Odisha Link
Bridging the Missing Links in Odisha
Browsing Tag

Fine

ମାସ୍କ ନପିନ୍ଧିଲେ ଜରିମାନା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ତଣ୍ଡ। ଏନେଇ ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ସେ ଆହୁରି କହିଛନ୍ତି ଯେ, ଆଜିଠାରୁ ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି ଏହାକୁ କେହି ଅବମାନନା କରନ୍ତି…

ଲକ ଡାଉନ: ନିୟମ ନମାନିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସ ଭାରତରେ କାୟା ବିସ୍ତାର କରୁଛି। ଏହାକୁ ଦେଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ମାନେ ଘୋଷଣା କରିଛନ୍ତି ଲକଡାଉନ। ରାଜ୍ୟ ସରକାର ଜାରି କରିଥିବା ଲକ ଡାଉନ ମାନିବାକୁ ସମସ୍ତେ ବାଧ୍ୟ। କେବଳ ଜରୁରୀ କାମ…

ବସ୍‌କୁ ୧୩ଲକ୍ଷ ୫୦ହଜାର ଜରିମାନା କଲେ…

ବାଲେଶ୍ବର: ରାଜ୍ୟରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି ଥରେ କଡ଼ା କଡି ଭାବେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି। ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି। ଆଜି ବାଲେଶ୍ବରରେ ବସ୍ କୁ ୧୩ଲକ୍ଷ ୫୦ ହଜାର ଟଙ୍କାର ଫାଇନ୍ ହୋଇଛି।…

ନାବାଳକ ବାଇକ୍‌ ଚାଳକଙ୍କୁ ୨୫ ହଜାର…

ସମ୍ବଲପୁର : ସମ୍ବଲପୁରରେ ପୁଣି ଟ୍ରାଫିକ୍ ଚେକିଂ କଡାକଡି ହୋଇଛି। ନାବାଳକ ଗାଡି ଚାଳାଇବା ଯୋଗୁଁ ପୁଣି କଟିଲା ୨୫ ହଜାର ଟଙ୍କାର ଫାଇନ୍ । ସମ୍ବଲପୁର ଅଇଁଠାପାଲି ବୁଢାରଜାରେ ଚେକିଂ ସମୟରେ ପରିବହବ ବିଭାଗ ହାବୁଡରେ ପଡି ଫାଇନ୍ ଗଣିଛନ୍ତି ନାବାଳକ। ମିଳିଥିବା ସୂଚନା ଅନୁସାରେ, ନାବାଳକ ଜଣଙ୍କ ଏକ…

ବସକୁ ୬ଲକ୍ଷ ୭୨ ହଜାର ଫାଇନ

ଭୁବନେଶ୍ୱର: ପୂର୍ବରୁ ଦିଆଯାଇଥିବା କଣ୍ଟ ପୂରିବା ପରେ ସବୁଠି ଜୋରଦାର ଧରପଗଡ଼ କରଯାଉଛି। ଖିଲାପକାରୀଙ୍କୁ ଆଉ ନିସ୍ତାର ଦିଆଯାଉନାହିଁ। ଏହି ପରିପ୍ରେକ୍ଷୀରେ ଏକ ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ ହଜାର ଟଙ୍କାର ଫାଇନ କରାଯାଇଛି। ବିଭିନ୍ନ ଗଫଲତି ପାଇଁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କା ଫାଇନ କରାଯାଇଛି। ବିନା…

ଡିଜେ ଗାଡ଼ି ଓ ଭ୍ୟାନକୁ ୪୦ ଜହାର ଜରିମାନା

ସମ୍ବଲପୁର: ଡିଜେ ଗାଡ଼ି ଓ ଭ୍ୟାନ୍‌କୁ ୪୦ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଛି। ଡିଜେ ଗାଡ଼ିକୁ ୨୦ ହଜାର ଓ ଭ୍ୟାନ୍‌କୁ ୨୦ ହଜାର ୫୦୦ ଟଙ୍କାର ତଣ୍ଡ। ଲକ୍ଷ୍ମୀ ଟକିଜ୍‌ ଛକରେ ପୋଲିସ ଓ ପରିବହନ କର୍ମଚାରୀଙ୍କ ଦ୍ବାରା ଫାଇନ୍‌ କଟା ଯାଇଛି। ଭ୍ୟାନ୍‌ରେ ଲୁହା ଖଣ୍ଡ ଓ ପାଇପ୍‌ ଯାଉଥିବାରୁ ଆରଟିଓ ଜରିମାନା…

ବିଏମ୍‌ସି ଗାଡ଼ିକୁ ୩୨ ହାଜର ତଣ୍ଡ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମର ୨ଟି ଅଳିଆ ବୁହା ଡମ୍ପର ଗାଡ଼ି ପଡ଼ିଛି ପରିବହନ ବିଭାଗ ହାବୁଡ଼ରେ। ଏହି ୨ଟି ଗାଡ଼ିକୁ  ୩୨ ହଜାର ୫୦୦ ଟଙ୍କା ଜରିମାନା କରିଛି ପରିବହନ ବିଭାଗ। ଗୋଟିଏ ଗାଡ଼ିକୁ ୨୨ ହଜାର ଟଙ୍କା ଜରିମାନା କରାଯାଇଥିବାବେଳେ, ଅନ୍ୟଟିକୁ ୧୦, ୫୦୦ ଟଙ୍କା ଜରିମାନା କରାଯାଇଛି। ପରମିଟ୍,…

ଅଟୋକୁ ୩୦ ହଜାର ଫାଇନ୍

ସମ୍ବଲପୁର: ସମ୍ବଲପୁରରେ ମାଲ୍ ପରିବହନ ପାଇଁ ଅଟୋକୁ ଲାଗିଲା ୩୦ହଜାର ୫ଶହ ଟଙ୍କାର ଫାଇନ୍। ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀବାହୀ ଅଟୋରେ ମାଲ୍ ପରିବହନ କରୁଥିବାରୁ ଅଟୋକୁ ପରିବହନ ବିଭାଗ ଅଧିକାରୀ ୩୦ହଜାର ୫ଶହ ଫାଇନ କରିଛନ୍ତି। ଅଟୋ ନମ୍ବର ହେଉଛି ଓଆର ୧୫କ୍ୟୁ ୫୩୬୫। ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ…

ନାବାଳକ ଚାଳକଙ୍କୁ ୪୩ ହଜାର ଜରିମାନା

ସମ୍ବଲପୁର: ନାବାଳକ ସ୍କୁଟି ଚାଳକଙ୍କୁ ୪୩ ହଜାର ଫାଇନ କରାଯାଇଛି। ନାବାଳକ ଜଣକ ଗାଡି ଚଲାଉଥିବା ବେଳେ ପୁଲିସ ହାବୁଡାରେ ପଡିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ନାବାକଳ ୨୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଗାଡିର ଇନସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାରୁ ୧…

ପୁଣି ଶିକ୍ଷାନୁଷ୍ଠାନ ଗାଡ଼ିକୁ ଜରିମାନା

ଭୁବନେଶ୍ବର: ଘରୋଇ ସ୍କୁଲର ଏକ ଭ୍ୟାନ୍‌କୁ ମୋଟା ଅଙ୍କରେ ଜରିମାନା ହୋଇଛି। ୩୭ ଜହାର ୫୦୦ ଟଙ୍କାର ଜରିମାନା ମଲେ ଆରଟିଓ-୨। ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଇନଫୋସିଟି ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଛି। ପଲ୍ଲ୍ୟୁସନ, ଡିଏଲ୍, ରାଜିଷ୍ଟ୍ରେସନ, ଫିଟନେସ୍,ପରମିଟ୍, ବୀମା ପାଇଁ ତଣ୍ଡ ଦେଇଛନ୍ତି।