Odisha Link
Bridging the Missing Links in Odisha
Browsing Tag

MS Dhoni

ସନ୍ନ୍ୟାସ ନେବା ପରେ ଧୋନି ଓ ରାଇନା ଯୋଡ଼ି…

ନୂଆଦିଲ୍ଲୀ: ଅଗଷ୍ଟ ୧୫। ଏହି ତାରିଖ ପ୍ରତ୍ୟେକଟି ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିବସ। କାରଣ ୧୯୪୭ ମସିହା ଅଗଷ୍ଟ ୧୫ରେ ଇଂରେଜ ମାନଙ୍କ କବଳରୁ ସ୍ବାଧୀନ ହୋଇଥିଲା। ଯାହା ପ୍ରତ୍ୟକଟି ଭାରତୀୟଙ୍କ ପାଇଁ ବଡ଼ ଖବର। ଗତକାଲି ଏକ ଐତିହାସିକ ଦିନରେ ବଡ଼ ଘୋଷଣା କରିଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ…

IPL ରଦ୍ଦ ହେଲେ ସୁଦ୍ଧା ଧୋନିଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ସଙ୍କଟରେ ବିଶ୍ବ। ଏଥିସହ ଭାରତରେ ମଧ୍ୟ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ୍। କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପ୍ରିଲ ୧୪ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। କରୋନା ପାଇଁ ଇଣ୍ଡିଆନ୍‌ ପ୍ରିମୟର ଲିଗ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖିଛି…

ଟିମ୍‌ ଇଣ୍ଡିଆକୁ ଧୋନିଙ୍କ…

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଭବିଷ୍ୟକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ ବିରେନ୍ଦ୍ର ସେହଓ୍ବାଗ। ସେ କହିଛନ୍ତି ଯେ, ଆଇପିଏଲ ୨୦୨୦ରେ ଧୋନି କ୍ରିକେଟକୁ ଫେରିବା କୌଣସି ଗ୍ୟାରେଣ୍ଟି ନାହିଁ। ଆଇପିଏଲରେ ଭଲ ପ୍ରଦର୍ଶନ କରିଲେ ସୁଦ୍ଧା…

ଧୋନିଙ୍କୁ ନେଇ ଏପରି କହିଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସୁରେଶ ରାଇନା। ରାଇନା ଧୋନିଙ୍କ ଖେଳକୁ ନେଇ କହିଛନ୍ତି ଯେ, “ମୁଁ ଚାହେଁ ଯେ ଧୋନି ଭାରତ ପକ୍ଷରୁ ଖେଳିବା ଜାରି ରଖନ୍ତୁ। ବର୍ତ୍ତମାନ ଧୋନି ଫିଟ୍ ଲାଗୁଛନ୍ତି ଏବଂ ଜୋରଦାର ଟ୍ରେନିଂ ମଧ୍ୟ କରୁଛନ୍ତି।…

ୱିଜଡେନ୍ ଟିମ୍‌ରେ ଭାରତୀୟ ଖେଳାଳି, କିଏ…

ଲଣ୍ଡନ: ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍‌ ଚୟନ କରିଛି କ୍ରିକେଟର 'ବାଇବଲ' କୁହାଯାଉଥିବା ଓ୍ବିଜଡେନ। ଓ୍ବିଜଡେନ ଦ୍ବାରା ହୋଇଥିବା ଟିମରେ ସ୍ଥାନ ପାଇଛନ୍ତି ଭାରତୀୟ ଖେଳାଳି। ଏପରିକି ଓ୍ବିଜଡେନ ଟେଷ୍ଟ ଟିମର ଅଧିନାୟକ ହୋଇଛନ୍ତି ବିରାଟ କୋହଲି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍…

ଗାଡ଼ି ଧୋଇଲେ ଧୋନି-ଜିଭା, ରଣବୀର…

ରାଞ୍ଚି: ପୁଣିଥରେ ସୋଶିଆଲ ମିଡିଆ ଚର୍ଚ୍ଚାରେ ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ଝିଅ ଜିଭା। ଧୋନି ଗତକାଲି ଏକ ଭିଡିଓ ନିଜର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଯେଉଁଥିରେକି ଧୋନିଙ୍କୁ ତାଙ୍କ ଝିଅ ଜିଭା ଗାଡ଼ି ଧୋଇବାରେ ସାହାଯ୍ୟ କରୁଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଉଭୟ…

ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି,…

ରାଞ୍ଚି: ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ୟାପଟେନ୍‌ କୁଲ ତଥା ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି। ପ୍ରଶଂସା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଆଜି ଯେଉଁ ଶିଖରରେ ପହଞ୍ଚିଛି, ତାହା ପଛରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବଦାନ…

ମୋଦିଙ୍କ ପରେ ଧୋନି

ନୂଆଦିଲ୍ଲୀ: ଲୋକପ୍ରିୟତାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ରହିଛନ୍ତି। ତାଙ୍କୁ ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି ବୋଲି କୁହାଯାଇଛି। ସର୍ଭେ ଏଜେନ୍ସି ୟୁ-ଗଭ୍ ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଏହା ଜଣାଯାଇଛି। ୟୁ-ଗଭ୍ ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି…

ଧୋନିଙ୍କ ଫଟୋ ପୋଷ୍ଟ କରିବା ପ୍ରସଙ୍ଗରେ…

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଧୋନିଙ୍କ ସନ୍ୟାସକୁ ନେଇ ଚର୍ଚ୍ଚା ହୋଇଥିଲା। କାରଣ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଥିବା ଏକ ଫଟୋ ପୋଷ୍ଟ କରିଥିଲେ, ଏହା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ…

ଧୋନିଙ୍କୁ ନେଇ ବିରାଟଙ୍କ ଟ୍ବିଟ, ସୋଶିଆଲ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଟ୍ବିଟ ଏବେ ଚର୍ଚ୍ଚାରେ। ଯାହାକି ଏବେ ସୋଶିଆଲ ମଡିଆରେ ଘୁରି ବୁଲୁଛି। ଆଜି ବିରାଟ ଏକ ଫଟୋ ଟ୍ବିଟ କରିଥିଲେ। ଯେଉଁଥିରେ ସେପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେ ପକାଇଛନ୍ତି। ସେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି,…