Odisha Link
Bridging the Missing Links in Odisha
Browsing Tag

Gun

ସାଥିରେ ଆଣୁଥିଲେ ବନ୍ଧୁକ, ଗୁଳି ଫୁଟି…

ଓଏଲ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଅଘଟଣ। ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଗୁରୁତର ହୋଇଛନ୍ତି। କୋଟଗଡ ଥାନା ରଡ଼ା ଗ୍ରାମର ଏଲିଅ ସୁନାମାଝୀ ହେଉଛନ୍ତି ସେହି ଗୁରୁତର ହୋଇଥିବା ବ୍ୟକ୍ତି। ଏଲିଅଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇଥଲା କିନ୍ତୁ ଅବସ୍ଥା ଅଧିକ…

ରାମ ମନ୍ଦିର ପାଇଁ ଚାନ୍ଦା ଆଦାୟ କରୁଥିବା…

କୋଟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଚାନ୍ଦା ଆଦାୟ କରୁଥିବା ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହଙ୍କୁ ଗୁଳି ମାଡ଼। ଏହି ଘଟଣା କୋଟାର ରାମଗଞ୍ଜ ମଣ୍ଡିରେ ମଙ୍ଗଳବାର ରାତିରେ ଘଟିଛି। କିଛି ବ୍ୟକ୍ତି ତାଙ୍କୁ ଚାନ୍ଦାୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଦୀପକ ଚାନ୍ଦା ଆଦାୟ…

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ। ବିମାନବନ୍ଦରରେ ଚେକିଂ ବେଳେ ଜଣେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ଚେନ୍ନାଇ ଯାଇଥାନ୍ତେ। ଜନତ ବନ୍ଧୁକର କୌଣସି କାଗଜପତ୍ର ନଥିଲା ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର…

ରାଜଧାନୀରେ ବନ୍ଧୁକ ଡିଲ୍

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୩ ଜଣ । ସକାଳୁ ସକାଳୁ କଳ୍ପନା ଛକ ନିକଟରେ ବନ୍ଧୁକ ଡିଲ୍ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବଡ଼ଗଡ଼ ପୋଲିସ। ଡିଲ୍ କରୁଥିବା ୨ ଯୁବକଙ୍କ ସହ…

ନକଲି ବନ୍ଧୁକ ଦେଖାଇ ଧରାପଡିଲା ଯୁବକ

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଜଣେ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇଥିଲା ଜଣେ ଯୁବକ । ପ୍ରେମ ନିବେଦନ ପାଇଁ ଛାତ୍ରୀଙ୍କୁ ସଂପୃକ୍ତ ଯୁବକ ଡରାଇଥିବା ସୂଚନା ମିଳିଛି। ବେଶ କିଛି ସମୟ ଧରି ବିଶ୍ୱବିଦ୍ୟାଳୟ ଫାଟ ଆଗରେ ଏ ନାଟକବାଜି ଚାଲିଥିଲା। ନକଲି ବନ୍ଧୁକକୁ ଜବତ…

ବନ୍ଧୁକ ଦେଖାଇ ଖାଇଲେ ଛେଚା

ଭୁବନେଶ୍ୱର: ବନ୍ଧୁକ ଦେଖାଇଲେ ଛେଚା ଖାଇଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ରସୁଲଗଡ ଛକରେ । ଯୁବକ ଜଣଙ୍କ ବନ୍ଧୁକ ଦେଖାଇ ଛକରେ କିଛି ସମୟ ପାଇଁ ଆତଙ୍କ ଖେଳାଇଥିଲେ । ତାପରେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ ସ୍ଥାନୀୟ ଲୋକେ । ତାପରେ ବନ୍ଧୁକ ସହ ସେହି ଯୁବକଙ୍କୁ ପୋଲିସରେ ଜିମା…