Odisha Link
Bridging the Missing Links in Odisha

କିମ୍ସ କରୋନା ହସ୍ପିଟାଲ ବୁଲିଲେ ୩ ସଚିବ

ଭୁବନେଶ୍ବର: ଓଡ଼ିଶା ସରକାଙ୍କ ପକ୍ଷରୁ କିମ୍ସ ହସ୍ପିଟାଲରେ ପ୍ରସ୍ତୁତ ହେଉଥିବା ସ୍ବତନ୍ତ୍ର କରୋନା ହ୍ପିଟାଲ ବୁଲି ଦେଖିଛନ୍ତି ତିନି ସଚିବ।

କିମ୍ସରେ ପ୍ରସ୍ତୁତି ପଥେ ୫୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲକୁ ଆଜି ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭିକେ ପାଣ୍ଡିଆନ ଓ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ଡିଏମ୍‌ଇଟି ସିବିକେ ମହାନ୍ତି, କିମ୍ସର ଡାକ୍ତର ବିପି ପାଣିଗ୍ରାହୀ ଓ ଡାକ୍ତର ସୁବ୍ରତ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।

Comments are closed.