Odisha Link
Bridging the Missing Links in Odisha
Browsing Tag

Gold price

କମିଲା ସୁନା ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର: ହ୍ରାସ ପାଉଛି ସୁନା ଦର। ଭାରତୀୟ ବଜାରରେ ସୁନା ଓ ରୂପା ଦାମ କମିବାରେ ଲାଗିଛି। ୪ ମାସ ତଳେ ସୁନା ଦର ଯେତିକି ଥିଲା ତାହା ୭ ହଜାର ଟଙ୍କା କମିଯାଇଛି। ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ୪ ହଜାର ହ୍ରାସ ପାଇଛି। ଅଗଷ୍ଟ ୧୦ରେ ୨୪ କ୍ୟାରେଟ ସୁନା ଦର ୫୬ ହଜାର ଟଙ୍କା ହୋଇଥିବାବେଳେ ଏବେ…

କମିଲା ସୁନା ଦର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲାଗାତାର ଭାବରେ ସୁନାଦର ବଢିବାରେ ଲାଗିଥିଲା। ମାତ୍ର କରୋନା ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। କରୋନା ପାଇଁ ସୁନା ଦରରେ ରେକର୍ଡ ସ୍ତରୀୟ ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୫୫ ହଜାରରୁ…

ସୁନାର ରେକର୍ଡ ଦରବୃଦ୍ଧି

ନୂଆଦିଲ୍ଲୀ: ୭ ବର୍ଷର ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମ୍‌କୁ ୪୪ ହଜାର ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି। ଗତ ୭ ବର୍ଷ ମଧ୍ୟରେ ସବୁଠୁ…

ଲଗାତାର ଭାବେ ବଢୁଛି ସୁନା ଦର

ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଲାଗିରହିଥିବା ତିକ୍ତତାର ପ୍ରଭାବ ସୁନା ବଜାର ଉପରେ ପଡିଛି। ଫଳରେ ପ୍ରତିଦିନ ସୁନା ଦର ବଢିବାରେ ଲାଗିଛି। ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୪୨,୧୨୦ ଟଙ୍କା ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଉଛି। ସେହିପରି ଏକ କିଲୋ ରୁପାର ଦାମ୍…

ଆମେରିକାର ଆକ୍ରମଣ ପରେ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣରେ ଇରାନ ସେନାର ଜଣେ ପ୍ରମୁଖ କମାଣ୍ଡର ନିହତ ହେବା ପରେ ଏବେ ସୁନା ବଜାରରେପ୍ରଭାବ ଦେଖିବାକୁ ମିଳିଛି। ହଠାତ ସୁନାର ମୂଲ୍ୟ ବଢ଼ିଯାଇଛି। ଆଗକୁ ଆମେରିକା ଓ ଇରାନ ଭିତରେ ଯୁଦ୍ଧ ହେବାର ଆଶଙ୍କା ଥିବାରୁ ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଛନ୍ତି।…