Odisha Link
Bridging the Missing Links in Odisha
Browsing Tag

Kalahandi

ଆଜି କଳାହାଣ୍ଡିରେ ରାଜ୍ୟ ସରକାରଙ୍କ ମେଗା…

କଳାହାଣ୍ଡି: ଆଜି କଳାହାଣ୍ଡିରେ ମେଗା ସୋ। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସମାବେଶରେ ଯୋଗ ଦେବେ। କଳାହାଣ୍ଡିବାସୀଙ୍କୁ ୨ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଉପହାର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡି ଗସ୍ତରେ ଯାଇ…

ବସ୍ ଓଲଟି ୪୦ ଆହାତ

କଳାହାଣ୍ଡି: ଭାରସାମ୍ୟ ହରାଇ ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ବସ୍ ସଡ଼କ ଦୁର୍ଘଟଣା ଗ୍ରସେତ ହୋଇଛି। ଏହି ଦୁର୍ଘଟଣାଟି କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ଘଟିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ…

ଶାରୀରିକ ସଂପର୍କ ରଖିଲେ ମିଳିବ ଘର !

କଳାହାଣ୍ଡି: ଶାରୀରିକ ସଂପର୍କ ରଖିଲେ ମିଳିବ ଘର। ସରକାର ଗରିବ ଓ ଅସହାୟଙ୍କ ପାଇଁ ଆବାସ ଯୋଜନା ଆରମ୍ଭ କରିଥିବା ବେଳେ ଏହି ଯୋଜନାରେ ସାମିଲ ହେବା ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର କଛାରପାଲି ସରପଞ୍ଚ ବିରୋଧରେ ଏପରି ସଙ୍ଗିନ…

ବିନା ଭକ୍ତରେ ହେବ ଛତର ଯାତ୍ରା

ଭବାନୀବାଟଣା: କଳାହାଣ୍ଡି ଜିଲ୍ଲାର ମାଆ ମାଣିକେଶ୍ୱରୀଙ୍କର ପାରମ୍ପରିକ ପର୍ବ ହେଉଛି ଛତର ଯାତ୍ରା। କଳାହାଣ୍ଡିରେ ଛତର ଯାତ୍ରା ଦୁର୍ଗାପୂଜାର ମହାଷ୍ଟମୀ ଦିନ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳନ କରାଯିବ ମାଆ ମାଣିକେଶ୍ୱରୀଙ୍କର ଛତର ଯାତ୍ରା। ଆସନ୍ତା ଅକ୍ଟୋବର ୨୪ ରେ…

କଳାହାଣ୍ଡି ଯୁବ ଲେଖକ ସମାବେଶର ବିଶ୍ୱ…

ଭିଡିଓ କନ୍‌ଫରେନ୍‌ସିଂରେ ଏକତ୍ରିତ ହେଲେ ଲେଖକ କଳାହାଣ୍ଡି: କରୋନା ମହାମାରୀ ଯୋଗୁଁ ସମଗ୍ର ରାଜ୍ୟ, ଦେଶ ତଥା ବିଶ୍ୱର ଅନେକ ଅଂଚଳ ଲକ୍‌ଡାଉନ୍‌ରେ ଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା ଯୋଗୁଁ ସାହିତ୍ୟିକ ସମାବେଶମାନ ଏକପ୍ରକାର ଠପ୍ ହୋଇଯାଇଛି। ତେବେ ଏହି ପ୍ରତିବନ୍ଧକ କମାଇ ଦେଇପାରିନି…

କଳାହାଣ୍ଡି କୋଭିଡ୍‌ ହସ୍ପିଟାଲ ବୁଲିଲେ…

ଭବାନୀପାଟଣା: କଳାହାଣ୍ଡିରେ ନିର୍ମାଣାଧୀନ ଏକମାତ୍ର କୋଭିଡ୍-୧୯ ଡାକ୍ତରଖାନା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ଓ ରାଜ୍ୟ ଉନ୍ନୟନ କମିଶନର୍‌ ସୁରେଶ ମହାପତ୍ର। ଆଜି ପୂର୍ବାହ୍ଣରେ ଭବାନୀପାଟଣାରେ ପହଞ୍ଚିଥିଲେ ଓଡ଼ିଶା ପ୍ରଶାସନର ଏହି ଦୁଇ ତୁଙ୍ଗ ଭାରତୀୟ…

ଭଲ ଖବର: ସୁସ୍ଥ ହେଲେ କଳାହାଣ୍ଡିର କରୋନା…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ମୋଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଏବଂ ଆଉ ଜଣଙ୍କର ଚିକିତ୍ସା ଚାଲିଛି। କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ…

କ୍ରିକେଟ ଖେଳରୁ କରୋନା, କଳାହାଣ୍ଡିରେ ଆଉ…

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଳାହାଣ୍ଡିରେ ଜଣେ ବ୍ୟକ୍ତି ଅଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ପ୍ରଥମ କରୋନା…

କଳାହାଣ୍ଡିରୁ ଜଣେ କରୋନା ରୋଗୀ ଚିହ୍ନଟ,…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ରେଗୀ କଳାହାଣ୍ଡି ଜିଲ୍ଲାର  ଏବଂ ବୟସ ୨୯ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କଠାରେ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇନଥିଲା।। ସେ ନିକଟରେ ବାହାରିନରୁ ଆସିଥିବା ନେଇ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର…

ଦୁଇ ବାଇକ୍‌ ମୁହାଁମୁହିଁ ; ୩ ମୃତ

କଳାହାଣ୍ଡି : ଗତକାଲି ବିଳମ୍ୱିତ ରାତିରେ କଳାହାଣ୍ଡି ରାମପୁର ଥାନା ଅନ୍ତର୍ଗତ ତୁଜୁଙ୍ଗ ରାସ୍ତାରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ଅଛନ୍ତି। ମୃତକ ମାନେ ହେଲେ ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ ଆକାଶ ମାଝୀ। ସନ୍ତୋଷଙ୍କ ଘର…