Odisha Link
Bridging the Missing Links in Odisha

ଡିଜେ ଗାଡ଼ି ଓ ଭ୍ୟାନକୁ ୪୦ ଜହାର ଜରିମାନା

ସମ୍ବଲପୁର: ଡିଜେ ଗାଡ଼ି ଓ ଭ୍ୟାନ୍‌କୁ ୪୦ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଛି। ଡିଜେ ଗାଡ଼ିକୁ ୨୦ ହଜାର ଓ ଭ୍ୟାନ୍‌କୁ ୨୦ ହଜାର ୫୦୦ ଟଙ୍କାର ତଣ୍ଡ। ଲକ୍ଷ୍ମୀ ଟକିଜ୍‌ ଛକରେ ପୋଲିସ ଓ ପରିବହନ କର୍ମଚାରୀଙ୍କ ଦ୍ବାରା ଫାଇନ୍‌ କଟା ଯାଇଛି। ଭ୍ୟାନ୍‌ରେ ଲୁହା ଖଣ୍ଡ ଓ ପାଇପ୍‌ ଯାଉଥିବାରୁ ଆରଟିଓ ଜରିମାନା କରିଛନ୍ତି।
ପ୍ରକାଶ ଯେ, ଭୁବନେଶ୍ବର ମହାନଗର ନିଗମ ଗାଡ଼ିକୁ ଜରିମାନା କରାଯାଇଛି। ୨ ଟି ଅଳିଆ ବୁହା ଡମ୍ଫରକୁ ୩୨ ହଜାର ୫୦୦ ଜରିମାନ ହୋଇଛି। ଗୋଟିଏ ଗାଡ଼କୁ ୨୨ ହଜାର, ଅନ୍ୟଟିକୁ ୧୦, ୫୦୦ ଫାଇନ୍‌ ହୋଇଛି। ପରମିଟ୍‌, ପଲ୍ୟୁସନ ଓ ବୀମା ପାଇଁ ଗୋଟିଏ ଗାଡ଼ିକୁ ୨୨ ହଜାର ହୋଇଛି। ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ଅନ୍ୟଟକୁ ୧୦, ୫୦୦ ଜରିମାନା ହୋଇଛି। ପରିମିଟ୍, ପଲ୍ୟୁସନ ଓ ବୀମା ପାଇଁ ଗୋଟିଏ ଗାଡ଼ିକୁ ୨୨ ଜହାର ହୋଇଛି। ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ଅନ୍ୟଟିକୁ ୧୦, ୫୦୦। ରଘୁନାଥପୁର ପୋଲ ଉପରେ ଉଭୟ ଗାଡ଼ିକୁ ଧରିଲା ଆରଟିଓ ସ୍ବାଡ୍।

Comments are closed.