Odisha Link
Bridging the Missing Links in Odisha
Browsing Tag

Konark

ଦୁଷ୍କର୍ମକାରୀର ଜିଭ ଛିଣ୍ଡାଇ ଦେଲେ…

କୋଣାର୍କ: ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ଜଣେ ମହିଳା ଯୁବକଙ୍କ ଜିଭ ଛିଣ୍ଡାଇ ଫୋପାଡ଼ି ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ଏପରି ଘଟଣା କାକଟପୁରସ୍ଥିତ ଏକ ଆଶ୍ରମରେ ଘଟିଛି । ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର…

ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି

ଭୁବନେଶ୍ୱର: ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏହି ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ମହାନିର୍ଦ୍ଦେଶକ ହାଜର ହୋଇଥିଲେ। ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି କାମ ଶେଷ…

ସୂର୍ଯ୍ୟ ମନ୍ଦିରରୁ ଖୋଲାଯାଉଛି ଲୁହା…

କୋଣାର୍କ: ଦୀର୍ଘ ଦଶନ୍ଧି ଧରି ଲୁହା ଶିକୁଳିରେ ବନ୍ଧା ହୋଇ ରହିଥିବା ସୂର୍ଯ୍ୟ ମନ୍ଦିର ଏବେ ଶୃଙ୍ଖଳ ମୁକ୍ତ ହେବ। ଏ ନେଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଏହି ଲୁହାପାଇପ୍‌ ଖୋଲିବା କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ମିଳିଛି। ସୂର୍ଯ୍ୟ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଏଏସ୍‌ଆଇ…

ମାନବିକତା ଦେଖାଇଲେ ଦୁଇ ଯୁବକ

କୋଣାର୍କ: ଆଜି ବି ସମାଜରେ ବଞ୍ଚି ରହିଛି ମାନବିକତା । ଏହାର ପ୍ରମାଣ ଦେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଦୁଇ ଯୁବକ। ମାନବିକତା ଆଗରେ ହାର ମାନିଛି ସୁନା/ରୂପାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଏହି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେ…

ସ୍କୁଲ ଗାଡ଼ି ଓଲଟି ୧୦ ଆହତ

କୋଣାର୍କ: କୋଣାର୍କ ଚାରିଛକ ଅମରେଶ୍ବର ଠାରେ ଥିବା ବିବେକାନନ୍ଦ ସ୍କୁଲ ପିଲାମାନେ ଏକ ଟାଟା ମେଜିକ ଗାଡ଼ିରେ ସ୍କୁଲକୁ ଯାଉଥିବା ବେଳେ କୋଇଲି ନୂଆପଡା କେନାଲ ବନ୍ଧରୁ ଟାଟା ମେଜିକ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଯାଇଥିଲା। କେନାଲ ଭିତରେ ପାଣି ଥିବାରୁ ଭ୍ୟାନଟି ପାଣିରେ ଅଧା ବୁଡିଯାଇଥିଲା। ପାଖରେ…

ତିନି ଗାଁକୁ ପଶିଲା ଜୁଆର ପାଣି

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଶିଶୁ ପଞ୍ଚାୟତର ଉଦୟକଣି ଠାରେ ସାମୁଦ୍ରିକ ଜୁଆର ପାଣି ପଶି ନିକଟସ୍ଥ ତିନୋଟି ଗାଁକୁ ଜଳମଗ୍ନ କରି ଦେଇଛି । ସାମୁଦ୍ରିକ ଲୁଣିପାଣି ମାଡ଼ିବା ଦ୍ୱାରା ଚାଷ ଜମିରେ ରବି ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି କରିଛି। ସମୁଦ୍ରକୂଳରେ ଝାଉଁ ଜଙ୍ଗଲର…