Odisha Link
Bridging the Missing Links in Odisha
Browsing Tag

Maharastra Poltics

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ମହା ରାଜନୀତିର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ। ଆଜି ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ମୁମ୍ବାଇ ଶିବାଜୀ ପାର୍କରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ…

ଫଡନାଭିସ୍‌ ହିଁ ମୁଖ୍ୟମନ୍ତ୍ରୀ ହେବେ:…

ନାଗପୁର: ଆଉ ଦିନକ ପରେ ଶେଷ ହେବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ଏହା ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ନାଗପୁରରେ ପହଞ୍ଚିଛନ୍ତି। ସେ…

ମହାରାଷ୍ଟ୍ର: ପାଓ୍ବାର ପ୍ଲେରୁ ଓହରିଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିକଳ୍ପ ହେଉଛି ଭାରତୀୟ ଜନତା ପାର୍ଟି-ଶିବସେନା ମେଣ୍ଟ। ଆମ ଦଳକୁ ବିପକ୍ଷରେ ବସିବାକୁ ଜନମତ ମିଳିଛି। ବିଜେପି-ଶିବସେନା ମିଶି ସରକାର ଗଠନ କରନ୍ତୁ ଆଉ ସୃଷ୍ଟି ହୋଇଥିବା ସଙ୍କଟରୁ ରକ୍ଷା କରନ୍ତୁ। ଏପରି କହିଛନ୍ତି ଏନସିପି ମୁଖିଆ ଶରଦ ପାଓ୍ବାର। ଶରଦଙ୍କ ଏଭଳି…

ଦିଲ୍ଲୀରେ ଶାହଙ୍କୁ ଭେଟିଲେ ଫଡନାଭିସ୍,…

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରେ ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ରରେ ଚାଲିଥିବା କ୍ଷମତା କନ୍ଦଳ ଏବେ ଦିଲ୍ଲୀରେ ପହଞ୍ଚିଲା। ଏହି କ୍ଷମତା କନ୍ଦଳ ଭିତରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ବିଜେପିର ସହଯୋଗୀ ଶିବସେନା…

ବିଜେପିକୁ ପ୍ରଶ୍ନ କଲା ଶିବସେନା, କହିଲା…

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ଚାଲିଥିବା ବିବାଦ କାହାକୁ ବି ଅଛପା। ଦିନକୁ ଦିନ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଆଜି ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାରଙ୍କ ମନ୍ତବ୍ୟକୁ…

ମହାରାଷ୍ଟ୍ର: ଏନସିପି ଅଧ୍ୟକ୍ଷ ଶରଦ…

ମୁମ୍ବାଇ: ମହାରାଷ୍ଟ୍ର ନାମ ହିଁ ଯଥେଷ୍ଟ। କାହିଁକିନା ସାରା ଦେଶରେ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା। ନିର୍ବାଚନ ଫଳାଫଳ ବାହାରିବାର ୯ଦିନ ପରେ ମଧ୍ୟ କିଏ ଗଢ଼ିବ ସରକାର ସେ ନେଇ ସ୍ପଷ୍ଟ ହୋଇନାହିଁ। କିଏ ହେବ ମୁଖ୍ୟମନ୍ତ୍ରୀ। କିଏ କିଏ ମିଶି ବନେଇବେ ସରକାର। ଏସବୁ ନେଇ ଜାତୀୟ ରାଜନୀତିରେ…