Odisha Link
Bridging the Missing Links in Odisha
Browsing Tag

Modi

ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏକ ସ୍ୱତନ୍ତ୍ର ଡ଼ାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ। ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ ଅଛି ତାହା…

ସ୍ୱାର୍ଥ ପାଇଁ ଚାଷୀଙ୍କୁ ମୋହରା…

ନୂଆଦିଲ୍ଲୀ: କୃଷି ଆଇନକୁ ସମର୍ଥନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। କୃଷି ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଥିବାରୁ ଚାଷୀମାନେ ଆନ୍ଦୋଳନ କରୁଥିବା ସେ କହିଛନ୍ତି। ଏହା ସହିତ ଏବେ ଯେଉଁ କୃଷି ଆଇନ ଆସିଛି, ତା’ ଉପରେ…

ଆସନ୍ତା ୧୦ରେ ନୂତନ ସଂସଦ ଗୃହର ଭୂମିପୂଜା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୦ ତାରିଖରେ ନୂତନ ସଂସଦଗୃହ ପାଇଁ ଭୂମିପୂଜା କରିବେ। ଏନେଇ ସୂଚନା ଦେଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ହେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ଶ୍ରୀ ବିର୍ଲା । ସୂଚନା…

ପାକିସ୍ତାନକୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ: ଆଜି ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଁ ନନେଇ ପାକିସ୍ତାନ ଉପରେ ଧୂମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦର କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି…

ଦଶନ୍ଧିର ଅପେକ୍ଷା ଦୂରହେଲା: ମୋଦି

ମନାଲି: ଅଟଳ ଟନେଲ୍‌ ଉଦଘାଟନ୍‌ ପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ, ଲେହ ଓ ଲଦାଖ ପାଇଁ ଅଟଳ ଟନେଲ୍‌କୁ ଲାଇଫ୍‌ ଲାଇନ୍। ଏହା ସହିତ ଟନେଲ ତିଆରିରେ ଲାଗିଥିବା ଯବାନ ଓ ଇଞ୍ଜିନିୟର, ଶ୍ରମିକଙ୍କୁ କୃତଜ୍ଞାତା ଜଣାଇଲେ ମୋଦି। ଅଟଳ ଟନେଲ୍‌ ଉଦ୍‌ଘାଟନ ଭାରତ ପାଇଁ ଐତିହାସିକ…

ଆଜି ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନମାମି ଗଙ୍ଗେ ମିଶନ୍‍ ଅଧୀନରେ ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ। ସେହି ପ୍ରକଳ୍ପ ମଧ୍ୟରେ ଦୈନିକ ୬୮ ନିୟୁତ ଲିଟର ନର୍ଦ୍ଦମା ଜଳ ପରିଷ୍କାର କାରଖାନା, ଜଗଜିତପୁରଠାରେ ଦୈନିକ ୨୭ ନିୟୁତ ଲିଟର…

୭୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିନ। ଏଥିପାଇଁ ବିଜେପି ପକ୍ଷରୁ ବିଶେଷ ପ୍ରସ୍ତତି ହୋଇଛି। ଏହି ଅବସରରେ ୧୪ରୁ ୨୦ ସେପେଟମ୍ବରକୁ ସେବ ସପ୍ତାହ ଭାବେ ପାଳନ କରୁଛି ବିଜେପି ଦଳ। ପ୍ରତ୍ୟେକ ଜିଲ୍ଲାର ବୁଥ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିମଧ୍ୟରେ…

ନୂଆ ଶିକ୍ଷା ନୀତି ସରକାରଙ୍କର ନୁହେଁ ବରଂ…

ନୂଆଦିଲ୍ଲୀ: ସୋମବାର ନୂତନ ଶିକ୍ଷା ନୀତି ଉପରେ ଅନୁଷ୍ଠିତ ରାଜ୍ୟପାଳଙ୍କ ସମ୍ମିଳନୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। କିଛି ଦିନ ତଳେ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ନୂତନ ଶିକ୍ଷା ନୀତି ଉପରେ ଏବେ ବି ଆ‌ଲୋଚନା ଜାରି ରହିଛି। ଏହି…

ଯୁବ ଆଇପିଏସଙ୍କୁ ମୋଦୀଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ସିଂଘମ ଭଳିଆ ନହୋଇ ପ୍ରେମରେ ଲୋକଙ୍କ ହୃଦୟ ଜିତିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଟ୍ରେନିଂ ଆଇପିଏସମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆଇପିଏସ ପ୍ରୋବେସନରମାନଙ୍କ ସହ ଆଲୋଚନା କାଳରେ ମୋଦି ସେମାନଙ୍କ ପ୍ରଶିକ୍ଷଣ ଠାରୁ ନେଇ ଲୋକତନ୍ତ୍ର ଓ…

୨୦ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା,…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି କ୍ରମାଗତ ଭାବେଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୨୦ ଲକ୍ଷ ୨୭ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନେଇ ମୋଦି…