Odisha Link
Bridging the Missing Links in Odisha
Browsing Tag

Night Curfew

କାଲିଠୁ ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁଣି ଫେରିଲା ନାଇଟ କର୍ଫ୍ୟୁ। କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ। ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ। କରୋନା ସଂକ୍ରମଣ…

ଫେରିଲା ନାଇଟ୍‌ କର୍ଫ୍ୟୁ, ଆଜି ରାତି…

ଭୁବନେଶ‌୍ବର: ନୂଆବର୍ଷ ପୂର୍ବରୁ କଟକଣା ଲଗାଇଲେ ରାଜ୍ୟ ସରକାର। କରୋନାର ନୂଆ ଷ୍ଟ୍ରେନ୍‌ ଓ ନୂଆବର୍ଷ ପାଳନକୁ ଚେକ୍‌ ଦେବା ପାଇଁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଏନେଇ ଟୁଇଟ କରି ସୂଚନା…

ନୂଆବର୍ଷ ପୂର୍ବରୁ ଫେରିଲା ନାଇଟ୍‌…

ନୂଆଦିଲ୍ଲୀ: ରାତି ପାହିଲେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ। ହେଲେ ଏହା ପୂର୍ବରୁ ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି। ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ…

କୋଭିଡ୍‌ ନୂଆ ଷ୍ଟ୍ରେନ୍: ଏହି ରାଜ୍ୟରେ…

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି କୋଭିଡ୍‌ର ନୂଆ ଷ୍ଟ୍ରେନ୍। ବ୍ରିଟେନ‌ରୁ ଆରମ୍ଭ ହୋଇଥିବା ଏହି ନୂଆ ସଂକ୍ରମଣ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ସରକାର ସତର୍କ ହେବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ

ମୁମ୍ବାଇ: ଦେଶରେ ଶୀତ ଲହରୀ ବଢ଼ୁଥିବାବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କରୋନା ସଂକ୍ରମଣକୁ ନଜରରେ ରଖି ପଦକ୍ଷେପ ନେବାକୁ ସ୍ଥିର କରିଲେଣି। ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାରଠୁ ନାଇଟ୍‌ କର୍ଫ୍ୟୁ ଜାରି କରାଯିବ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ୫…

ଆଜିଠୁ ଏହି ସହରରେ ରାତ୍ରୀକାଳୀନ କର୍ଫ୍ୟୁ…

ଅହମ୍ମଦାବାଦ: କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ପୁଣି ଥରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। କରୋନା ସ୍ଥିତିକୁ ଦେଖି ଗୁଜରାଟ ଅହମ୍ମଦାବାଦରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ରାତ୍ର ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ…

ଓଡ଼ିଶାର ଅନ୍‌ଲକ୍-୩: ରାତ୍ରକାଳୀନ…

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। କେନ୍ଦ୍ର ସରକାରଙ୍କ ପରେ ଆଜି ରାଜ୍ୟ ସରକାର ଜାରି କରିଛନ୍ତି ଅନ୍‌ଲକ୍-୩ ଗାଇଡଲାଇନ୍। ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ କଟକଣା ରହିବ। ଅର୍ଥାତ ଜରୁରୀ ସେବା ଓ ଯାତାୟାତକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।…

ରଜ ପାଇଁ ଆଜି ରାତି ୧୦ ଯାଏଁ କର୍ଫ୍ୟୁ…

ଭୁବନେଶ୍ୱର: ଆଗକୁ ଆସୁଛି ରଜ। ସେଥିପାଇଁ ଆଜି ରାଜ୍ୟରେ ରଜ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ। ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଶୁକ୍ରବାର…

ରଜ ପାଇଁ ଶୁକ୍ରବାର କର୍ଫ୍ୟୁ କୋହଳ

ଭୁବନେଶ୍ୱର: ଆଗକୁ ଆସୁଛି ରଜ। ରଜ ପୂର୍ବରୁ କୋହଳ ହେବ କର୍ଫ୍ୟୁ। ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଶୁକ୍ରବାର ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ।…