Odisha Link
Bridging the Missing Links in Odisha
Browsing Tag

Hirakud

ହୀରାକୁଦରେ ଇକୋ ରିଟ୍ରେଟ ୨୦୨୨ ଉଦଘାଟିତ

ଓଏଲ୍ ବ୍ୟୁରୋ : ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ଆଜି ଉଦଘାଟିତ ହୋଇଛି ହିରାକୁଦ ଇକୋ ରିଟ୍ରେଟ ୨୦୨୨। ଏହା ହୀରାକୁଦରେ ତୃତୀୟଥର ଅନୁଷ୍ଠିତ ହେଉଥିବାବେଳେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହା ଚାଲିବ। ଭିଡିଓ କନଫରେନସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି…

ଓଏଲ୍‌ ବ୍ୟୁରୋ: ଖୋଲିଲା ହୀରାକୁୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍। ପୂର୍ବରୁ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମୋଟ୍‌ ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୬୦ ଫୁଟ ରହିଛି। ୪ଲକ୍ଷ ୨୧ହଜାର ୫୮୯…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୪ ଗେଟ୍। ଏହା ସହ ବର୍ତ୍ତମାନ ମୋଟ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଖୋଲାଯାଇଥିବା ୮ଟି ଗେଟରୁ ଏବେ ଜଳ ନିଷ୍କାସିତ ହେଉଛି। ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୮୪,୮୯୯…

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ଆଜିଠୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଫରେଷ୍ଟ ଡିଭିଜନର ୨୧ଟି ଟିମ ଏହି ଗଣନାରେ ସାମିଲ ହୋଇଛନ୍ତି। ଏଥି ସହିତ ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀ ମଧ୍ୟ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି।ପକ୍ଷୀ ଗଣନା ପାଇଁ ପ୍ରତ୍ୟେକ ଟିମ୍କୁ ମୋଟର ଚାଳିତ ଡଙ୍ଗା,…

୧୮ଟି ଗେଟ୍‍ ଦେଇ ନିଷ୍କାସନ ହେଉଛି…

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅତ୍ୟଧିକ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ହୀରାକୁଦ ଡ଼୍ୟାମର ୧୮ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରେ ୧୨ଟି ଓ ଡ଼ାହାଣ ପାର୍ଶ୍ବରେ ୬ଟି ଗେଟ୍‍ ଦେଇ ଜଳ ନିଷ୍କାସନ ଜାରୀ ରହିଛି। ପ୍ରତି ସେକେଣ୍ଡରେ ଡ୍ୟାମ୍‍ ମଧ୍ୟକୁ ୨ ଲକ୍ଷ ୮୯ ହଜାର…

ହୀରାକୁଦ: ଖୋଲିଲା ଆଉ ଏକ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଆଜି ଆଉ ଏକ ଗେଟ୍‌ ଖୋଲା ଯାଇଛି। ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ…

ହୀରକୁଦରେ ହୀରା ଖଣି

ଭୁବନେଶ୍ବର: ହୁଏତ ଏ ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର ତଳେ ଯେ ହୀରାଖଣିଟିଏ ଥାଇପାରେ ବା ଥିଲା, ଏ ଭଳି ପ୍ରସଙ୍ଗକୁ ସହଜରେ କେହି ଗ୍ରହଣ କରି ନ ପାରନ୍ତି। କିନ୍ତୁ କଥାଟା ସତ। ହୀରାକୁଦର ନାମ ବି ଏମିତି କିଛି ସୂଚନା ଦେଉଛି। ପ୍ରାଚୀନ ରୋମୀୟ…