କୋଣାର୍କରେ ୫ଟି ସଚିବ
କୋଣାର୍କ: କୋଣାର୍କ ଗସ୍ତରେ ୫ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନ । ଆଜି ଭୋର ପ୍ରାୟ ୫ଟାବେଳେ କାର୍ତିକେୟନ ପାଣ୍ଡିଆନ ସୂର୍ଯ୍ୟ ମନ୍ଦିରରେ ପହଂଚି ମନ୍ଦିର ବୁଲିବା ସହ ବାହାର ବେଢା ପରିଦର୍ଶନ କରିଥିଲେ । ପରେ ଆଓସିଏଲର ବାଖ୍ୟାନ କେନ୍ଦ୍ର ,ହସ୍ତଶିଳ୍ପ ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ଏହାଛଡା…