Odisha Link
Bridging the Missing Links in Odisha
Browsing Tag

Fine

ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ଫାଇନ୍

ଗଞ୍ଜାମ: ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ପାଇଁ‌ ଫାଇନ୍। ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମ୍ନାକୁ ଆସିଛି। କରୋନା ମହାମାରୀ କାରଣରୁ ନୂଆ ଟ୍ରାଫିକ୍‌ ନିୟମକୁ କେହାଳ କରାଯାଇଥିବା ବେଳେ ଏବେ କ୍‌ଡାଉନ୍‌ ହଟିବା ପରେ ପୁଣି ଗାଡ଼ି ଚେକିଂକୁ କଡ଼ା କଡ଼ି କରାଯାଇଛି। ମାତ୍ର ହେଲମେଟ୍‌ ପାଇଁ ଟ୍ରକ୍‌…

ନାବାଳକ ଡ୍ରାଇଭରକୁ ୫୭ ହଜାର ଟଙ୍କାର…

ବାଲେଶ୍ୱର: ନାବାଳକ ଟ୍ରାକ୍ଟର ଡ୍ରାଇଭରକୁ ୫୭ ହଜାର ୫୦୦ ଟଙ୍କାର ଜରିମାନା। ବାଲେଶ୍ବର ଆରଟିଓ ତରଫରୁ ଏହି ଜରିମାନା କରାଯାଇଛି। ଗାଡ଼ି ଚାଳାଇବା ନେଇ ନିର୍ଦ୍ଧାରିତ ବୟସ ହୋଇନଥିବା ଏବଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା, କୃଷି କାର୍ଯ୍ୟ ପାଇଁ ପଞ୍ଜିକୃତ ହୋଇଥିବା ଟ୍ରାକ୍ଟରକୁ ବ୍ୟବସାୟରେ ବ୍ୟବହାର…

ବାଇକ୍‌ ଚାଳକଙ୍କୁ ୧ ଲକ୍ଷ ୧୩ ହଜାର…

ରାୟଗଡ଼ା: ଜଣେ ବାଇକ୍ ଚାଳକଙ୍କୁ ହଜାରେ କି ଦୁଇ ହଜାର ନୁହଁ ୧ ଲକ୍ଷ ୧୩ ହଜାର ଟଙ୍କାର ଜରିମାନା। ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି। ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ଜଣେ ବାଇକ୍‌ ଚାଳକଙ୍କ…

ମିଛ ମାମଲା: ପୁଲିସ ଅଧିକାରୀ ଗଣିବେ…

ଭୁବନେଶ୍ୱର: ମିଛ ମାମଲା ଦର୍ଶାଇବା ପଡ଼ିଲା ଭାରି। ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ସେହି ମାମଲାରେ ୨ ଜଣଙ୍କୁ ଜେଲରେ ପୁରାଇବା ଘଟଣାରେ କ୍ଷତିପୂରଣ ଭରିବେ ସମ୍ପୃକ୍ତ ପୁଲିସ ଅଧିକାରୀ। ଏହି ମାମଲାରେ ପୁଲିସ ଅଧିକାରୀ ଠାରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବା ପାଇଁ ମାନବାଧିକାର କମିଶନ…

ବାଣ ଦୋକାନ ସିଲ୍, ୨୦ ହଜାର ତଣ୍ଡ

ପାଲଲହଡା: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଘାଯାଇଛି। ଏନେଇ କାଲି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ପାଲଲହଡା ମୁଖ୍ୟ ବଜାରରେ ଏହି ନିୟମ ଉଲଘଂନ ଦେଖିବାକୁ ମିଳିଛି। ପାଲଲହଡାରେ ଖୋଲାଥିବା ୨ଟି ବାଣ ଦୋକାନ ସିଲ୍…

ବସ୍‌କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର…

ଭୁବନେଶ୍ବର: ଯାତ୍ରୀବାହୀ ବସ୍‌କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା। ବସ୍‌କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରିଛନ୍ତି ଭୁବନେଶ୍ବର ଆର୍‌ଟିଓ-୨। ବସ୍‌ଟି କୋରାପୁଟରୁ ଭୁବନେଶ୍ବର ଚଳାଚଳ କରୁଥିଲା। ବସ୍‌ ନମ୍ବର - ଓଡି୧୦ଏଫ୍‌ ୦୪୦୯କୁ ଜରିମାନା କରିଛନ୍ତି ଭୁବନେଶ୍ବର ଆର୍‌ଟିଓ-୨।…

ଫାଇନ୍‌ ଭରିଲେ ଅପରାଜିତା

ଭୁବନେଶ୍ବର: ଆଜି ଫାଇନ୍‌ ଭରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ସ୍ୱେଚ୍ଛାକୃତଭାବେ ଫାଇନ ଦେବା ନେଇ ଶ୍ରୀମତୀ ଷଡ଼ଙ୍ଗୀ ଟ୍ୱିଟ କରି ଜଣାଇଛନ୍ତି। ଏହାଛଡ଼ା ଲୋକଙ୍କୁ ଆବେଗକୁ ସମ୍ମାନ ଜଣାଉଛନ୍ତି, ଏହା ଭଲ ଲକ୍ଷଣ ବୋଲି ସେ…

ମାସ୍କ ପିନ୍ଧି ନ ଥିଲେ ଜିଲ୍ଲାପାଳ, ତଣ୍ଡ…

ଜଗତସିଂହପୁର: କରୋନା ଜନିତ ଲକ୍‌ଡାଉନ୍‌ ସମୟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଜିଲ୍ଲାପାଳ ଏହା ଅମାନ୍ୟ କରି ଜରିମାନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିଛନ୍ତି ତହସିଲଦାର। ଅବଶ୍ୟ ତଣ୍ଡ ଗଣିଥିବା ଏ ଜିଲ୍ଲାପାଳ ଜଣଙ୍କ କୌଣସି ଜିଲ୍ଲାର…

ଏଣିକି ଛେପ ପକାଇଲେ ତଣ୍ଡ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜନତା କିଭଳି ସୁରକ୍ଷିତ ଏବଂ କରୋନା ମୁକ୍ତ ରହିବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଉଛନ୍ତି ସରକାର। ଏହାରି ମଧ୍ୟରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ସର୍ବସାଧାରଣ…

ମାସ୍କ ନ ପିନ୍ଧିଲେ ୫୦୦/- ତଣ୍ଡ

ଭୁବନେଶ୍ବର: ଓଡ଼ିଶା କୋଭିଡ୍-୧୯ ନିୟମାବଳିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର। ସଂଶୋଧିତ ନିୟମ ଅନୁସାରେ ଏଣିକି ଘରୁ ବାହାରକୁ ବାହାରିଲେ ବେଳେ ପ୍ରତ୍ୟେକ ନାଗରିକ ପାଟି ଓ ନାକ ଘୋଡ଼ାଇବା ପାଇଁ ଯେକୌଣସି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମକୁ ବେଖାତିର କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା…