Odisha Link
Bridging the Missing Links in Odisha
Browsing Tag

Inauguration

ନୂଆ ସଂସଦ ଭବନ ଉଦ୍‌ଘାଟନ ଆଜି

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର ଲୋକାର୍ପଣ ହେବ। ଲୋକାର୍ପଣ ହେବ ସଂସଦର ନୂଆ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସଂସଦର ନୂଆ ଭବନ ଉଦଘାଟନ ହେବ। ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ତାମିଲନାଡ଼ୁର ଅଧୀନମ ମଠ ମହନ୍ତ…

ଆଜି ହିଞ୍ଜିଳିରେ ବହୁ ପ୍ରକଳ୍ପର ଉଦଘାଟନ…

ଗଞ୍ଜାମ: ଆଜି ହିଞ୍ଜିଳିରେ ବହୁ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ସନ୍ଧ୍ୟା ୫ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର…

ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଟ୍ ଠାରେ ବାଣିଜ୍ୟିକ ହାଇଡ୍ରୋଜେନ୍ ସିଏନଜି (ଏଚସିଏନଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଯାତାୟତ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ…

ଉନ୍ମୋଚିତ ହେଲା ସ୍ୱପ୍ନା ଟିଭିର ଲୋଗୋ

ଭୁବନେଶ୍ୱର: ଖୋଲା ଆଖିରେ ସ୍ୱପ୍ନ ଦେଖ। ଏଥିସହ ସ୍ୱପ୍ନ ସାକାର କରିବା ପାଇଁ ନିରନ୍ତର ଉଦ୍ୟମ କର। ସାଧନା ଓ ସଂକଳ୍ପ ଫଳରେ ସ୍ୱପ୍ନ ନିଶ୍ଚିତ ସାକାର ହେବ। ଧୀରପାଣି ପଥର କାଟିବା ଭଳି ନିରବଚ୍ଛିନ୍ନ ଚେଷ୍ଟା କେବେ ବ୍ୟର୍ଥ ଯିବନି। ଗଣମାଧ୍ୟମ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିବାକୁ ଯାଉଥିବା ସ୍ୱପ୍ନା…

ଆଜି କୋରାପୁଟରେ ଶୁଭାରମ୍ଭ ହେବ…

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ। ଆଜି କୋରାପୁଟ ଜିଲ୍ଲାରେ ଶୁଭାରମ୍ଭ ହେବ ପ୍ଲାଜମା ବ୍ୟାଙ୍କ। ଆଜି ସଂଧ୍ୟା ୫ଟାରେ ଭିଡିଓ କନଫେରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ। କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶୁଭାରମ୍ଭ ହେବ।…

ଭାରତ ଗସ୍ତରେ ଆସି, ବିଶ୍ବର ସବୁଠୁ ବଡ଼…

ଅହମଦାବାଦ: ଫେବୃୟାରୀ ୨୩ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍। ଭାରତ ଗସ୍ତରେ ଆସି ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ର ଉଦଘାଟନ କରିବେ ଟ୍ରମ୍ପ୍। ଅହମଦାବାଦର ସରର୍ଦ୍ଦାର ବଳ୍ଲଭ ଭାଇ ପଟେଲ୍ ମୋଟେରା ଷ୍ଟାଡିୟମକୁ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍…

ଭବାନୀପାଟଣାରେ ଉଦଘାଟିତ ହେଲା…

କଳାହାଣ୍ଡି: ଭବାନୀପାଟଣା ପୌର ପରିଷଦ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଉଦଘାଟିତ ହେଲା ୫୦ ଶଯ୍ୟା ବିଶିଷ୍ଟ ଆଶ୍ରୟସ୍ଥଳୀ। ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦ୍‌ଦ୍ଘାନ କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ମନ୍ତ୍ରୀ…

ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର…

ଭୁବନେଶ୍ବର: ଆଜି ଠାରୁ ୫ ଦିନ ବ୍ୟାପି ଉତ୍କଳ ବିଶ୍ବବିଦ୍ୟାଳୟ ପାଳିବ ଏହାର ପ୍ଲାଟିନମ୍ ଜୁବୁଲି । ଆଜି ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ…