Odisha Link
Bridging the Missing Links in Odisha
Browsing Tag

Karnataka Politics

କର୍ଣ୍ଣାଟକ: ଦିନେ ଅଯୋଗ୍ୟ ଘୋଷିତ…

ବାଙ୍ଗାଲୋର: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି। ରାଜ୍ୟପାଳ କଂଗ୍ରେସ-ଜେଡିଏସରୁ ଦିନେ ଅଯୋଗ୍ୟ ଘୋଷିତ ହୋଇଥିବା ୧୦ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥପାଠ କରାଇଛନ୍ତି। ଶପଥ ନେଇଥିବା ବିଧାୟକମାନେ ହେଉଛନ୍ତି ଏସଟି ସୋମଶେଖର, ଜେ ରମେଶ…

ଇସ୍ତଫା ଦେଲେ ଗୁଣ୍ଡୁ ରାଓ ଓ…

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ ବାଜିମାତ୍‌ ମାରିଛି ବିଜେପି। ଅନ୍ୟପଟେ କଂଗ୍ରେସକୁ ଲାଗିଛି ଝଟକା। ୧୫ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୧୨ଟିରେ ଜିତିଥିବା ବେଳେ କଂଗ୍ରେସ ୨ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଦଖଲ କରିଛନ୍ତି।ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆଜି କଂଗ୍ରେସର…

କର୍ଣ୍ଣାଟକ: ଅଯୋଗ୍ୟ ବିଧାୟକଙ୍କୁ…

ବେଙ୍ଗାଲୁରୁ: ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କୁ ସୁପ୍ରିମକୋର୍ଟ ଉପ ନିର୍ବାଚନ ଲଢ଼ିବାକୁ ଗତକାଲି ଅନୁମତି ଦେଇଥିଲେ। ତେବେ ଆଜି ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଟିକେଟ ଦେଇଛି ବିଜେପି। ଡିସେମ୍ବର ୫ରେ ଫାଙ୍କା ପଡ଼ିଥିବା ୧୭ଟି ଆସନରୁ ୧୫ଟି ସ୍ଥାନରେ ଉପ ନିର୍ବାଚନ ହେବ। ତେବେ ଏହି ୧୫ଟି ଆସନରୁ…

କର୍ଣ୍ଣାଟକ: ଅଯୋଗ୍ୟ ଲଢ଼ିପାରିବେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଧାୟକଙ୍କୁ ଉପ-ନିର୍ବାଚନ ଲଢ଼ିବା ପାଇଁ ଦେଇଛନ୍ତି ସବୁଜ ସଙ୍କେତ। ଏହି ୧୭ ଜଣ ବିଧାୟକ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରି ଅଯୋଗ୍ୟ ଘୋଷିତ ହୋଇଥିଲେ। ଅପରପକ୍ଷେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା…

କର୍ଣ୍ଣାଟକ: ଆସ୍ଥା ଭୋଟରେ ଆସ୍ଥା ଜିଣିଲେ…

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକ ରାଜନୀତିରେ ଲାଗିରହିଥିବା ନାଟକର ଯବନିକା ପଡ଼ିଛି। କାରଣ ଆସ୍ଥା ଭୋଟରେ ବାଜିମାତ କରିଛି ୟେଦ୍ୟୁରୁପ୍ପାଙ୍କ ସରକାର। ଆଜି ମୁଖ୍ୟମନ୍ତ୍ରୀ ବିଏସ୍. ୟେଦ୍ୟୁରୁପ୍ପା କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେଆର…

କର୍ଣ୍ଣାଟକ: ବିଜେପି ପାଇଁ ଅଡ଼ୁଆ…

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ସାରା ଦେଶରେ ଚର୍ଚ୍ଚାରେ। ମେଣ୍ଟ ସରକାର ଭାଙ୍ଗିବା ପରେ ଗତକାଲି ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା…

କର୍ଣ୍ଣାଟକ: ଆଜି ବିଧାନସଭାରେ ଚୂଡ଼ାନ୍ତ…

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭେଟ। କିଏ ବାଜି ମାରିବ କିଏ ହାରିବ ଆଉ ଅଳ୍ପ କିଛି ସମୟ ପରେ ସ୍ପଷ୍ଟଚିତ୍ର ଆସିଯିବ। ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟସରକାର ବଞ୍ଚାଇବାକୁ ଶେଷ ଉଦ୍ୟମ ହେଉଛି। ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ସଙ୍କଟରେ…

କର୍ଣ୍ଣାଟକ ରାଜନୀତି: କୁମାରସ୍ୱାମୀଙ୍କ…

ବେଙ୍ଗାଲୁରୁ: ଦିନକୁ ଦିନ ଜଟିଳ ହେଉଛି କର୍ଣ୍ଣାଟକ ରାଜନୀତି। ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିଜେପି। କର୍ଣ୍ଣାଟକାର ବିଜେପି ବିଧାୟକ ଗୋଷ୍ଠୀ ଆଜି ବାଚସ୍ପତି ରମେଶ କୁମାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…