Odisha Link
Bridging the Missing Links in Odisha
Browsing Tag

kotia

କୋଟିଆ ଗସ୍ତରେ ମୁଖ୍ୟ ସଚିବ; ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ବିଭିନ୍ନ ରାଜନୈତିକ ଦଳ ଆପଣାଉଛନ୍ତି ନୂଆ ନୂଆ ରଣନୀତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। କୋରାପୁଟର ଚର୍ଚ୍ଚିତ କୋଟିଆର ରାଜନୈତିକ…

କୋଟିଆରେ ବଢ଼ୁଛି ମ୍ୟାଲେରିଆ; ୧୦ ଶିଶୁ…

ଓଏଲ୍‌ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ପରେ ଏବେ କୋରାପୁଟ ଜିଲ୍ଲାରେ ବିସ୍ତାର କରୁଛି ମ୍ୟାଲେରିଆ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ କୋଟିଆ ଗ୍ରାମପୁଞ୍ଜରେ କାୟା ବିସ୍ତାର କରିବାରେ ଲାଗିଛି ମ୍ୟାଲେରିଆ। ଦିନକରେ ୧୦ ଜଣଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍‌ ଆସିଛି। ସବୁଠୁ ବଡ଼କଥା ହେଲା ଆକ୍ରାନ୍ତ…

କୋଟିଆରେ କେନ୍ଦ୍ରମନ୍ତ୍ରୀ, ସୀମାରେ…

କୋଟିଆ: କୋଟିଆର ସବୁ ଗାଁ ଓଡ଼ିଶାର। ସୂର୍ଯ୍ୟ, ଚନ୍ଦ୍ର, ପାଣି ଓ ପବନ ଭଳି ଏହା ଧ୍ରୁବ ସତ୍ୟ ବୋଲି ଶନିବାର କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି ସେଠାକାର ଜନସାଧାରଣଙ୍କୁ ଭେଟିବା ସହ ‘ଉତ୍କଳ ଦିବସ’ ପାଳନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…

କୋଟିଆରେ ବଡ଼ଦିନ ପାଳନ କଲେ ଆନ୍ଧ୍ର…

ଓଏଲ୍‌ ବ୍ୟୁରୋ: ରବିବାର ଦିନ ସାରା ବିଶ୍ବ ପାଳନ କରିଥିଲା ବଡ଼ଦିନ ବା ଖ୍ରୀଷ୍ଟମାସ। ଏହାର ଫାଇଦା ଉଠାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ବିବାଦ ଲାଗି ରହିଥିବା ବେଳେ କୋଟିଆରେ ଧୁମଧାମରେ ବଡ଼ଦିନ ପାଳନ କରିଛନ୍ତି ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା…

ପଞ୍ଚାୟତ ନିର୍ବାଚନ: କାଲି ୨ୟ ପର୍ଯ୍ୟାୟ,…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ପୂର୍ବରୁ ସାରା ରାଜ୍ୟରେ ହେଉଛି ସେମି ମୁକାବିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ। ରାଜ୍ୟରେ ବୁଧବାର ଆରମ୍ଭ ହୋଇ ସାରିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏଥିପାଇଁ ଗତକାଲି ଶେଷ…

କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି,…

ଭୁବନେଶ୍ୱର: ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଛି । କାଲି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଥିବାରୁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ…

କୋଟିଆରେ ଆନ୍ଧ୍ର ନିର୍ବାଚନ: ଗାଡ଼ିରେ…

କୋରାପୁଟ: ଫେଲ୍‌ ମାରିଲା ସମସ୍ତ ଉଦ୍ୟମ। ଶେଷରେ କୋଟିଆରେ ବାଜି ମାରିଲା ଆନ୍ଧ୍ର ପ୍ରଦେଶ। ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ନିର୍ବାଚନ କଲେ ଆନ୍ଧ୍ର ସରକାର। ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କଠୁ ଆରମ୍ଭ କରି ରାଜ୍ୟ ସରକାର ଯେଉଁ ସମସ୍ତ ଉଦ୍ୟମ କରିଥିଲେ ସବୁ…

କୋଟିଆ ମାମଲା: ଆନ୍ଧ୍ରକୁ ନୋଟିସ କଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି। ଓଡ଼ିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ ପାଇଁ ଆନ୍ଧ୍ରକୁ ନୋଟିସ ଦିଆଯାଇଛି । ଆସନ୍ତା ୧୯…