Odisha Link
Bridging the Missing Links in Odisha
Browsing Tag

Kendrapara

ଛାତ୍ରକୁ ବଞ୍ଚାଇବାକୁ ଯାଇ ଗଭୀର ଜଳରେ…

ଓଏଲ୍‌ ବ୍ୟୁରୋ : ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶିକ୍ଷକଙ୍କ ଜୀବନ। ଗଭୀର ଜଳରେ ବୁଡି ଶିକ୍ଷକ ମୃତ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରୁ। ନଦୀରେ ଜଣେ ଛାତ୍ର ଗାଧୋଇବା ସମୟରେ ବୁଡ଼ିଯାଉଥିବା ଦେଖି ତାଙ୍କୁ…

ଚଢ଼ିଗଲା ଧାନକଟା ମେସିନ, ଚାଲିଗଲା…

ଓଏଲ୍‌ ବ୍ୟୁରୋ : ଧାନ ବିଲରେ ଚାଲିଗଲା ଜୀବନ। ଧାନକଟା ମେସିନ ଚଢ଼ିଯିବାରୁ ୮ବର୍ଷର ବାଳକର ମୃତ୍ୟୁ ଘଟିଥିବା ଜଣା ପଡିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଥିବାବେଳେ ମୃତ ବାଳକ ଜଣଙ୍କ ପଟ୍ଟାମୁଣ୍ଡାଇର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁ ମଳିକ। ଗତକାଲି ସନ୍ନ୍ୟାସୀ ନିଜ ବିଲରେ ଧାନ…

ପାଣିରେ ବୁଡି ୩ ନାବାଳକ ମୃତ

ଓଏଲ୍‌ ବ୍ୟୁରୋ : ପୋଖରୀରେ ବୁଡି ଗାଧୋଇବା ହେଲା କାଳ। ପାଣିରେ ବୁଡି ଚାଲିଗଲା ୩ ନାବାଳକଙ୍କ ଜୀବନ। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟାରେ ଘଟିଥିବା ସୂଚନା ମିଳିଛି। ଆଜି ପାଖାପାଖି ମଧ୍ୟାହ୍ନ ୧ଟା ବେଳେ କିଛି ପିଲା ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ…

ଘରେ ପଶିଲେ ଗୁଳି ଚଳାଇଲେ: ସ୍ବାମୀ ମୃତ,…

ଓଏଲ୍‌ ବ୍ୟୁରୋ: ଗୁଳିକାଣ୍ଡରେ ଚାଲିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁରର ରାଜଗଡ଼ରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଭ ଅରବିନ୍ଦ ମିଶ୍ର ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…

କେନ୍ଦ୍ରାପଡ଼ା: ଆଜିଠୁ ବିଜୁ ସ୍ୱାସ୍ଥ୍ୟ…

କେନ୍ଦ୍ରାପଡ଼ା: ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଯୋଜନାରେ ଆଜି ସାମିଲ ହେବ କେନ୍ଦ୍ରାପଡ଼ା ଜିଲ୍ଲା। କେବଳ ସେତିକି ନୁହେଁ ୧୫୨୬ କୋଟିରୁ ଅଧକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ…

ସାବୁନ ପାଇଁ କଳି, ହତ୍ୟା କଲା ନାବାଳକ

କେନ୍ଦ୍ରାପଡ଼ା: ସାବୁନ ପାଇଁ ହତ୍ୟା। ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆକ୍ରମଣର ଶିକାର ହୋଇଥିବା ନାବାଳକ ହେଲେ ପାପୁନି। ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ଅନେକ ତନାଘନା ପରେ ପୁଲିସ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି।…

ତାଲା ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର…

କେନ୍ଦ୍ରାପଡ଼ା: ରାଜ୍ୟରେ ଦିନକୁ ଦିନ ଚୋରଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ମାନେ ପ୍ରଥମେ ଘରୁ, ଦୋକାନରୁ ସୁନା ଚୋରି କରୁଥିଲେ। କିନ୍ତୁ ସେମାନେ ମନ୍ଦିରରୁ ମଧ୍ୟ ଚୋରି କରିବାକୁ ପଛାଉ ନାହାଁନ୍ତି। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି।…

ଭୁଜାଲିରେ ହାଣି ନଗଦ ଟଙ୍କା ସହ ସୁନାଗହଣା…

କେନ୍ଦ୍ରାପଡା : କେନ୍ଦ୍ରାପଡାର ମାର୍ଶାଘାଇ ଥାନା କୁସୁନପୁର ଗାଁରେ ରବିବାର ବିଳମ୍ବିତ ରାତିରେ ୨ଟି ଘରୁ ଟଙ୍କା ଓ ସୁନାଗହଣା ଲୁଟ୍ କରିଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ କୁସୁନପୁର ଗାଁର କାହ୍ନୁ ଚରଣଙ୍କ ଘରର ଗ୍ରୀଲ ତାଲା ଭାଙ୍ଗି ପଶି ଥିଲେ ୬ ଜଣ ଚୋର । ଚୋରି କରିବା ସମୟରେ ପରିବାର ଲୋକ…

ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଗାଡ଼ି…

ମାର୍ଶାଘାଇ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ୫(କ)ର ହଳଦିଆ ଗଡା ନିକଟରେ ଏକ ଦୁର୍ଘଟଣା ଘଟିଛି। ସ୍କୁଟିକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ପ୍ରକାଶ ଯେ, ରାସ୍ତାର ବାମ ପାର୍ଶ୍ବରେ ଟ୍ରକ୍ ଭିଡ ଥିବାରୁ ବସଟି ବଡପାଳ ଛକରୁ ଡାହାଣ ପଟେ…

ମହିଳାଙ୍କ ଅଧା ପୋତା ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଳିଜଙ୍ଗା ଗାଁର ଅଶ୍ରୁଖଳା ଜୋର ନିକଟ ବୁଦା ମୂଳରୁ ଜଣେ ମହିଳାଙ୍କ ଅଧା ପୋତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଣାପଡ଼ି ନାହିଁ। ତାଙ୍କ ଘର ବିହାରରେ। ସେ ଆଳିଜଙ୍ଗାରେ ପ୍ରାୟ ପାଞ୍ଚ ମାସ ହେବ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ…