Odisha Link
Bridging the Missing Links in Odisha
Browsing Tag

Firing

ଖୋର୍ଦ୍ଧା ଗୁଳିକାଣ୍ଡ : ଔଷଧ ଦୋକାନୀ…

ଖୋର୍ଦ୍ଧା: ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣରେ ଗୁରୁତର ଔଷଧ ଦୋକାନୀ ସନ୍ତୋଷ ସାହୁଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ମୃତ୍ୟୁ ହୋଇଛି। ସନ୍ତୋଷଙ୍କୁ ଗୁରୁତର ଭାବେ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘେରାଇ ମେଡିକାଲରେ ଭର୍ତ୍ତି…

ବ୍ୟାଙ୍କରେ ଫୁଟିଲା ଗୁଳି, ଗ୍ରାହକ…

ପୁରୀ: ପୁରୀ କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ଜଣେ ଗ୍ରାହକ ଆହତ ହୋଇଥିବା ସୂଚନାମିଳିଛି। ଗ୍ରାହକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଅନୁସାରେ କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ…

କୋରାପୁଟ ନନ୍ଦପୁରରେ ଗୁଳିକାଣ୍ଡ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଏକ କ୍ରସର ନିକଟରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ମାଓବାଦୀଙ୍କ ଗୁଳିରେ କ୍ରସର କର୍ମଚାରୀ ପ୍ରସାଦ ରାଓ ଆହତ ହୋଇଛନ୍ତି। ପ୍ରସାଦଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି। ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୧୦ ଟାରେ ନନ୍ଦପୁର…

ଠିକାଦାରଙ୍କୁ ଗୁଳିମାଡ଼ ଘଟଣା: ୨…

କୋଣାର୍କ: କୋଣାର୍କ ଗୋପ ଥାନା ସୁବର୍ଣ୍ଣପୁରରେ ଠିକାଦାରଙ୍କୁ ଗୁଳିମାଡ। ମର୍ଣ୍ଣିଂୱାକ୍ ସାରି ଫେରିବା ସମୟରେ ଠିକାଦାର ଉମାକାନ୍ତ ସାହୁଙ୍କୁ ନିଜ ଘର ଆଗରେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ। ତାଙ୍କ ବାଇକ୍ ମଧ୍ୟ ଜାଳିଦେଇଛନ୍ତି। ଗୁଳିମାଡ ବେଳେ ସ୍ଥାନୀୟ ଲୋକେ ଦେଖି ୨ ଦୁର୍ବୃତ୍ତଙ୍କୁ କାବୁ କରିବା ସହ…

ବ୍ୟବସାୟୀଙ୍କୁ ଗୁଳିମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗିପୁର ଗାଁରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡ ଫଲରେ ବ୍ୟବସାୟୀ ସୁଶାନ୍ତ ପାତ୍ର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅଣ୍ଟାରେ ଗୁଳି ବାଜିଥିବା…

ଯୁବକଙ୍କୁ ଗୁଳିମାଡ଼

ବରଗଡ଼: ବଲାଙ୍ଗୀରରୁ ବରଗଡ଼ ଆସୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆହତ ଯୁବକ ଗୁରୁବାର ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ସୁନା ଚେନ୍ ଲୁଟିବାରେ ବିଫଳ ଲୁଟେରା କଲେ…

ବାଲେଶ୍ୱର: ବାଲେଶ୍ୱର ଖନ୍ତାପଡ଼ା ଶେରଗଡ଼ ଟୋଲଗେଟ୍‌ ନିକଟରେ ଯୁବକଙ୍କୁ ଗୁଳିମାଡ କରି ଲୁଟ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଯୁବକଙ୍କ ମୁଣ୍ଡ ଓ ଗୋଡରେ ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା…

ଯବାନ ଓ ମାଓବାଦୀଙ୍କ ମଧ୍ୟରେ…

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଜିଲ୍ଲା କୁଟ୍ରିମା ଗାଁର ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଲରୁ ବହୁ ମାଓ ସାମଗ୍ରୀ ସହ ୨ଟି ବନ୍ଧୁକ ଜବତ କରାଯାଇଛି।

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳି…

ଦଶପଲ୍ଲା: ମଧ୍ୟଖଣ୍ଡ ଗ୍ରାମପଞ୍ଚାୟତରେ ଗୁଳି ମାଡ଼। ପଞ୍ଚାୟତ ନିର୍ବାହୀ ଅଧିକାରୀ ଆହତ। ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରମିକ ପଞ୍ଜିକରଣ ଯୋଜନା ବୈଠକ ଚାଲିଥିବା ସମୟରେ ସ୍ଥାନୀୟ ଜଣେ ଅସାମାଜିକ ଯୁବକ ଏହି ଗୁଳିମାଡ଼ କରିଛନ୍ତି। ତେବେ କେଉଁ କାରଣରୁ ଏହି ଗୁଳି ମାଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।…