Odisha Link
Bridging the Missing Links in Odisha
Browsing Tag

Jajpur

୨୯ରୁ ଖୋଲିବ ଯାଜପୁର ବିରଜା ମନ୍ଦିର

ଯାଜପୁର: ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ଯାଜପୁର…

ନିଆଁରେ ଜଳିଗଲା ୭ ବଖରା ଘର

ଯାଜପୁର: ନିଆଁ ଲାଗି ଜଳିଗଲା ୭ ବଖରା ଘର। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ଟି ପରିବାର ବାସହରା ହୋଇଯାଇଛନ୍ତି। ନିଆଁରେ ଜଳି ପାଉଁଶ ହୋଇଯାଇଛି ଘରର…

କାନ୍ଥରେ ଝଟକୁଛି ଓଡ଼ିଶାର କଳା ଓ…

ଯାଜପୁର: ନୂଆ ବୋହୁ ପରି ସଜେଇ ହୋଇଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର। କାନ୍ଥରେ ଅଙ୍କାଯାଇଛି ଅନେକ ସୁନ୍ଦର ଚିତ୍ର। କେଉଁଠି ମହାପୁରୁଷଙ୍କ ଛବି ତ ଆଉ କଉଁଠି ଓଡ଼ିଶାର କଳା ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟର ଗାଥା କହୁଛି କାନ୍ଥର ଚିତ୍ର। ସବୁଠାରୁ ବଡ଼ କଥା ହେଉଛି ଏହି ଚିତ୍ରକଳାରେ ସ୍ୱଚ୍ଛତା ଓ…

ରୂପ ବଦଳେଇବ ଅଶୋକଝର

ଯାଜପୁର: ନୂଆ ରୂପ ନେବ ଯାଜପୁରର ସୁକିନ୍ଦା ଅଶୋକଝର। ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ମଞ୍ଜୁର୍ ହୋଇଛି ୧କୋଟି ଟଙ୍କା। ସମସ୍ତ ଉନ୍ନତି ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏହି ପ୍ରକଳ୍ପ ଦ୍ୱାରା ଚାଷୀ ମାନଙ୍କ ପାଣି ସମସ୍ୟା ଦୂର ହେବ। ଲେମ୍ବୋ,…

ଜୁଆ ଖେଳକୁ ନେଇ ଛୁରାମାଡ଼

ବ୍ୟାସନଗର : ଝିମିଟି ଖେଳରୁ ମହା ଭାରତ। ଜୁଆ ଖେଳ ହେଲା କାଳ। ଆଜି ଅପରାହ୍‌ଣରେ ଜୁଆ ଖେଳକୁ ନେଇ ଦୁଇଜଣ ଡ୍ରାଇଭରଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ତାପରେ ଛୁରା ମାଡ଼ରେ ଜଣେ ଗୁରୁତର ଆହତ ହୋଇଛି। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାଟି ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ…

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର…

ଯାଜପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଆସବାବପତ୍ର ସହ ୧୨ ବଖରା ଘର। ଏହି ଅଭାବନୀୟ ଘଟଣାଟି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା ପଞ୍ଚାୟତ ହରିସ୍ତାଲ ଗାଁରେ ଘଟିଛି। ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତ୍ରିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା…

ଭଦ୍ରକ ଓ ଯାଜପୁରରେ ପ୍ରଚଣ୍ଡ ଶବ୍ଦ,…

ଭଦ୍ରକ: ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅଚାନକ ଶୁଭିଲା ଥିଲା ପ୍ରଚଣ୍ଡ ଶବ୍ଦ। ତେବେ ଏହା କାହାର ଶବ୍ଦ ତାହା ଜଣାପଡ଼ି ନାହିଁ । ଅପରାହ୍ନ ୩ଟା ୧୦ ମଧ୍ୟରେ ଶବ୍ଦ ଶୁଭିଥିବା ସୂଚନା ମିଳିଛି। ଭଦ୍ରକର ଭଣ୍ଡାରୀ ପୋଖରୀ ଓ ବନ୍ତ ଅଞ୍ଚଳରେ ଶୁଭି ଥିଲା ଶବ୍ଦ। ଯାଜପୁର ଟାଉନ୍, ରୋଡ୍, ଧର୍ମଶାଳା, ପାଣିକୋଇଲିରେ…

ଭିଜିଲାନ୍ସ ଜାଲରେ କିରାଣୀ

ଧର୍ମଶାଳା: ଭିଜିଲାନ୍ସ ଜାଲରେ କିରାଣୀ। ଯାଜପୁର ଜିଲ୍ଲାର ଧର୍ମଶାଳା ସବରେଜିଷ୍ଟାର ଅଫିସର କିରାଣୀଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ କରିଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ କରିଛି। କିରାଣୀ ରତ୍ନାକର ମହାନ୍ତିଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ ଜାରି ରହିଛି।…

ଫେସବୁକ୍ ପ୍ରେମ: ପୁରୀ ପ୍ରେମିକ ଠାରୁ ୫…

ପୁରୀ: ପ୍ରେମ କେଉଁଠି କେତେବଳେ ଓ କାହାକୁ ହୋଇଯାଏ ତାହା ସମସ୍ତଙ୍କୁ ଅଜଣା। ଆଉ ସେ ପ୍ରମେରେ କେବେ କିଏ ଠକାମିର ଶିକାର ହୋଇଥାଏ ତାହା ମଧ୍ୟ ଅଜଣା। ଏମିତି ଏକ ପ୍ରେମ କାହାଣୀ ଫେସବୁକରୁ ଆରମ୍ଭ ହୋଇଥିଲା। ପରେ ଠକାମିର ଶିକାର ହୋଇଥିଲେ ପ୍ରେମିକ। ଏଖବର ଆପଣଙ୍କୁ ଅବିଶ୍ବାସ ଲାଗିଲେ ବି ସତ। ଏମିତି ଏକ…

ଟ୍ରକ-କାର୍ ମୁହାଁମୁହିଁ, ଜଣେ ମୃତ

ଯାଜପୁର: ଯାଜପୁର ଜିଲାରେ ଏକ ମର୍ମନ୍ତୁକ ଦୁର୍ଘଟଣା। ଯାଜପୁର ଜିଲା ପାଣିକୋଇଲି ଥାନା ଏନଏଚ-୧୬ ମୁକୁନ୍ଦବିନ୍ଧା ନିକଟରେ ଏକ ଟ୍ରକ ସହିତ କାରର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଗୁରୁତର ହୋଇଥିବା ଦୁଇ…