Odisha Link
Bridging the Missing Links in Odisha
Browsing Tag

MANMOHAN SAMAL

ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳୁ ସୁରୁଖୁରରେ ମତଦାନ ଚାଲିଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ବିଜୁ ଜନତା ଦଳ ଉପରେ ବର୍ଷିଛି। ରାଜ୍ୟ ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବିଜେପି ଅଧ୍ୟକ୍ଷ ମନମୋହନ ସାମଲ,…

ନିିର୍ବାଚନ ୨୦୨୪: ୪୦ ଜଣିଆ ଷ୍ଟାର…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ବୈତରଣୀ ପାର କରିିବା ପାଇଁ ଭାରତୀୟ ଜନତା ପାର୍ଟି କରୁଛି ଜୋରଦାର ପ୍ରସ୍ତୁତି। ବିଜେପି ଏପର୍ଯ୍ୟନ୍ତ ୨୧ ଲୋକସଭା ଓ ୧୩୦ରୁ ଅଧିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମେ’ ୧୩ରୁ ଓଡ଼ିଶାରେ ନିର୍ବାଚନ ଆରମ୍ଭ ହୋଉଥିବା ବେଳେ ପ୍ରଚାର ପାଇଁ ୪୦ ଜଣ ଷ୍ଟାର…

ସୌମ୍ୟଙ୍କ ବାସଭବନରେ ମନମୋହନ ଓ ବବି ଦାସ

ଭୁବନେଶ୍ବର: ବିଜୁ ଜନତା ଦଳରୁ ଦୂରେଇ ଯାଇଥିବା ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ପୁଣି ରାଜନୀତି ଉଷ୍ମ ହୋଇଛି। ଦୁଇଦିନ ତଳେ ତାଙ୍କ ବାସଭବନକୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଯାଇଥିବାବେଳେ ଆଜି ବିଳମ୍ବିତ ରାତିରେ ବିଜେଡିର ବରିଷ୍ଠ ନେତା…

ନବୀନଙ୍କୁ ପ୍ରଶଂସା କଲେ ମନମୋହନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଖୋଦ୍‌ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ…

ମେଣ୍ଟ ହେବନି, ଓଡ଼ିଶାରେ ବିଜେପି ଏକା…

ଓଏଲ୍‌ ବ୍ୟୁରୋ: ୨ ସପ୍ତାହ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସାଧାରଣ ନିର୍ବାଚନ ପୂର୍ବରୁ ହେବ କି ବିଜେପି-ବିଜେଡି ମେଣ୍ଟ। ଏଭଳି ଚର୍ଚ୍ଚା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲାଗି ରହିଥିଲା। ହେଲେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ…

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ:…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। କିଛିଦିନ ହେବ ଓଡ଼ିଶା ରାଜନୀତିରେ ବିଜେଡି-ବିଜେପି ମେଣ୍ଟ ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କାରଣ ଦଳର ହାଇକମାଣ୍ଡ ମାନେ ଚୁପ୍‌ ଥିଲେ ଏହି ପ୍ରସଙ୍ଗରେ। ଏସବୁ ମଧ୍ୟରେ ଓଡ଼ିଶା ବିଜେପି ସଭାପତି…

ଚର୍ଚ୍ଚାରେ ବିଜେପିର ୩୬ ଜଣିଆ ଜିଲ୍ଲା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଜାଡ଼ି ଲାଗିବାରେ ଲାଗିଛି ଓଡ଼ିଶା ବିଜେପି। ନିର୍ବାଚନ ପୂର୍ବରୁ ୩୬ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ଦଳ। ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ଅନୁମୋଦନରେ ଏହି ଜିଲ୍ଲା ସଭାପତି ତାଲିକା ଜାରି…

ନବୀନ ବାବୁଙ୍କୁ ପଚାରନ୍ତୁ, ରତ୍ନଭଣ୍ଡାର…

ଓଏଲ୍‌ ବ୍ୟୁରୋ: ରାଜ୍ୟ ବିଜେପିର ନୂତନ ମୁଖିଆ ଭାବେ ଦାଇତ୍ୱ ଗ୍ରହଣ କରିଥିବା ମନମୋହନ ସାମଲ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ପ୍ରସଙ୍ଗରେ ମନମୋହନ ସାମଲ କହିଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଲୋକଙ୍କୁ ବୋକା ବନାଇବା। ଓଡ଼ିଶା ଲୋକ ବହୁତ ଥର…