Odisha Link
Bridging the Missing Links in Odisha
Browsing Tag

MS Dhoni

ଆଇପିଏଲ୍‌ ୨୦୨୪: ଧୋନିଙ୍କ ନୂଆ ରେକର୍ଡ;…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମୋଡରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ପଏଣ୍ଟ ଟେବୁଲର ଟପ୍‌ରେ ରାଜସ୍ଥାନ ଥିବାବେଳେ ଦ୍ବିତୀୟରେ କୋଲକାତା ନାଇଟ ରାଇଡର୍ସ, ତୃତୀୟରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ୪ର୍ଥରେ ହାଇଦ୍ରାବାଦ ଟିମ୍‌ ରହିଚି। ରବିବାର ଖେଳାଯାଇଥିବା ମହାମୁକାବିଲାରେ ଚେନ୍ନାଇ…

ଆଇପିଏଲ୍‌ ୨୦୨୪: ଉଦଘାଟନୀ ମୁକାବିଲାରେ…

ଓଏଲ୍‌ ବ୍ୟୁରୋ: ସାରା ଭାରତରେ ଗଣତନ୍ତ୍ରର ମହାପର୍ବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର। ଆଜି ସନ୍ଧ୍ୟା ପରଠାରୁ ଲଗାତର ୨ ମାସ ପର୍ଯ୍ୟନ୍ତ ଷ୍ଟାଡିୟମରେ ହେବ ଛକା ଚଉକାର ବର୍ଷା। ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଜମିବ ଦର୍ଶକଙ୍କ ଭିଡ। କରତାଳି…

ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ମହାସମର;…

ଓଏଲ୍‌ ବ୍ୟୁରୋ: ବାଜିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ବିଗୁଲ। ୧୭ ତମ ଆଇପିଏଲ୍‌ ସଂସ୍କରଣକୁ ନେଇ ଆସିଲା ବଡ଼ ଅପଡେଟ୍‌। ଚଳିତ ଥର ଆଇପିଏଲ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଚଳିତ ସଂସ୍କରରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ଆଜି ଜାରି ହୋଇଛି କ୍ରୀଡା ସୂଚୀ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ…

ଅବସର ନେଲା ଧୋନିଙ୍କ ଜର୍ସି ନମ୍ବର ୭;…

ଓଏଲ୍‌ ବ୍ୟୁରୋ: ଦୁଇ ଦୁଇଥର ବିଶ୍ବକପ୍‌ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୭ ନମ୍ବର ଜର୍ସିକୁ ଅବସର। ଏଣିକି ଆଉ କୌଣସି ଭାରତୀୟ କ୍ରିକେଟ ଖେଳାଳିଙ୍କ ପାଇଁ ୭ ନମ୍ବର ଜର୍ସି ଉପଲବ୍ଧ ହେବ ନାହିଁ। କାରଣ ଧୋନିଙ୍କ ଜର୍ସି ନମ୍ବରକୁ ଅବସର ଦେବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ବିଶ୍ବକପ୍‌ ୨୦୨୩: ରୋହିତଙ୍କ ଟାର୍ଗେଟରେ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି…

‘ପାଣ୍ଡ୍ୟାଙ୍କ ଭିତରେ ଦେଖିଲି…

ଓଏଲ୍‌ ବ୍ୟୁରୋ: ବର୍ଷର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ମାତ୍‌ ଦେଇ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃୃତ୍ବରେ ଯୁବ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବା ପରେ ସୋସିଆଲ୍ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା…

ଆଇପିଏଲରୁ ଏତେ ଟଙ୍କା ରୋଜଗାର କଲେଣି…

ନୂଆଦିଲ୍ଲୀ: ସରିଲା ୨୦୨୦ ଆଇପିଏଲ ମହାକୁମ୍ଭ। ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍‌ ଦେଇ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଚାମ୍ପିଅନ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ୧୦ କୋଟି ଟଙ୍କା ପୁରସ୍କାର ପାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ଅର୍ଥ ରୋଜଗାର କରିଥିବା…

ରାଞ୍ଚିରେ ନିଜର ପୁରୁଣା ବାଇକ୍…

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ରାଞ୍ଚି ରାସ୍ତାରେ ବାଇକ୍ ଚଲାଉଥିବାର ଦେଖିବାକୁ ମିଳିଛି। ସେ ନିଜର ସବୁଠାରୁ ପୁରଣା ବାଇକ୍ ୟାମାହାରେ ବୁଲୁଥିବାର ଦେଖିବାକୁ ମିଳିଛି । ଧୋନି ବାଇକ ଚଲାଇବାକୁ ଅତ୍ୟନ୍ତ ପସନ୍ଦ କରି ଥାନ୍ତି । ତାଙ୍କ ପାଖରେ ଏକାଧିକ…

ସୋସିଆଲ ମିଡିଆରେ ଧୋନୀଙ୍କ ୫ବର୍ଷର ଝିଅକୁ…

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦଳ ଲଗାତର ଭାବେ ପରାଜୟବରଣ କରୁଛି। ଦଳ ଖେଳିଥିବା ୬ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ଲାଭ କରିଛି। ଅଧିନାୟକ ଧୋନୀଙ୍କ ବ୍ୟାଟିଂ ମଧ୍ୟ ନିରାଶ କରିଛି। ଦଳର ଏହି ପ୍ରଦର୍ଶନରେ…

୨୨ ବର୍ଷ ବୟସରେ ପନ୍ଥଙ୍କ ପାଖେ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ତେବେ ଭାରତୀୟ ଦଳର ଓ୍ବିକେଟ ରକ୍ଷକ ବିକଳ୍ପ କିଏ ହେବ। ଏନେଇ ଲାଗି ରହିଛି କଳ୍ପନାଜଳ୍ପନା। ହେଲେ ଭାରତୀୟ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା…