Odisha Link
Bridging the Missing Links in Odisha
Browsing Tag

Health Department

ବାତ୍ୟା ପାଇଁ ସ୍ୱାସ୍ଥ୍ୟ ବିଭାଗ…

ଭୁବନେଶ୍ବର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ। ଆସନ୍ତା ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ୟଶ ଏବେ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି। ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ତେବେ…

ରେଡ୍ ଜୋନରେ ଓଡ଼ିଶାର ୩ ଜିଲ୍ଲା

ନୂଆଦିଲ୍ଲୀ: ମେ ୩ରେ ସରିବ ଲକ୍‌ଡାଉନ୍‌ ଅବଧି। ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ…

ଓଡ଼ିଶା: ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୬୨୯ ଜଣ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଅତିରିକ୍ତ ନିର୍ଦ୍ଦେଶକ (ସ୍ତର ୨) ପଦବୀକୁ ପଦୋନ୍ନତି ଦିଆଯାଇଛି। Dynamic Assured Career Progression Schemeରେ ଏହି ପଦୋନ୍ନତି ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର…

କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରେଗୁଲେସନ୍‌ ଜାରି କରାଯାଇଛି। ନିୟମ ମୁତାବକ ସବୁ ସରକାରୀ, ଘରୋଇ ହସ୍ପିଟାଲ୍ ସନ୍ଦିଗ୍ଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ହସ୍ପିଟାଲ୍‌ ଆସୁଥିବା ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ। କରୋନା…

ଓଡ଼ିଶାରେ ୫୪ଜଣ କରୋନା ସନ୍ଦିଗ୍ଧ

ଭୁବନେଶ୍ବର : ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଛି କରୋନା। ଦେଶରେ ଏ ପର୍ଯ୍ୟନ୍ତ ୩ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ କରୋନା ଭାଇରସ୍ ସନ୍ଦେହରେ ଏ ପର୍ଯ୍ୟନ୍ତ ୫୪ ଜଣଙ୍କୁ ନଜରରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିବା…

ସ୍କୁଲକୁ କରୋନା ଗାଇଡଲାଇନ

ଭୁବନେଶ୍ବର: ଦିନକୁ ଦିନ ନିଜ କାୟା ବିସ୍ତାର କରି ଅଣାୟତ୍ତ କରିଥିବା କରୋନା ଭାଇରସର ମୁକାବିଲା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ। କରୋନା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ ଜାରି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ। ଗାଇଡଲାଇନ ମୁତାବକ, ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ୍‌ ଦେଇ ଛିଙ୍କିବେ ଏବଂ…

ସରକାରୀ ଗାଡ଼ିରେ ଚାଲିଛି ଖେଳ

ରାୟଗଡ଼ା: ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ରାଜ୍ୟରେ କୋଣ ଅନୁକୋଣରେ ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଗାଁ ଗାଁରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟବିଭାଗ ତରଫରୁ ଭ୍ରାମ୍ୟମାଣ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଛି। ଏହି ଗାଡ଼ିରେ ଜଣେ ଡାକ୍ତର,…