Odisha Link
Bridging the Missing Links in Odisha
Browsing Tag

IND VS WI

ଭାରତ-ଓ୍ବେଷ୍ଟଇଣ୍ଡିଜ୍: ପ୍ରଥମ…

ହାଇଦ୍ରାବାଦ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜି ହାଇଦ୍ରବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଏହି ଶୃଙ୍ଖଳା…

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ…

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଓ ଟି-୨୦ ସରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ମାସରେ ଏହି ସିରିଜ୍‌ ଖେଳାଯିବ। ଆଜି ଘୋଷିତ ହୋଇଥିବା ଦଳରେ ସ୍ଥାନ ପାଇ ନାହାନ୍ତି ମହେନ୍ଦ୍ର ସିଂହ ଧୋନି। ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ସମୟରେ ଖେଳି ପାରିବେ…

ବାରବାଟୀ ଦିନିକିଆ: କ୍ରିକେଟ ପ୍ରେମୀଙ୍କୁ…

ଭୁବନେଶ୍ବର: ବହୁ ଦିନର ବ୍ୟବଧାନରେ ପୁଣି କଟକରେ ଦେଖିବାକୁ ମିଳିବ କ୍ରିକେଟ ଫିଭର। ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌। ଏଥିପାଇ ଚାଲିଛି ଜୋରଦାର ପ୍ରସ୍ତୁତି। ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବା ବେଳେ ଏହାକୁ…

IND vs WI: ଈଶାନ୍ତକୁ ୫ ଓ୍ବିକେଟ,…

ଆଣ୍ଟିଗୁଆ: ଟିମ୍‌ ଇଣ୍ଡିଆ ୨୯୭ରନରେ ଅଲଆଉଟ ହେବା ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ। ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ ୧୮୯ ରନରେ ୮ଟି ଓ୍ବିକେଟ ହରାଇଛି। ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଶାଣିତ…

ଦ୍ୱନ୍ଦ୍ୱରେ କୋହଲି: କିଏ ହେବ ଇନ୍‌ କିଏ…

ଆଣ୍ଟିଗୁଆ: ଆସନ୍ତାକାଲି(ଗୁରୁବାର) ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏଥିସହିତ ଟିମ୍‌ ଇଣ୍ଡିଆ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ମଧ୍ୟ ଆରମ୍ଭ କରିବ। ବିଶ୍ୱ ଟେଷ୍ଟ ଚାମ୍ପିନଶିପର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ କେଉଁ ଖେଳାଳି ନେଇ ଖେଳିବ ସେ ନେଇ ଏବେ…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ…

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜକୁ ଉଭୟ ଟି-୨୦ ଏବଂ ଦିନିକିଆ ସିରିଜରେ ମାତ୍‌ ଦେବା ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଟେଷ୍ଟ ସିରିଜ ଉପରେ। ଏଥି ସହିତ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଣ୍ଡିଜ ବିପକ୍ଷରେ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ଆରମ୍ଭ କରିବ। ଟିମ୍‌ ଇଣ୍ଡିଆ ବିଜୟ ଅଭିଯାନରୁ ଆରମ୍ଭ କରିବା ପାଇଁ…

ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ…

ପୋର୍ଟ ଅଫ୍ ସ୍ପେନ୍: ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ। ସିରିଜରେ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ସିରିଜର ପ୍ରଥମ ଦିନିକିଆ ବର୍ଷାରେ ବାତିଲ ହେବା ପରେ ୨ୟ ଦିନିକିଆରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିଲା। ଟିମ୍‌ ଇଣ୍ଡିଆ ସିରିଜ ବିଜୟ ଲକ୍ଷ୍ୟ ନେଇ ଆଜି ମଇଦାନକୁ ଓହ୍ଲାଇବ।…

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିିନିକିଆ…

ଗୁୟାନା: କ୍ରିକେଟ ବିଶ୍ବକପ ସେମିଫାଇନାଲରେ ପରାସ୍ତ ହେଲା ପରେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ। ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଟିମ୍‌ ଇଣ୍ଡିଆ ୩-୦ରେ ପୋଛି ନେଇଥିଲା ସିରିଜ୍। ଏବେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟରୁ ଆରମ୍ଭ କରିବା ଲକ୍ଷ୍ୟରେ ବିରାଟ…

କ୍ରିକେଟ ବିଶ୍ବକପ୍: ପୁଣି ଚମକିଲା ଟିମ୍‌…

ମାଞ୍ଝେଷ୍ଟର: କ୍ରିକେଟ ବିଶ୍ବକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆ ଏକମାତ୍ର ଦଳ ଭାବେ ବିଶ୍ବକପରେ ବିଜୟ ଅଭିଯାନ ଜାରି ରଖିଛି। ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି କ୍ରିକେଟ ମହାକୁମ୍ଭର ସେମିଫାଇନାଲ ଦ୍ବାର ଦଶରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ସେପଟେ ଓ୍ବେଷ୍ଟଇଣ୍ଡିଜର ବିଶ୍ବକପ୍‌ ସ୍ବପ୍ନ ଧୂଳିସାତ ହୋଇଯାଇଛି।…

କ୍ରିକେଟ ବିଶ୍ବକପ୍: ଓ୍ବେଷ୍ଟଇଣ୍ଡିଜକୁ…

ମ୍ୟାଞ୍ଚେଷ୍ଟର୍: ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ପୁଣି ପଦାରେ ପଡ଼ିଲା। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଭଳି ଆଜିର ମ୍ୟାଚରେ ମଧ୍ୟ ଟିମ୍‌ ଇଣ୍ଡିଆ ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ ସଂଘର୍ଷ କରିବାର ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ୭୨ରନ୍‌ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ…