଚାରୀ। ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଚେତୁନାହାନ୍ତି…

ଧାନ ଟ୍ରକକୁ ୫୮ ହଜାର ଫାଇନ

ଭଦ୍ରକ: ଏକ ଧାନ ବୋଝେଇ ଟ୍ରକ ଉପରେ ପରିବହନ ବିଭାଗ ପକ୍ଷରୁ ଜୋରିମାନା କରାଯାଇଛି। ହଜାରେ କି ଦୁଇ ହଜାର ନୁହେଁ। ମୋଟ ୫୮ ହଜାର ୪୦ ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ। ସୂଚନା ଅନୁସାରେ, ଉକ୍ତ ଟ୍ରକଟି ଧାନ ବୋଝେଇ କରି ସମ୍ବଲପୁର ଯାଉଥିଲା। ତେବେ ଉକ୍ତ ଟ୍ରକର ପରମିଟ ନଥିଲା। ଖାଲି ସେତିକି ନୁହେଁ…

ସ୍କୁଟି ଚାଳକକୁ ୨୬ ହଜାର ଫାଇନ୍

କଟକ: ନାବାଳକ ସ୍କୁଟି ଚାଳକକୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ବାରଙ୍ଗ ରୋଡ୍‌ରେ ଜଣେ ନାବାଳକ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍‌ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା।…

ବିନା ହେଲମେଟରେ ରାଲି ପାଇଁ ଜୋରିମାନା…

ଭୁବନେଶ୍ୱର: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଆହ୍ବାନ କ୍ରମେ ରାଜ୍ୟରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟ କେତେକ ସଂଗଠନ ସମର୍ଥନ କରୁଥିବାବେଳେ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ଆନ୍ଦୋଳନ ଆରମ୍ଭ ହୋଇଯାଇଛି।ବନ୍ଦ ପାଳନ ବେଳେ…

ରକ୍ତ ପାଇଁ ମୃତ୍ୟୁ, ୩ ଲକ୍ଷ ତଣ୍ଡ

ଭୁବନେଶ୍ୱର: ଭୁଲ ରକ୍ତ ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମାନବାଧିକାର କମିଶନ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତ ମହିଳାଙ୍କ ସ୍ୱାମୀଙ୍କୁ ୨ ମାସ ମଧ୍ୟରେ ଉକ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମାନବାଧିକାର କମିଶନ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ରାଜ୍ୟର ୪୫ଟି ସୁନା ଗହଣା ଦୋକାନ ଉପରେ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନସ୍ଥ ବୈଧମାପ ବିଜ୍ଞାନ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ନଭେଞ୍ଚର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ସୁନାଗହଣା ଦୋକାନ ଏବଂ ପ୍ରତିଷ୍ଠାନ…

ଭୁଲ ପାଇଁ ନିଜେ ତଣ୍ଡ ଗଣିଲେ ଜିଲ୍ଲାପାଳ…

ଗାଜିଆବାଦ: ଭୁଲ ପାଇଁ ଦଣ୍ଡ ମିଳିଥାଏ। ହେଲେ ଭୁଲ ପାଇଁ ନିଜେ ନିଜକୁ ଦଣ୍ଡିତ କରଥିବା ଖବର ଶୁଣିନଥିବେ। ହେଲେ ବାସ୍ତବରେ ଏପରି ହିଁ ହୋଇଛି। ଗାଜିଆବାଦ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜେ ନିଜ ଉପରେ ଲଗାଇଛନ୍ତି ୧୦ହଜାର ଟଙ୍କାର ଫାଇନ୍। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତାଙ୍କ ବ୍ୟକ୍ତିଗତ ସହାୟକଙ୍କ…

ଫାଇନ ପଇସା ଫେରାଅ

ଭୁବନେଶ୍ବର: ଫାଇନ୍‌ ପଇସା ଫେରେିବାକୁ କହିଲେ ବିଜେପି ଓ କଂଗ୍ରେସ ନେତା। ସେପ୍ଟମ୍ବର ପହିଲାରୁ ସେପ୍ଟମ୍ବର ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହୋଇଥିଲା। ଯାହାରି ଫଳରେ ମୋଟା ଅଙ୍କର ତଣ୍ଡ ଗଣିଥିଲେ ଆଇନ୍‌ ଉଲ୍ଲଘଂନକାରୀ। ହେଲେ ଗତକାଲି ପୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଇନକୁ…