Odisha Link
Bridging the Missing Links in Odisha
Browsing Tag

IND VS WI

୧୩ବର୍ଷ ହେବ ଜିତିନି ୱେଷ୍ଟଇଣ୍ଡିଜ୍‌

କଟକ: ଆଜି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ମ୍ୟାଚ୍। ଏଥିସହିତ ସିରିଜ ୧- ୧ରେ ଥିବାରୁ ଉଭୟ ଦଳ ଟାଇଟଲ ହାତେଇବା ପାଇଁ ଆଜି ଅନ୍ତିମ ମ୍ୟାଚ ଖେଳିବେ। ଫଳରେ କ୍ରିକେଟ ପ୍ରେମୀ ଆଜି କଟକରେ ସୁପର ସଣ୍ଡେ ମୁକାବିଲା ଦେଖିବେ। ମ୍ୟାଚ ଆକଳନ ତୁଳନା ଅନୁସାରେ…

ବାରବାଟୀ ଦିନିକିଆ: କେତେବେଳେ ଆରମ୍ଭ ହେବ…

ଭୁବନେଶ୍ୱର: ଆଜି କଟକ ବାରବାଟୀରେ ସିରିଜ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇବେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ଦଳ। ଫଳରେ ବାରବାଟୀରେ ଖେଳପ୍ରେମୀ ଦେଖିବାକୁ ପାଇବେ ହାଇଭୋଲଟେଜ ମ୍ୟାଚ୍। ଏଥିସହିତ ବହୁଦିନର ବ୍ୟବଧାନ ପରେ ଓଡ଼ିଶାରେ କ୍ରିକେଟ ମ୍ୟାଚ ହେଉଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା…

ବାରବାଟୀ ମ୍ୟାଚ୍‌ ପାଇଁ ‘ମୋ ବସ୍‌’ର…

ଭୁବନେଶ୍ବର : କାଲି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଆଖିରେ ରଖି କ୍ରିକେଟ୍‌ ପ୍ରେମୀମାନଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ ଆୟୋଜନ କରାଯାଉଛି ସ୍ବତନ୍ତ୍ର ମୋ’ ବସ୍‌ ସେବା। ଏହି ମୋ’ ବସ୍‌ ସେବା…

ବାରବାଟୀ ଦିନିକିଆ: କେଉଁଠି କରିବେ ଗାଡ଼ି…

କଟକ: ଡିସେମ୍ବର ୨୨ରେ ଅର୍ଥାତ ଆସନ୍ତା ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍। ଏନେଇ କମିଶନରେଟ ପୁଲିସ୍‌ ପକ୍ଷରୁ କରାଯାଇଛି ପାର୍କଂ ବ୍ୟବସ୍ଥା। କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ…

ବାରବାଟୀ ଦିନିକିଆ ଖେଳିବେନି ଦୀପକ ଚହର,…

ଭୁବନେଶ୍ବର: ଭାରତ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳଯାଉଥିବା ଦିନିକିଆ ସିରିଜର ଶେଷ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ସେଥିପାଇଁ ଉଭୟ ଟିମ୍‌ ଆଜି ଭୁବନେଶ୍ବରସ୍ଥିତ ମେଫେୟାର ହୋଟଲେରେ ପହଞ୍ଚିସାରିଛନ୍ତି। ହେଲେ ଟିିମ୍‌ ଇଣ୍ଡିଆକୁ ଲାଗିଛି ଝଟକା। ଦଳର ଦ୍ରୁତ ବୋଲର ଦୀପକ ଚହର ଶେଷ ଦିନିକିଆରୁ…

ଦ୍ବିତୀୟ ଦିନିକିଆ: ଭାରତର ଦମଦାର…

ବିଶାଖାପଟନମ: ଭାରତ ଦିନିକିଆ ସିରିଜର କର ବା ମର ମ୍ୟାଚ ଅର୍ଥାତ୍ ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ଦିନିକିଆରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ଦଳର ଦୁଇ ଅପନର ରୋହିତ ଶର୍ମା…

ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ,…

ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ। ଟିମ୍‌ ଇଣ୍ଡିଆର ୨୪୧ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବିିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଓ୍ବେଷ୍ଟଇଣ୍ଡିଜ ଦଳ।

 ଚମକିଲେ ରୋହିତ-ରାହୁଲ ଯୋଡି,…

ମୁମ୍ବାଇ: ଛକା ଚୌକାର ବର୍ଷା ଜମିଲା ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ। ଟିମ୍‌ ଇଣ୍ଡିଆର ରନ୍‌ ବର୍ଷାରେ ଧରାଶାୟ ଓ୍ବେଷ୍ଟଇଣ୍ଡିଜ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ…

ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଭାରତ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ହେଉଥିବା ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ ରେ ଖେଳାଯାଉଛି। ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର…

ବାରବାଟୀ ଦିନିକିଆ ଟିକଟ: ଖୋଲିବ ୧୨ଟି…

ଭୁବନେଶ୍ବର: ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ। ଏଥିପାଇଁ ପୁରା ପ୍ରସ୍ତୁତ ଓସିଏ। ଏଥିନେଇ ଆଜି ଓସିଏ ପକ୍ଷରୁ ବାରବାଟୀ ଦିନିକିଆକୁ ନେଇ ଏକ ପ୍ରେସ୍‌ ମିଟ୍‌ ଆୟୋଜନ କରିଛି। ସାମ୍ବାଦିକ ସମ୍ମିଳନୀରେ ଓସିଏ ପକ୍ଷରୁ କୁହାଯାଇଛି ଯେ,…