Odisha Link
Bridging the Missing Links in Odisha
Browsing Tag

Firing

ଠିକାଦାରଙ୍କୁ ଗୁଳିମାଡ଼

ନୂଆପଡା: ଠିକାଦାରଙ୍କୁ ଗୁଳିମାଡ଼। ନୂଆପଡା ଖଣ୍ଡିଆଳ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଘର ଆଗରେ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ଗୁଳିମାଡ଼ରେ ଠିକାଦାର ଗୁରୁତର ଆହତ ହୋଇଛନ୍ତି। ଠିକାଦାରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡରେ ଘଟଣାରେ ସଂପୃକ୍ତ ୩…

ରାଉରକେଲାରେ ଗୁଳିମାଡ଼, ୨ ଆହତ

ରାଉରକେଲା: ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୁଳିମାଡ଼ ହୋଇଥିଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ମାଲଗୋଦାମ ଅଞ୍ଚଳରେ। ଏଥିରେ ଦୁଇ ଯୁବକ ଆହତ ହୋଇଛନ୍ତି। ସେମାନେ ହେଲେ ରୋହିତ ପଟନାୟକ ଓ ରାଜୁ ଚୌଧୁରୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ…

ହୋଲି ପୂର୍ବରୁ ଫୁଟିଲା ଗୁଳି

ପୁରୀ: ହୋଲି ପୂର୍ବରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗୁଳାମାଡ ହୋଇଛି। ତେବେ ଗୁଳିମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଭାସ୍କର ବେହେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ବିଳମ୍ବିତ ରାତିରେ କୌଣସି କାମରେ ଘରୁ…

ଦିଲ୍ଲୀ: ୮ ରାଉଣ୍ଡ ଗୁଳି ଚଳାଇଥିବା…

ନୂଆଦିଲ୍ଲୀ: ଗତକାଲି ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଆତଙ୍କିତ ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳ‌ରେ ସୋମବାର ସିଏଏ ବିରୋଧୀ ଆନ୍ଦୋଳନକାରୀ ଏବଂ ସିଏଏ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ…

ଜାମିଆରେ ପୁଣି ଗୁଳି କାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିୟା ବିଶ୍ବବିଦ୍ୟାଳୟରେ ଗରକାଲି ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଜଣ ଯୁବକ ଏକ ଚଳନ୍ତା ସ୍କୁଟିରେ ଆସି ଗୁଳି ଚାଳନା କରିଥିବା ଜଣାପଡ଼ିଛି। ପ୍ରଥମ ଗୁଳି ଜାମିଆ ବିଶ୍ବବିଦ୍ୟାଳୟର ୫ ନମ୍ବର ଗେଟ୍‌ ନିକଟରେ ଫୁଟାଇଥିବା ବେଳେ ଦ୍ବିତୀୟ ଗୁଳି ୧ନମ୍ବର ଗେଟ୍‌ରେ…

ସିଏଏ ଅସନ୍ତୋଷ, ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ବିରୋଧୀ ବିରୋଧୀ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ଆଜି ଜାମିଆ ବିଶ୍ୱବିଦ୍ୟାଳୟ ଅଂଚଳରେ ବିରୋଧ ପ୍ରଦର୍ଶନ ବେଳେ ଜଣେ ଅଜଣା ବ୍ୟକ୍ତି ଖୁଲମାଖୁଲା ଗୁଳି ଚଳାଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତି ବାହାରରୁ ଆସିଥିଲା। ଗୁଳି…

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିଲା ବେଳେ…

କଳାହାଣ୍ଡି: କଳାହାଣ୍ଡିର ଜୁନାଗଡ ଅଞ୍ଚଳରେ ବଡ଼ ଧରଣର ଲୁଟ୍ ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପୁଅ ପ୍ରାଣ ହରାଇଲା ପୁଅ, ବର୍ତ୍ତିଗଲେ କିନ୍ତୁ ଗୁରୁତର ହୋଇଛନ୍ତି ବାପା। ସୂଚନା ଅନୁସାରେ, କଳାହାଣ୍ଡିର ବାପ କ୍ଷୀତି ନାୟକ ଓ ପୁଅ ବଳଭଦ୍ର ଆଜି ଭବାନୀପାଟଣାରେ ୬ ଲକ୍ଷ ଟଙ୍କା ଉଠାଇ ଜଙ୍ଗଲ…

ଦୁଇ ଗୋଷ୍ଠୀମଧ୍ୟରେ ଗୁଳିକାଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦାର ଅଲାଭର ଗାଁରେ ଦୁଇ ଗୋଷ୍ଠୀମଧ୍ୟରେ ଆଜି ରାତି ସମୟରେ ଗୁଳି ଚାଳନା ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ବେଳେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି…

ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା: ସନ୍ଧିଗ୍ଧ…

ଖୋର୍ଦ୍ଧା: ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସଙ୍କୁ ଗୁଳିମାଡ ଘଟଣାରେ ସନ୍ଦିଗ୍ଧ ଅଭିଯୁକ୍ତର ସ୍କେଚ୍ ଫଟୋ ଜାରି କରାଯାଇଛି। ସନ୍ଦିଗ୍ଧ ଅଭିଯୁକ୍ତର ସୂଚନା ଦେବା ଲୋକର ନାମ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୪ଟି ଟିମ ଗଠନ କରାଯାଇଛି।…

ଡାକ୍ତର ମାନସଙ୍କୁ ଗୁଳିମାଡ଼ ଘଟଣା: ୨୪…

ଖୋର୍ଦ୍ଧା: ଚର୍ଚ୍ଚାରେ ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ଘଟଣା। ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଗୁଳିମାଡ଼ ଘଟଣାର ଟେର ପାଇପାରିନି ଖୋର୍ଦ୍ଧା ପୋଲିସ୍। ଅନ୍ୟପଟେ ଅପରାଧୀଙ୍କୁ ଧରିବା ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ…