Odisha Link
Bridging the Missing Links in Odisha
Browsing Tag

Hospital

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ…

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି। ସୋନିଆ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସାର୍‌ ଗଂଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗରୁ ଅନେକ ଥର ସୋନିଆଙ୍କୁ ଶ୍ବାସରୋଗ ଯୋଗୁଁ ମେଡିକାଲରେ ଭର୍ତି କରାଯାଇଛି। ସୋନିଆଙ୍କ ସ୍ବାସ୍ଥ୍ୟ ଅବସ୍ଥା…

ଦିଲ୍ଲୀର ୨ଟି ସ୍ଥାନରେ ଭୟାବହ…

ନୂଆଦିଲ୍ଲୀ : ଦିଲ୍ଲୀ ପତପରଗଞ୍ଜରେ ଏକ ପେପର ଗୋଦାମରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍‌ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି। ହସ୍‌ପିଟାଲର କ୍ଷୟକ୍ଷତି…

ସଫେଇ କର୍ମଚାରୀ ଦେଲେ ଇଞ୍ଜେକସନ୍

ଢ଼େଙ୍କାନାଳ: ମେଡିକାଲରେ ଷ୍ଟାଫ୍ ଅଭାବରୁ ଶେଷରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ହସ୍ପିଟାଲର ସଫେଇ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ହସ୍ପିଟାଲରେ ଥିବା ଜଣେ ମହିଳା ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକସନ୍ ଦେଉଥିବାର ଘଟଣା ଏବେ ଚର୍ଚ୍ଚାରେ ଆସିଛି।…

ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉଦ୍ଧବ

ମୁମ୍ୱାଇ: ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ସାକ୍ଷାତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ ମୁମ୍ୱାଇ ସ୍ଥିତ ବ୍ରିଚ କାଣ୍ଡେ ହସ୍ପିଟାଲ ପହଞ୍ଚି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନଭେମ୍ୱର ୧୧ରୁ ଲତା ମଙ୍ଗେସକର (୯୦) ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।…

ଏସ୍‌ସିବି ମେଡିକାଲ୍‌ରେ ଆରମ୍ଭ ହେବ…

କଟକ: ଏସ୍‌ସିବି ମେଡିକାଲ୍‌ରେ ସାର୍ବଜନୀନ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି। ୪ ପର୍ଯ୍ୟାୟରେ ୪ ଜଣ ଅଧିକାରୀ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବେ। ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ କାର୍ଯ୍ୟ ଦିବସର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା…

ଡାକ୍ତରଖାନାରେ ମୃତ ମହିଳାଙ୍କୁ…

ଉଦଳା: ଆଧୁନିକ ଯୁଗରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ମଣିଷ ସମାଜ। ଏପରି ଏକ ଘଟଣା ଦେଖିବାକୁ ମଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଡାକ୍ତରଖାନାରେ ଦେଖିବାକୁ ମିଳିଛି ଝଡ଼ାଫୁଙ୍କା ଘଟଣାର ଚିତ୍ର। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର…

ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ଅବହେଳା…

ବାରଙ୍ଗ: ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ପଟିଆ ଛକଠାରେ ଥିବା ବୈଦ୍ୟନାଥ ମେମୋରିଆଲ ହସପିଟାଲରେ କାର୍ଯ୍ୟରତ ଡ଼ାକ୍ତରାଣୀ କାତ୍ୟାୟନୀ ପଣ୍ଡାଙ୍କ ନାମରେ ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତ ଗ୍ରାମର ସୁନୀଲ ପ୍ରାଧାନ ତାଙ୍କ ସ୍ତ୍ରୀଙ୍କର ଗର୍ଭପାତରେ ଅବହେଳା କରିଥିବା ଏବଂ ପଚାରିବାରୁ ଡ଼ାକ୍ତରାଣୀ ଏବଂ…