Odisha Link
Bridging the Missing Links in Odisha
Browsing Tag

Nirbhaya Case

ନିର୍ଭୟା ମାମଲା: ଦୋଷୀଙ୍କୁ ଫାଶୀ…

ନୂଆଦିଲ୍ଲୀ: ୩ ଥର ଡେଥ୍‌ ଓ୍ବାରେଣ୍ଟର ଖାରଜ ହେଲା ପରେ ଆସନ୍ତା ୨୦ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଛି। ଏହି କାର୍ଯ୍ୟକୁ ସମ୍ପାଦନ କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ ମୀରଟର ହ୍ୟାଙ୍ଗମ୍ୟାନ ପବନ ଜହ୍ଲାଦଙ୍କୁ…

ସୁପ୍ରିମକୋର୍ଟରୁ ନିରାଶ ହେଲେ ନିର୍ଭୟା…

ନୂଆଦିଲ୍ଲୀ: ICJ ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ମୃତ୍ୟୁଦଣ୍ଡ ରହିତାଦେଶ ପାଇଁ ICJ(ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ୩ ନିର୍ଭୟା ଦୋଷୀ ଅକ୍ଷୟ, ପବନ ଏବଂ ବିନୟ ICJ (ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା…

ନିର୍ଭୟା ମାମଲା: ଦୋଷୀ ବିନୟର ନୂଆ ଚାଲ,…

ନୂଆଦିଲ୍ଲୀ: ମାର୍ଚ୍ଚ ୨୦ ତାରିଖରେ ନିର୍ଭୟା ମାମଲାର ୪ ଅଭିଯୁକ୍ତ ଫାଶି ପାଇବା ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ହେଲେ ପୁଣି ଫାଶୀ ନେଇ ସୃଷ୍ଟି ହେଲା ଅନିଶ୍ଚିତତା। ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ପୁଣି ନୂଆ ଚାଲ ଖେଳିଲେ ଦୋଷୀ। https://twitter.com/ANI/status/1236967048434995200 ଆଜି…

ଫାଶିରୁ ବର୍ତ୍ତିବା ପାଇଁ ଗଳାବାଟ…

ନୂଆଦିଲ୍ଲୀ: ଫାଶିରୁ ବର୍ତ୍ତିବା ପାଇଁ ପୁଣି ଆଇନର ଗଳାବାଟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ଗତକାଲି ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ସକାଳ ୫.୩୦ରେ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ କରିଛି ପଟିଆଲା ହାଉସ କୋର୍ଟ। ମାତ୍ର ପୁଣି ଫାଶି ତାରିଖକୁ ଟାଳିବା ପାଇଁ ନୂଆ ଉପାୟ ଖୋଜୁଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା…

ଅପେକ୍ଷା କରି ଥକି ଗଲିଣି : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି…

ଆଉ କେତେ ଥର ଫାଶୀ ଦିଆଯିବ, ସେମାନେ କ’ଣ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି…

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।…

ନିର୍ଭୟା ମାମଲା: ଆଜି ୪ ଦୋଷୀଙ୍କ ନୂଆ…

ନୂଆଦିଲ୍ଲୀ: ଆଜି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପାଇଁ ନୂଆ ଡେଥ ଓ୍ବାରେଣ୍ଟ ଜାରି ହେବ। ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବାଟ ନାହିଁ। ସବୁ ବିକଳ୍ପକୁ ଖୁବ୍ ଭଲଭାବେ ବ୍ୟବହାର କରିଥିବା ଦୋଷୀ ଏବେ ଫାଶୀଖୁଣ୍ଟରେ ଝୁଲିବେ। ତିହାଡ୍ ପ୍ରଶାସନ ନୂଆ ଡେଥ୍ ୱାରେଣ୍ଟ୍ ପାଇଁ ପଟିୟାଲା…

ନିର୍ଭୟା ମାମଲା: ନୂଆ ଡେଥ୍ ଓ୍ୱାରେଣ୍ଟ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ଆଜି ଖାରଜ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଅନ୍ୟ ୩ ଦୋଷୀ ମଧ୍ୟ ରାଜକ୍ଷମା ଆବେଦନ କରିଥିଲେ। ଏଥିସହ ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି। ପବନ ଗୁପ୍ତାର…

ନିର୍ଭୟା ମାମଲା: ଦୋଷୀ ପବନର ରାଜକ୍ଷମା…

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପବନ ଗୁପ୍ତା ଆବେଦନ କରିଥିବା ରାଜକ୍ଷମା ଖାରଜ। ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତ ୨ତାରିଖ ଦିନ ରାଷ୍ଟ୍ରପତିଙ୍କ ନିକଟରେ ପବନର ଓକିଲ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ସେହିପରି ୨ତାରିଖ ଦିନ ପବନର କ୍ୟୁରେଟିଭ ପିଟିସନ ମଧ୍ୟ…