Odisha Link
Bridging the Missing Links in Odisha
Browsing Tag

Lord Ganesh

କରୋନା କଟକଣା ଭିତରେ ପୂଜା ପାଉଛନ୍ତି…

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଗଣେଶ ପୂଜା ଧୁମ୍‌ଧାମ୍ ପାଳିତ ହୋଇଥାଏ। ସବୁଠି ଉତ୍ସବର ମାହୋଲ ଥାଏ। ମାତ୍ର ଚଳିତ ବର୍ଷ ମହାମାରୀ କରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଯାଇଛି। ସାର୍ବଜନୀନ ପୂଜା ଉପରେ ପ୍ରଶାସନ ରୋକ ଲଗାଇଛି। ଫଳରେ ଘରେ ରହି ନିରାଡ଼ମ୍ବରେ…

କିପରି କରିବେ ଅଗ୍ର ପୂଜ୍ୟଙ୍କୁ ପୂଜା

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ପ୍ରଭୁ ଗଣେଶ ହେଉଛନ୍ତି ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର। ହିନ୍ଦୁ ଧର୍ମରେ ଗଣେଶଙ୍କୁ ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଆବାହନ କରାଯାଏ। ପ୍ରଭୁ ଗଣେଶଙ୍କ ମଧ୍ୟରେ ସମସ୍ତ ସକାରାତ୍ମକ ଗୁଣ ଓ…

ଗଣେଶ କାହିଁକି ଅଗ୍ରପୂଜ୍ୟ…

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ସନାତନ ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ। ଯେକୌଣସି ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଏ। ଗଣେଶ ସିଦ୍ଧି, ସମୃଦ୍ଧି ଓ…

ଗଜାନନଙ୍କ ପ୍ରିୟ କଣ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ପ୍ରଭୁ ଶ୍ରୀଗଣେଶ ଆମ ସଂସ୍କୃତିର ମଙ୍ଗଳମୂର୍ତ୍ତି ଦେବତା ଅଟନ୍ତି। ପ୍ରଭୁଙ୍କୁ ପୂଜା କଲେ ଆମର ଭାବନା, ବ୍ୟବହାର , ଚିନ୍ତନରେ ଉନ୍ନତି ଘଟେ। ପ୍ରଭୁ ଗଣେଶ ଜ୍ଞାନର ଭଣ୍ଡାର ଅଟନ୍ତି। ପ୍ରଭୁଙ୍କ…

ମସ୍ତକ ବିହୀନ ଗଣେଶ, ପୂଜା ପାଇଥାନ୍ତି…

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ବିଘ୍ନ ବିନାଶକ ଉତ୍ସବ। ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ପାଳନ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା। ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା। ତେବେ ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ବିଷୟରେ କିଛି ଅଜଣା କଥା କହିବୁ। ଆପଣ କେବେ ଏପରି ମନ୍ଦିର ବିଷୟରେ ଶୁଣିଛନ୍ତି କି,…