Odisha Link
Bridging the Missing Links in Odisha
Browsing Tag

High Alert

ମୁମ୍ବାଇରେ ବଡ଼ ଆତଙ୍କବାଦୀ ଆକ୍ରମଣ…

ମୁମ୍ବାଇ: ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବଇ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ରାଜ୍ୟର ଗୁଇନ୍ଦା ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି। ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ…

କରୋନା ଭୟ: ପୁରୀରେ ହାଇଆଲର୍ଟ

ପୁରୀ: ପ୍ରାଣଘାତୀ କରୋନା ପାଇଁ ସମଗ୍ର ବିଶ୍ବ ଏବେ ଆତଙ୍କିତ। ଚାଇନା ପରେ ଭାରତରେ କଲାଣି ବସ୍ତାର କଲାଣି କରୋନା। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀରେ କରୋନା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ପୁରୀକୁ ପ୍ରତିଦିନ ଶହ ଶହ ବିଦେଶୀ…

ଦିଲ୍ଲୀରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ ହାଇ ଆଲର୍ଟ ଜାରି। ଏବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି ରାଜଧାନୀ ଦିଲ୍ଲୀ। ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲ‌ୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ସ୍ଥାନରେ ହଜାର ହଜାର ସୁରକ୍ଷାକର୍ମୀ ଓ ସହ ସିସିଟିଭି କ୍ୟାମେରା ଲଗାଯାଇଛି। ସ୍ବାଟ୍‌ ଟିମ୍‌…

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ…

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏତେ ପରିମାଣର ଆଇଇଡି ଠାବ ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି ଏବଂ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ…

୩୭୦ ଉଚ୍ଛେଦ ପରେ ସବୁଠି ହାଇଆଲର୍ଟ ଜାରି…

ନୂଆଦିଲ୍ଲୀ: ୩୭୦ ଉଚ୍ଛେଦ ପରେ ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୁଲିସ କମିଶନ୍‌ଙ୍କୁ ଏନେଇ ଆଲର୍ଟ ଜାରି କରିଛି। ଏଥିସହିତ ବାୟୁ ସେନା, ସ୍ଥଳ ସେନା ଓ ନୌସେନାକୁ ମଧ୍ୟ ହାଇଆର୍ଲଟ ଜାରି କରାଯାଇଛି। ଆବଶ୍ୟକ…