Odisha Link
Bridging the Missing Links in Odisha
Browsing Tag

Matric

ମାଟ୍ରିକ୍‌ ପରୀକ୍ଷାରେ ପୁଣି ବିଭ୍ରାଟ

କଟକ: ବର୍ତ୍ତମାନ ରାଜ୍ୟରେ ଅଫ୍‌ ଲାଇନ୍‌ରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା। ହେଲେ କଟକରୁ ଆସିଛି ଏକ ବଡ଼ ଖବର। ମଙ୍ଗଳବାର କଟକ ବୋର୍ଡ ହାଇସ୍କୁଲରେ ଚାଲିଥିଲା ପରୀକ୍ଷା। ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍କ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ସେହିପରି ଏକ୍କ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି…

ମାଟ୍ରିକ ପରୀକ୍ଷା ଖାତା ଦେଖା ସ୍ଥଗିତ

ଭୁବନେଶ୍ବର: ମହାବାତ୍ୟା "ଅମ୍ପାନ୍"କୁ ନଜରରେ ରଖି ପୁଣି ଥରେ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା। ଫଳରେ ମାଟ୍ରିକ ଖାତା ଦେଖା ସ୍ଥଗିତ କଲା ଗଶଶିକ୍ଷା ବିଭାଗ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୁଣି କେବେ ଖାତା ଦେଖା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି।…

ମେ ୨୦ରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ:…

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ହେବ ନା ନାହିଁ ଲାଗି ରହିଥିଲା କଳ୍ପନା ଜଳ୍ପନା। ଏଥିରେ ଏବେ ପଡ଼ିଛି ବିରାମ। ମେ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଏନେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ପୂର୍ବାହ୍ନରେ ମାଟ୍ରିକ ପରୀକ୍ଷା ଖାତା…

ଜିରୋ-ଏଫ କାର୍ଯ୍ୟକ୍ରମ ପ୍ରସ୍ତୁତି

କଟକ: ପ୍ରତିବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପିଲା ଫେଲ ହୋଇଥିାନ୍ତି। ହେଲେ ଆଗକୁ ଯେପରି କେହି ଫେଲ ନହେବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ କଟକ ଜିଲ୍ଲାରେ ମିଶନ ଜିରୋ-ଏଫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ସବୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି…

୨୫ରୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ: ସପ୍ତାହେ ହେଲା ସରିଲାଣି ପରୀକ୍ଷା। ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ପରେ ପରେ ଖାତା ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବା କଥା। କିନ୍ତୁ ଆଜିଯାଏ ମାଟ୍ରିକ୍ ପରୀକ୍ଷା ଖାତା ରାଜ୍ୟର ବିଭିନ୍ନ ନୋଡାଲ ସେଣ୍ଟରରେ ପଡ଼ିରହିଛି। ଆସନ୍ତା ୨୫ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ…