Odisha Link
Bridging the Missing Links in Odisha
Browsing Tag

Maha Shivaratri

ମହାଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ…

ହରିଦ୍ୱାର: ଆଜି ପବିତ୍ର ମହା ଶିବରାତ୍ରୀ। ମହା ଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‌ କରି ଲେଖିଛନ୍ତି, ମହା ଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଦେବୀ ପାର୍ବତୀ ଏବଂ ଭଗବାନ…

ମହା ଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ,…

ଭୁବନେଶ୍ୱର: ଆଜି ପବିତ୍ର ମହା ଶିବରାତ୍ରି। ସାରା ଦେଶରେ ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବପୀଠ। ସନାତନ ଧର୍ମରେ ମହା ଶିବରାତ୍ରୀର ଅନେକ ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହା ଶିବରାତ୍ରି ପଡ଼ିଛି। ଆଜିର ଦିନରେ ଭକ୍ତ ମାନେ ଶିବଙ୍କୁ…

କରୋନା କଟକଣା ଭିତରେ ହେବ ଲିଙ୍ଗରାଜ…

ଭୁବନେଶ୍ଵର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର…

ଚଳିତ ବର୍ଷ ଲିଙ୍ଗରାଜରେ ରାତି ୧୦ରେ ଉଠିବ…

ଭୁବନେଶ୍ବର: ଆସନ୍ତା ମାସ ମାର୍ଚ୍ଚ ୧୧ ତାରିଖରେ ପଡୁଛି ମହାଶିବରାତ୍ରି ଉତ୍ସବ। ଜାଗର ଉତ୍ସବରେ ଲିଙ୍ଗରାଜ ମନ୍ଦିରରେ ରାତ୍ର ୧୦ ଘଟିକାରେ ଉଠିବ ମହାଦୀପ। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଟ୍ରଷ୍ଟବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି…

ଶିବ ଦର୍ଶନ ବେଳେ ପଥର ଖସି ୩ ଆହତ

ବୀରମିତ୍ରପୁର: ଆଜି ମହାଶିବରାତ୍ରି ତଥା ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କରେ ସକାଳୁ ଭିଡ଼ ଆରମ୍ଭ ହୋଇଯାଇଛି। ପଞ୍ଚାକ୍ଷରୀ ମନ୍ତ୍ରରେ ଫାଟିପଡ଼ୁଛି ଶୈବପୀଠ। ମହାଦେବଙ୍କ ଦର୍ଶନ ପାଇଁ ସବୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ ଦର୍ଶନ ବେଳେ ଅଘଟଣ ଘଟିଛି । ମନ୍ଦିର ପାଖରେ ପଥର…

ଆଜି ଜାଗର, ୨୦ ପ୍ରକାର ଫୁଲରେ ସଜେଇ…

ଭୁବନେଶ୍ବର: ଆଜି ପବିତ୍ର ମହା ଶିବରାତ୍ରି ବା ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରାତି ୩ଟାରୁୁ ପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଶ ଭଳି କି ଭଳି ଫୁଲରେ ସଜାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭିତର ବେଢା। ଏଥିପାଇଁ ଆସିଛି ୧୫ ଲକ୍ଷରୁ…

ମହା ଶିବରାତ୍ରିରେ ଶ୍ରୀଲିଙ୍ଗରାଜ…

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଜାଗର ଯାତ୍ରା । ଏକାମ୍ରକ୍ଷେତ୍ର ଚଳଚଳ । ଓଁ ନମଃ ଶିବାୟ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏକାମ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦେଶ ଓ ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେବ…