Odisha Link
Bridging the Missing Links in Odisha
Browsing Tag

Kendrapara

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଲେ ଛାତ୍ରଛାତ୍ରୀ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲିବା ମାତ୍ରକେ କେନ୍ଦ୍ରାପଡ଼ା ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଭିତରକୁ ପଶିଆସି ଧାରଣାରେ ବସିଥିଲେ। ତେବେ ବିଦ୍ୟାଳୟର ୪ ଜଣ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଏହି…

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଧରାପଡିଲା ବିରଳ ପ୍ରଜାତିର ସାମୁଦ୍ରିକ ମାଛ। କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଅଞ୍ଚଳରେ ଥିବା ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର ବିଶାଳ ମାଛକୁ ଧରିଛନ୍ତି ଧୀବର ।ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି। ଏହି ମାଛକୁ ‘ମୟୂର ମାଛ’ ବୋଲି…

କେନ୍ଦ୍ରାପଡାରେ ବଜ୍ରପାତ ନେଲା ୫ ଜୀବନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ବଜ୍ରାଘାତରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମହାକାଳପଡା ବ୍ଲକ କରଞ୍ଜ ଗାଁରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପପୁ କୁମାର ଦାସ ଓ ରଙ୍ଗାଧର ବେହେରା। ବିଲକୁ ଯାଇଥିବା…

ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା;…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଛକ ନିକଟରେ ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ମାନେ ସ୍ଥାନୀୟ ବାଲିଆ…

କେନ୍ଦ୍ରାପଡ଼ା ୮ ଘଣ୍ଟିଆ ବନ୍ଦ ଡାକରା

କେନ୍ଦ୍ରାପଡ଼ା : ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଛି। ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏହାକୁ ପ୍ରତିବାଦ କରି…

୪ ଚୋରଙ୍କୁ ଧରି ଗଛରେ ବାନ୍ଧିଲେ…

କେନ୍ଦ୍ରାପଡା : ସଦର ଥାନା ଅନ୍ତର୍ଗତ ନିଳିକଣା ଗାଁ ଲୋକେ ୪ ଜଣ ଚୋରଙ୍କୁ ଧରି ଗଛରେ ବନ୍ଧି ନିସ୍ତୁକ ମାଡ ମାରିବା ପରେ ପୋଲିସ ଜିମା ଦେଇଛନ୍ତି। ଏହି ୪ ଜଣିଆ ଗ୍ୟାଙ୍ଗ ଗତ କିଛି ଦିନ ହେଲା ଗ୍ରାମବାସୀଙ୍କ ନିଦ ହଜାଇ ଦେଇଥିଲେ । ଗ୍ରାମରୁ ହେଉଥିବା ଲଗାତାର ଚୋରି ନେଇ ଲୋକେ ପୋଲିସର ଅଭିଯୋଗ କରୁଥିଲେ…

ଖୁବଶୀଘ୍ର କେନ୍ଦ୍ରାପଡ଼ା ମାଟିରେ ଗଡିବ…

ଭୁବନେଶ୍ବର : କେନ୍ଦ୍ରାପଡ଼ାକୁ ଗଡିଲା ଟ୍ରେନ ଇଞ୍ଜିନ । ଆଉ ଏହାସହ ଖୁବଶୀଘ୍ର କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ ଗଡିଛି ରେଳ ଇଞ୍ଜିନ । ବେଣିପୁରରୁ ମଧ୍ୟରେ ପରୀକ୍ଷାମୂଳକ ଭାବେ ଟ୍ରେନ ଇଞ୍ଜିନ ଗଡିଛି । ବୈଷୟିକ ଟିମର…

ବୋହୂକୁ ଦୁଷ୍କର୍ମ କଲା ରାକ୍ଷସ ଶ୍ବଶୁର

ମହାକାଳପଡା: ପିଶାଚ ଶ୍ବଶୁର କଲା ବୋହୂକୁ ଦୁଷ୍କର୍ମ । ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ଏଭଳି ନିନ୍ଦନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗ୍ରାମରେ। ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗାଁର ଗୋପାଳ ଜାନାଙ୍କ…