Odisha Link
Bridging the Missing Links in Odisha
Browsing Tag

Hospital

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର…

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ହଠାତ୍ ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲ ପକ୍ଷରୁ…

ସୁସ୍ଥ ହୋଇ ଘରକୁ ଫେରିଲେ ରେମୋ

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡର କୋରିଓଗ୍ରାଫର ରେମୋ ଡିସୁଜା। ସେ ହୃଦଘାତର ଶିକାର ହୋଇ କୋକିଲାବେନ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ସେ ସୁସ୍ଥ ଅଛନ୍ତି ବୋଲି ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି । ସୋଶାଲ ମିଡିଆରେ ରେମୋ ଏକ ସ୍ଲୋ ମୋଶନ ଭିଡିଓ ଶେଆର…

ଡାକ୍ତରଖାନାରେ ଯୁବତୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଡାକ୍ତରଖାନା ଆଇସିୟୁରେ ଯୁବତୀଙ୍କୁ ଦୁଷ୍କର୍ମ। ଏଭଳି ଏକ ଅଭାବନୀୟ ନୃଶଂସ ଘଟଣା ଘଟିଛି ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୧ ବର୍ଷୀୟା ଯୁବତୀଙ୍କ ସହ ଆଇସିୟୁରେ ଦୁଷ୍କର୍ମ ହୋଇଛି। ଯୁବତୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଆଇସିୟୁରେ…

ହସ୍ପିଟାଲ୍‌ରେ ଅନୁପ ସାଏ

ଝାରସୁଗୁଡ଼ା: ହସ୍ପିଟାଲ୍‌ରେ ଅନୁପ ସାଏ। କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ଦେଇଛି। ଜାମିନ ମିଳିବା ପରେ ଅନୁପ ସାଏ ଏବେ ବିଳାସପୁରର ଏକ ଘରୋଇ…

ସବୁ ହସ୍ପିଟାଲରେ ସ୍ଥାପନ ହେବ କୋଭିଡ୍…

ଭୁବନେଶ୍ୱର : ଏଣିକି ରାଜ୍ୟର ସମସ୍ତ ସରକାରୀ ଏବଂ ବେସକାରୀ ହସ୍ପିଟାଲରେ ପ୍ରତିଷ୍ଠା ହେବ କୋଭିଡ ହେଲ୍ପ ଡେସ୍କ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ହସ୍ପିଟାଲରେ ଏହି ହେଲ୍ପଲାଇନ୍ ୨୪ ଘଣ୍ଟା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ…

ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ,…

ହାଇଦ୍ରାବାଦ: ଆମ୍ବୁଲାନ୍ସ ବଦଳରେ ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ଦୋଡ଼ାଭରମ୍ ଗାଁରୁ। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଡ଼ଙ୍ଗା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲକୁ ନିଆଯାଇଛି। କରୋନା ସଂକ୍ରମିତଙ୍କୁ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ…

ମନମୋହନ ସିଂହ ଅସୁସ୍ଥ, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଆଜି ରାତିରେ ଦିଲ୍ଲୀ ସ୍ଥିତ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଆଜି ରାତି ୮ଟା ୪୫ରେ ହୃଦରୋଗ ବିଭାଗରେ ଚିକିତ୍ସା ପାଇଁ ରଖାଯାଇଛି। ୮୭ ବର୍ଷିୟ…

କରୋନାକୁ ହରାଇଲେ ବ୍ରିଟେନ…

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ନିକଟରେ ଗୁରୁତର ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ଭଲ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ତେବେ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତର ମାନେ ବାରଣ କରିଛନ୍ତି। କିଛି ସପ୍ତାହ ତଳେ ଜନସନ୍ କରୋନା ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ଭର୍ତ୍ତି…

କିମ୍ସ କରୋନା ହସ୍ପିଟାଲ ବୁଲିଲେ ୩ ସଚିବ

ଭୁବନେଶ୍ବର: ଓଡ଼ିଶା ସରକାଙ୍କ ପକ୍ଷରୁ କିମ୍ସ ହସ୍ପିଟାଲରେ ପ୍ରସ୍ତୁତ ହେଉଥିବା ସ୍ବତନ୍ତ୍ର କରୋନା ହ୍ପିଟାଲ ବୁଲି ଦେଖିଛନ୍ତି ତିନି ସଚିବ। କିମ୍ସରେ ପ୍ରସ୍ତୁତି ପଥେ ୫୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲକୁ ଆଜି ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭିକେ ପାଣ୍ଡିଆନ ଓ ସ୍ବାସ୍ଥ୍ୟ ସଚିବ…

ଓଡ଼ିଶା ପ୍ରତିଷ୍ଠା କରିବ ଦେଶର ସବୁଠୁ ବଡ଼…

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ କୋଭିଡ୍-୧୯ ଚିକିତ୍ସାଳୟ। ସମୁଦାୟ ୧୦୦୦ ଶଯ୍ୟାବିଶିଷ୍ଟ ଦୁଇଟି ହସ୍ପିଟାଲରେ କରୋନାପୀଡ଼ିତଙ୍କ ଚିକିତ୍ସା ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏ ନେଇ ଆଜି ସରକାର ଦୁଇ ଘରୋଇ ହସ୍ପିଟାଲ କିମ୍‌ସ ଓ ସମ୍‌ ସହ ତ୍ରିପାକ୍ଷିତ ଚୁକ୍ତି…