Odisha Link
Bridging the Missing Links in Odisha
Browsing Tag

House

ପୁରୀ: ସେବାୟତଙ୍କୁ ମିଳିବ ଘର, ନିର୍ମାଣ…

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ଘର ମିଳିବ। ୮ ଏକର ଜମିରେ ନିର୍ମାଣ ହେବ ସେବାୟତଙ୍କ ଘର।ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କେବଳ ସେତିକି ନୁହେଁ ଘର ନିର୍ମାଣ କରିବା ପାଇଁ ପ୍ରତି…

ବିଗ୍‌ ବି’ଙ୍କ ବଙ୍ଗଳା ଭାଙ୍ଗିବ…

ମୁମ୍ବାଇ: ବଲିଉଡ ଜଗତର ମେଗା ଷ୍ଟାର ଓ ସୁପର ଷ୍ଟାର ଅଭିତାଭ ବଚ୍ଚନଙ୍କ ପାଇଁ ଅଡ଼ୁଆ। ବିଗ୍‌ ବିଙ୍କ ବଙ୍ଗଳା 'ପ୍ରତୀକ୍ଷା'କୁ ଭାଙ୍ଗିବ ବଏମ୍‌ସି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ୨୦୧୭ରେ ଅମିତାଭଙ୍କୁ ନୋଟିସ୍‌ ଜାରି କରିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏବେ ବଙ୍ଗଳାର କିଛି…

ମାଲିକ ଘର ସାମ୍ନାରୁ ଡବଲ୍ ଡେକର୍ ବସ୍…

ନୋଏଡା : ଘର ସାମ୍ନାରୁ ଡବଲ ଡେକର ବସ୍ ଚୋରି କରି ନେଇଛନ୍ତି ଲୁଟେରା। ଏହା ଏବେ ପୁଲିସର ନିଦ ହଜେଇ ଦେଇଛି। ବସଟି ଦୁଇ ମାସ ପୂର୍ବରୁ ଚୋରି ହୋଇଥିଲେ ମଧ୍ୟ ପୁଲିସ ଏବେ ସୁଦ୍ଧା ମାମଲା ରୁଜ୍ଜୁ କରିନଥିଲା। କିଛି ଦିନ ପୂର୍ବରୁ ସ୍ଥାନୀୟ ଅଦାଲତଙ୍କ ଆଦେଶ ପରେ ବିସରଖ ଥାନାରେ ବସ ଚୋରି ମାମଲା ରୁଜ୍ଜୁ…

ନିର୍ମଳା ସୀତାରମଣ: ସହରୀ ଗରିବ ପାଇବେ…

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବଙ୍କ ପାଇଁ ତିଆରି ହବ ପକ୍କା ଘର। ମୋଟ ୧୨ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମନିର୍ଭର ଭାରତ ୩.୦ ସମ୍ପର୍କରେ ଘୋଷଣାବେଳେ ଅର୍ଥମନ୍ତ୍ରୀ ଏଭଳି ଖୁସି ଖବର…

ବନ୍ଦ ଘରୁ ୫ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବନ୍ଦ ଘରୁ ଉଦ୍ଧାର ହେଲା ୫ ମୃତଦେହ। ନୂଆଦିଲ୍ଲୀ ଭଜନପୁରା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା। ଏକ ଘର ଭିତରୁ ପୋଲିସ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀ ଭଜନପୁର…

ଅରୁଣ ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମୋଦୀ ଜେଟଲୀଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି। ଜେଟଲୀଙ୍କ ନିଧନ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ…