Odisha Link
Bridging the Missing Links in Odisha
Browsing Tag

Kalahandi

ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଁଇରିପାଲି ଗାଁରେ ଛଅ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟବସାୟୀ ସୌରଭ ଜୈନଙ୍କ ଘରୁ ଡକାୟତି ଅଭିଯୋଗ ହୋଇଛି। ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ ହୋଇଛି। ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା…

ଟୋକନରୁ ବଞ୍ଚିତ ଚାଷୀଙ୍କ ଆମରଣ ଅନଶନ

କଳାହାଣ୍ଡି : କଳାହାଣ୍ଡି ଜିଲା କଲମପୁର ସମବାୟ ସମିତି ଅଧିନରେ ଆସୁଥିବା କେତେକ ଚାଷୀ ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ହୋଇଛନ୍ତି। ଟୋକନ ନ ମିଳିଥିବାରୁ ଚୋୀମାନେ ଆଜି ଆମରଣ ଅନଶନରେ ବସିଛନ୍ତି। ପ୍ରଶାସନର ଅବହେଳାରୁ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେମାନେ ଦାବି କରୁଛନ୍ତି। ଫଳରେ…

କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’: ୧୬ରେ…

କଳାହାଣ୍ଡି: କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଅବସରରେ ଆଗାମୀ ଜାନୁଆରି ୧୬ ତାରିଖ ଦିନ ଆୟୋଜିତ ହେବ ଜିଲ୍ଳା ସ୍ତରୀୟ କବି ସମ୍ମିଳନୀ। ଏଥିପାଇଁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ କବି ସମ୍ମିଳନୀ ଉପସମିତି ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଉପସମିତିର ଆବାହକ ସତ୍ୟନାରାୟଣ ମୁଣ୍ଡଛିନାଙ୍କ…

ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ

ଭବାନୀପାଟଣା : ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଥିବା ସ୍ବାମୀ ପତ୍ନୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ସାମ୍ନାକୁ ଆସିଛି। ଦାଦନ ସ୍ବାମୀ ଜଣେ ଚିହ୍ନା ଲୋକଙ୍କୁ ବିଶ୍ବାସ କରି ତାଙ୍କ ହାତରେ ପତ୍ନୀଙ୍କ ପାଖକୁ ଟଙ୍କା ଓ ଜିନିଷପତ୍ର ପଠାଇଥିଲେ। ମାତ୍ର ଏହି ଟଙ୍କା ଦେବା ବାହାନାରେ ସଂପୃକ୍ତ…

ପୁଣି ଭାରରେ ବୁହା ହେଲେ ରୋଗୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ସରକାର ଗରିବ ଲୋକଙ୍କ ପାଇଁ ନାନାଦି ଯୋଜନାମାନ କରୁଥିଲେ ମଧ୍ୟ ଏବେବି ଅବହେଳିତ ଅବସ୍ଥାରେ ରହିଛନ୍ତି ଲୋକ। ପୁଣି କଳାହାଣ୍ଡି ଜିଲ୍ଲା ରୋଗୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ନଥିବା ଯୋଗୁଁ ଗାଁକୁ…

ଜୁନାଗଡ ପୀଡିତାଙ୍କ ସାନି ବୟାନ ରେକର୍ଡ

କଳାହାଣ୍ଡି: କଳାହାଣ୍ଡି ଜାରିଙ୍ଗି ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ଜୁନାଗଡ ଥାନାରେ ପୀଡିତାଙ୍କ ସାନି ବୟାନ ରେକର୍ଡ କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ମହିଳା ପୋଲିସର ଉପସ୍ଥିତିରେ ସାନି ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ ପୀଡିତାଙ୍କୁ…

ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

କଳାହାଣ୍ଡି: ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଜାରିଙ୍ଗ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ। ଯୁବତୀ ଜଣକ ପ୍ରେମିକଙ୍କ ସହ ଜଙ୍ଗଲକୁ ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାରେ ୫ରୁ ୭ ଜଣ ଯୁବକ ସମ୍ପୃକ୍ତ ଥିବା ଜଣାପଡିଛି। ସୋସିଆଲ ମିଡ଼ିଆରେ…

ନାବାଳିକା ଉପରେ ଚଢ଼ିଗଲା କଣ୍ଟେନର

କଳାହାଣ୍ଡି : କଳାହାଣ୍ଡିରେ ବେଦାନ୍ତ କଣ୍ଟେନର ଚାପାରେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ନୁନମାଠ ନିକଟରେ ଦୁଘର୍ଟଣା ଘଟିଛି। ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ନୁନମାଠ ଅବସ୍ଥିତ। ମୃତକ ବଗାଡର ୮ବର୍ଷ ବୟସ୍କ ଲଳିତା ମାଝୀ। ମିଳିଥିବା ସୂଚନା ଅନୁସାାରେ, ନୂଆଖାଇ ପାଇଁ ନୁନମାଠ ଆସିଥିଲେ…

ଗାଁକୁ ରାସ୍ତା ନଥିବାରୁ ଖଟିଆରେ…

କଳାହାଣ୍ଡି : ରାସ୍ତା ଖରାପ ଯୋଗୁଁ ଗାଁରେ ପହଞ୍ଚି ପାରିଲା ନାହିଁ ଗାଡି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ବାଗବିଲା ଗାଁରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଯୋମନ୍ଥୀ ମାଝୀ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଯୋମନ୍ଥୀ ମାଝୀ ଗତକାଲି ଅସୁସ୍ଥ ହେବାରୁ…

ଗୁଣି ଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ…

ନବରଙ୍ଗପୁର : ଗୁଣି ଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ନିର୍ଯାତନା ଅଭିଯୋଗ ଆସିଛି । ଗରମ ଗୋବର ପାଣିରେ ୩ ଜଣଙ୍କର ହାତ ଜବରଦସ୍ତି ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ତିନି ଜଣଙ୍କର ହାତ ପୋଡ଼ି ଯାଇଛି । ନବରଙ୍ଗପୁର ଥାନା ନୂଆଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ଗୋଟିଏ ପରିବାରର ତିନି ଜଣ…