କ୍ରିକେଟ ବିଶ୍ବକପ୍: ୨ ଏସୀୟ ରାଷ୍ଟ୍ର…
ବର୍ମିଂହାମ: ଆଉ ଅଳ୍ପ ସମୟ ପରେ କ୍ରିକେଟ ମହାକୁମ୍ଭରେ ସାମ୍ନାସାମି ହେବ ୨ ଏସୀୟ ରାଷ୍ଟ୍ର ଭାରତ ଏବଂ ବାଲାଂଦେଶ। କ୍ରକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଆଜି ପଡ଼ିଆକୁ ଓହ୍ଲାଇବେ ଟିମ୍ ଇଣ୍ଡିଆ ଏବଂ ବାଲାଂଦେଶ। ଏହି ମ୍ୟାଚଟି ଏଜବାଷ୍ଟନରେ ଅପରାହ୍ନ ୩ଟାରେ ଖେଳାଯିବ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟ ବରଣ…