Odisha Link
Bridging the Missing Links in Odisha
Browsing Tag

Hotel

ହୋଟେଲରେ ଅଗ୍ନିକାଣ୍ଡ : ଚାଲିଗଲା…

ଓଏଲ୍‌ ବ୍ୟୁରୋ : ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡରେ ୧୦ଜୀବନ ଚାଲିଯାଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଘଟଣାଟି କାମ୍ବୋଡିଆର ଏକ ହୋଟେଲ କାସିନୋରେ ହୋଇଥିବାବେଳେ ୧୦ଜଣ ମୃତ ସହ ୩୦ଜଣ ଆହତ। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

କରୋନା କଟକଣା ମଧ୍ୟରେ ଖୋଲିଲା…

ଭୁବନେଶ୍ୱର: ଅନ୍‌ଲକ୍‌ ୪ ରେ ରାଜ୍ୟରେ କିଛି କରୋନା ନିୟମରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ରେଷ୍ଟୁରାଣ୍ଟ ଓ ବାର୍‌ ଖୋଲିଛି। ଏଣିକି ରାଜ୍ୟରେ ହୋଟେଲ, ବାର ଓ ରେଷ୍ଟୁରାଣ୍ଟରେ ଗ୍ରାହକ ମାନେ ବସି ଖାଇ ପାରିବେ। ଗତକାଲି ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି…

ହୋଟେଲ୍ ଶିଳ୍ପ କ୍ଷେତ୍ରରେ ପ୍ରଭୁତ…

ଭୁବନେଶ୍ୱର: ହୋଟେଲ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃହତ ଗବେଷଣାର ପ୍ରଭୁତ ସୁଯୋଗ ରହିଥିବା ବେଳେ ତାହା ସମ୍ଭବ ହୋଇନାହିଁ। ମାତ୍ର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ କ୍ଷେତ୍ରରେ ଯୋଜନା ଏବଂ କ୍ଷତି ପରିଚାଳନା ଜରୁରୀ ବୋଲି ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ ଏବଂ…

ଗୁଜୁରାଟ କଂଗ୍ରେସରେ ମହାନାଟକ, ୬୫…

ନୂଆଦିଲ୍ଲୀ: ସାରା ଦେଶ ମହାମାରୀ କରୋନା ସଙ୍କଟ ମଧ୍ୟରେ ଗତି କରୁଥିବା ସମୟରେ ଜୁନ୍‌ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। ଯାହାକୁ ନେଇ ପୁଣିଥରେ ରାଜନୀତିରେ ଅଦଳବଦଳ ନୀତି ଆପଣେଇଛନ୍ତି ନେତା। ସେହିପରି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ଦେଖିବାକୁ ମିଳୁଛି ମହାନାଟକ। ଗୁଜୁରାଟ କଂଗ୍ରେସ…

ହିଟଲର୍‌ଙ୍କ ଏହି ଦୁର୍ଗ ପାଲଟିବ ବିଳାସ…

ଏକଦା ଏହି ବିଶାଳ ବଙ୍କରଟି ଶତ୍ରୁ ଦାଉରୁ ରକ୍ଷା ପାଇବା ପାଇଁ ନାଜିମାନଙ୍କ ଦ୍ବାରା ବ୍ୟବହୃତ ହେଉଥିଲା। ଆଉ ଏବେ ସେହି ସୌଧକୁ ଏକ ୧୩୬ କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରାଯାଉଛି। ହାମବର୍ଗ ସହରର ସେଣ୍ଟ ପାଉଲି ଠାରେ ଅବସ୍ଥିତ ଏହି ବଙ୍କରର ମୂଳନାମ ଥିଲା ଫ୍ଲାକ୍‌ ଟାଓ୍ବାର -୫।…

ଉତ୍ତର ପ୍ରଦେଶରେ ମିଳିବ ଅଧା ଗ୍ଲାସ୍‌…

ଉତ୍ତର ପ୍ରଦେଶ: ଏଣିକି ଉତ୍ତର ପ୍ରଦେଶରେ ମିଳିବ ଅଧା ଗ୍ଲାସ୍‌ ପାଣି। ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭାରେ ବିଧାୟକଙ୍କୁ ଅଧା ଗ୍ଲାସ ପାଣି ଦିଆଯିବାର ନିର୍ଦେଶ ଦିଆଯାଇଥିଲା। ଏ​‌ବେ ହୋଟେଲ ଗୁଡିକରେ ମଧ୍ୟ ଅଧା ଗ୍ଲାସ ପାଣି ମିଳିବ ବୋଲି ପ୍ରକାଶ ପାଇଛି। ପାଣିର ସଞ୍ଚୟ ପାଇଁ ହୋଟେଲ ଆସୋସିଏସନ୍ ଏଭଳି…