Odisha Link
Bridging the Missing Links in Odisha
Browsing Tag

Hirakuda Dam

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୪୪ଟି ଗେଟ

ଭୁବନେଶ୍ୱର : ଉପରମୁଣ୍ଡ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ଜଳସ୍ତର ବଢିଚାଲିଛି। ମହାନଦୀରେ ବନ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପରିମାଣର ବର୍ଷା ଜଳ ପ୍ରବେଶ କରୁଥିବାରୁ ଆଉ ୪ଟି ଗେଟ ଖୋଲି ଦିଆଯାଇଛି। ଏବେ ୧୬ଟି ଗେଟରେ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ତଳ ମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି। ଫଳରେ ତଳମୁଣ୍ଡରେ ମହାନଦୀ ଫୁଲିବା ନେଇ ଆଶଙ୍କା…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି…

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ବନ୍ଦ କରି ଦିଆ ଯାଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍‌କୁ ବନ୍ଦ ରଖାଯାଇଛି। ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩…

ହୀରକୁଦ ଜଳଭଣ୍ଡାରର ବନ୍ଦ ହେଲା ଆଉ ୫ଟି…

ସମ୍ୱଲପୁର : ହୀରାକୁଦ ଡ୍ୟାମ୍ ର ଜଳସ୍ତର ଶନିବାର ୬୨୦ ଫୁଟ ରହିଛି। ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେଣୁ ଶନିବାର ଡ୍ୟାମ କର୍ତ୍ତୃପକ୍ଷ ଜଳ ଭଣ୍ଡାରର ଖୋଲା ରହିଥିବା ୧୦ଟି ଗେଟ୍ ମଧ୍ୟରୁ ୫ଟି ଗେଟକୁ ବନ୍ଦ କରିଦେଇଛନ୍ତି। ଫଳରେ ଏବେ ୫ଟି ଗେଟ୍ ଦେଇ ବନ୍ୟା ଜଳ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ୧୦ଟି ଗେଟ୍ ବନ୍ଦ କରାଯାଇଛି। ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି। ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍କୁ ବନ୍ଦ କରାଯାଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା…

ବଢ଼ିବାରେ ଲାଗିଛି ହୀରାକୁଦର ଜଳସ୍ତର

ସମ୍ବଲପୁର : ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଆମନ୍ତ୍ରଣ କଲାଣି। ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇ ୬୧୭.୦୬ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ…