Odisha Link
Bridging the Missing Links in Odisha
Browsing Tag

INDIAN

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା…

ଓଏଲ୍ ବ୍ୟୁରୋ: ପୁଣି ଭାରତୀୟ ବାୟୁସେନାର ବିମାନ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ଜୈସଲମେରରେ ଏହି ଦୁର୍ଘଟଣା ହୋଇଥିବାବେଳେ କୌଣସି କର୍ମଚାରୀ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ…

ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶ;…

ଓଏଲ୍‌ ବ୍ୟୁରୋ: ଏପ୍ରିଲ୍‌ ୧୯ ତାରିଖରୁ ବିଶ୍ବର ବୃହତମ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେବାକୁ ଯାଉଚି ମହାପର୍ବ। ଏହାପୂୂର୍ବରୁ ଭାରତୀୟଙ୍କ ପାଇଁ ଆସିଲା ବଡ଼ ଖବର। ଭାରତୀୟ ନାଗରିକଙ୍କୁ ଇରାନ ଓ ଇସ୍ରାଏଲ ଯାତ୍ରା ନକରିବାକୁ ନୋଟିସ ଜାରି କରିଛନ୍ତି ଭାରତ ସରକାର। ଇରାନ ଓ ଇସ୍ରାଏଲ ଯାତ୍ରାରୁ ଦୂରେଇ…

ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ…

ଓଏଲ୍‌ ବ୍ୟୁରୋ: ଟେରର ଫଣ୍ଡିଂ ଲିଙ୍କରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ। ଜମ୍ମୁ କଶ୍ମୀରର ୬ଟି ଠିକଣାରେ ରେଡ୍ କରୁଛି ଏନଆଇଏ। ପାକିସ୍ତାନରେ ବସିଥିବା ଆତଙ୍କବାଦୀ କଶ୍ମୀରରେ ଏଜେଣ୍ଟ ରଖି ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ରହିଛି। ଏମିତିକି ଆବଶ୍ୟକ ପାଣ୍ଠି…

ବିଦେଶୀ ଜେଲ୍‌ରେ ଅଛନ୍ତି ପ୍ରାୟ ୮୦୦୦…

ନୂଆଦିଲ୍ଲୀ: ଭାରତର ପ୍ରାୟ ୮୦୦୦ ଭାରତୀୟ କଏଦୀ ୮୨ଟି ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ଏହା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଂସଦକୁ ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ୪୦୫୮ଜଣ କଏଦୀ ୬ଟି ଉପସାଗରୀୟ ଦେଶ ଏବଂ ଇରାନ୍‌ରେ ଅଛନ୍ତି । କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଭାରତୀୟମାନେ ପାରମ୍ପରିକ…

କରୋନା: ଦେଶରେ ଚିହ୍ନଟ ୫୩୩୭୦; ମୋଟ…

ନୂଆଦିଲ୍ଲୀ: ଦୀର୍ଘ ୭ ମାସ ହେବ ଦେଶରେ କାରନା ସଂଖ୍ୟା ବଢ଼ୁ ଥିବା ବେଳେ ଏବେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ୫୩,୩୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬ରେ ପହଞ୍ଚିଛି। …

କରୋନାରେ ଚାଲିଗଲା ଚାକିରି ଭିକ ମାଗିଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବକୁ ଅତିବ୍ୟସ୍ତ କରିଛି। ମହାମାରୀ ସଂକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ବହୁ ଲୋକ ନିଜର ଚାକିରି ହରାଇ ବସିଛନ୍ତି। ସାଉଦି ଆରବରେ ୪୫୦ ଜଣ ଭାରତୀୟ ଶ୍ରମିକଙ୍କର ଚାକିରି ଚାଲିଯିବା ଫଳରେ ସେମାନେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥିଲେ। ଏହି…

ଗଲୱାନ‌ ସଂଘର୍ଷରେ ଚୀନ ସୈନିକଙ୍କର ମଧ୍ୟ…

ନୂଆଦିଲ୍ଲୀ : କରୋନା ପାଇଁ ସାରା ଦେଶ ଚିନ୍ତାରେ ଥିବା ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହା ଗତ ଜୁନ ମାସରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ।ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଚୀନ ଗଲୱାନରେ ହୋଇଥିବା ଏହି ସଂଘର୍ଷରେ କୌଣସି ସେନା ଯବାନଙ୍କ ମୃତ୍ୟୁ…

ପାକ୍‌ ସେନାର ଗୁଳିମାଡ଼ରେ ୩ ଭାରତୀୟ ମୃତ

ନୂଆଦିଲ୍ଲୀ: ଏଲ୍‌ଓସିରେ ୩ ଭାରତୀୟଙ୍କ ମୃତ୍ୟୁ। ଗତକାଲି ରାତିରେ ୩ ଭାରତୀୟଙ୍କୁ ହତ୍ୟା କରିଛି ପାକିସ୍ତାନୀ ସେନା। ଶୁକ୍ରବାର ରାତିରେ ପୁଞ୍ଚ ଜିଲ୍ଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍‌ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼ କରାଯିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ…

୬୪ଟି ବିମାନରେ ବିଦେଶରୁ ଆସିବେ ୧୪…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ,…

କରୋନା: ବିଦେଶରେ ୨୭୬ ଭାରତୀୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଉଛି। ଏଥିସହିତ ବିଦେଶରେ ମଧ୍ୟ ଭାରତୀୟ ନାଗରିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଦେଶରେ ୨୭୬ ଭାରତୀୟ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ସରକାର। ଇରାନରରେ ସର୍ବାଧିକ ୨୫୫…