Odisha Link
Bridging the Missing Links in Odisha
Browsing Tag

HARIYANA

ଚଳନ୍ତା ବସରେ ଲାଗିଲା ନିଆଁ: ଗଲାଣି ୧୦…

ଓଏଲ୍‌ ବ୍ୟୁରୋ: ହରିୟାଣାରେ ଭୟଙ୍କର ବସ୍‌ ଦୁର୍ଘଟଣା। ଗତକାଲି ରାତିରେ ହରିୟାଣାର ନୁହରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିବାରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ଚିତି ଶୁକ୍ରବାର ରାତି ପ୍ରାୟ ଦେଢ଼ଟା ବେଳେ ଏହି ଅଘଟଣ ଘଟିଥିଲା।…

ହରିୟାଣା: ମୁଖ୍ୟମନ୍ତ୍ରୀ ଓ…

ହରିୟାଣା: ଦିନକୁ ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଓ ଗୃହମନ୍ତ୍ରୀ ଅନୀଲ ବିଜଙ୍କ ମଧ୍ୟରେ ଚାଲୁଥିବା ବିବାଦ ବଢ଼ିବାରେ ଲାଗିଛି। ସିଆଇଡିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଉପୁଜିଛି। ଏହାରିମଧ୍ୟରେ ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ, ସରକାର ଓ୍ବେବସାଇଟରୁ ଚାଲେ ନାହିଁ ବରଂ ନିୟମ…

ପାରୋଲରେ ଆସିଲେ ହରିୟାଣାର ଭାବି…

ନୂଆଦିଲ୍ଲୀ: ଆଜି ୧୪ଦିନିଆ ପାରୋଲରେ ବାହାରିଲେ ହରିୟାଣାର ଭାବି ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ଅଜୟ ଚୌଟାଲା। ଗୃହ ବିଭାଗର ଅନୁମତି କ୍ରମେ ଗତକାଲି ତିହାର ଜେଲ ପ୍ରଶାସନ ଏହି ଅନୁମତି ଦେଇଥିଲା। ପାରୋଲରେ ଆସିବା ପରେ ଅଜୟ ଚୌଟାଲା ଗଣମାଧ୍ୟମକୁ…

ହରିୟାଣା: ଆଜି ଶପଥ ନେବେ ମନହୋର ଖଟ୍ଟର

ଚଣ୍ଡିଗଡ଼: ଆଜି ସାରା ଦେଶ ଦୀପାବଳି ପାଳନ କରୁଛି। ଏହି ଅବସରରେ ହରିୟାଣାରେ ବିଜେପି ମନହୋର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ତାର ଦ୍ବିତୀୟ ଇଂନିସର ଦ୍ବୀପ ଜାଳିବ। ଅର୍ଥାତ୍‌ ମନହୋର ଲାଲ ଖଟ୍ଟର ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟା ୧୫ ମିନିଟରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ…

ହରିୟାଣା: ବିଜେପି-ଜେଜେପି ମେଣ୍ଟ,…

ନୂଆାଦିଲ୍ଲୀ: ହରିୟାଣା ରାଜନୀତିରେ ନୂଆ ମୋଡ଼। ଶେଷରେ ବିଜେପିର ଆଲୋଚନା ସଫଳ ହୋଇଛି। କାରଣ ବିଜେପି ସହ ମେଣ୍ଟ କରିବାକୁ ରାଜି ହୋଇଛି ହରିୟାଣାର ଆଞ୍ଚଳିକ ଦଳ ଜେଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚଉତାଲାଙ୍କ ସହ ଦୀର୍ଘ…

ହରିୟାଣା: ବିଜେପି ରାତି ରାତି ୬ସ୍ବାଧୀନ…

ନୂଆଦିଲ୍ଲୀ: ସାରା ଦେଶରେ ଏବେ ହରିୟାଣା ବିଧାନସଭା ଫଳାଫଳକୁ ନେଇ ଚର୍ଚ୍ଚା। କାରଣ ହରିୟାଣାରେ କେଉଁ ଦଳବି ସଂଖ୍ୟା ଗରିଷ୍ଠତା ହାସଲ କରି ପାରିନାହାନ୍ତି। ଭାରତୀୟ ଜନତା ପାର୍ଟି ହରିୟାଣାରେ ସରକାର ଗଢ଼ିବାକୁ ହେଲେ ବିଜେପିକୁ ଆଉ ୬ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଏହାରି ମଧ୍ୟରେ ଗତକାଲି…

କଂଗ୍ରେସ ନେତା ସୂର୍ଯ୍ୟେଓ୍ବାଲା ମାତ୍ର…

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ହାରିଲେ କଂଗ୍ରେସର ତୁଣ୍ଡ ରଣଦୀପ ସୂର୍ଯ୍ୟେୱାଲା। ମାତ୍ର ୫୬୭ ଖଣ୍ଡ ଭୋଟ ପାଇଁ ପରାସ୍ତ ହେଲେ ସୂର୍ଯ୍ୟେଓ୍ବାଲା। ଦଳର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧିଙ୍କ ସହଯୋଗୀ କୁହାଯାଉଥିବା ସୂର୍ଯ୍ୟେୱାଲାଙ୍କୁ କଂଗ୍ରେସ ହରିଆଣାର କୈଠାଲରୁ ପ୍ରାର୍ଥୀ କରିଥିଲା।…

ହରିୟାଣା ନିର୍ବାଚନ: ଝୁଲା ବିଧାନସଭା…

ନୂଆଦିଲ୍ଲୀ: ହରିୟାଣାରେ ଚାଲିଛି ଭୋଟ ଗଣତି। କିଏ ମାରିବ ହରିୟାଣାରେ ବାଜିମାତ ଆଉ ଅଳ୍ପ ସମୟ ପରେ ଜଣା ପଡ଼ିବ। ଗଣତି ଆଗକୁ ବଢ଼ିବା ସହ ଫଳାଫଳ ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ତେବେ ହରିଆଣାରେ ବିଜେପି କ୍ଲିନସୁଇପ୍‌ କରିବ ବୋଲି ଯେଉଁ ଆଶା କରିଥିଲା ସେଥିରେ ଅଙ୍କୁଶ ଲାଗିବାକୁ ଯାଉଛି। କାରଣ…

ବିଶ୍ବ ଯୋଗ ଦିବସ: ସରିଲା ଯୋଗ, ଆସନ…

ନୂଆଦିଲ୍ଲୀ: ଆଜି ହେଉଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସହିତ ସାରା ବିଶ୍ୱ ପାଳନ କରୁଛି ଯୋଗ ଦିବସ। ଏହି ଅବସରରେ ହରିଆଣାର ରୋହତକରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ।…