Odisha Link
Bridging the Missing Links in Odisha
Browsing Tag

Nirbhaya

ନିର୍ଭୟା ମାମଲା : ବଲିଉଡ ସେଲିବ୍ରେଟି…

ନୂଆଦିଲ୍ଲୀ: ଆଜି ସକାଳେ ନିର୍ଭୟାଙ୍କ ଗ୍ୟାଙ୍ଗ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କୁ ଫାଶୀ ଦିଆଯାଇଥିଲା । ବଲିଉଡର ସେଲିବ୍ରିଟିମାନେ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ଓ ଯେଉଁମାନେ ଏପରି ଜଘନ୍ୟ ଅପରାଧ କରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି…

ନ୍ୟାୟ ମିଳିଲା : ମୋଦି

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର ଆଜି ସକାଳ ସାଢେ ୫ଟାରେ ଫାଶିଖୁଣ୍ଟରେ ଝୁଲିଛନ୍ତି। ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ପ୍ରଧାନମନ୍ତ୍ରୀ…

ନିର୍ଭୟା ଦୋଷୀଙ୍କୁ ଫାଶି ପରେ କିଏ କଣ…

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ନିର୍ଭୟା ୪ ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର ଆଜି ସକାଳ ସାଢେ ୫ଟାରେ ଫାଶିଖୁଣ୍ଟରେ ଝୁଲିଛନ୍ତି। ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ବିଭିନ୍ନ ମହଲରେ…

ନିର୍ଭୟା ମାମଲା : ପଓ୍ବନର କ୍ୟୁରେଟିଭ୍…

ନୂଆଦିଲ୍ଲୀ: ଗତକାଲି ୪ ନିର୍ଭାୟା ଦୋଷୀଙ୍କୁ ଫାଶୀ ହେବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପଓ୍ବନର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ୬ଜଣିଆ ଖଣ୍ଡପୀଠ ପଓ୍ବନର କ୍ୟୁରେଟିଭ…

ଜାନୁଆରୀ ୨୨ରେ ଫାଶୀରେ ଝୁଲିବେ ୪…

ନୂଆଦିଲ୍ଲୀ: ଫାଶୀରେ ଝୁଲିବେ ନିର୍ଭୟା ବଳତ୍କାରୀ । ଜାନୁଆରୀ ୨୨ ସକାଳ ୭ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ । କୋର୍ଟ ୪ ଦୋଷୀଙ୍କ ନାଁରେ ଡେଥ୍ ୱାରେଣ୍ଟ ଜାରି କଲା । ପଟିୟାଲା ହାଉସ୍ କୋର୍ଟ ଏହି ୱାରେଣ୍ଟି ଜାରି କରିଥିଲେ । ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ…

ନିର୍ଭୟା: ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା…

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ହୋଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୮ ତାରିଖରେ ଏହି ଆବେଦନର ଶୁଣାଣି ହେବ। ନିର୍ଭୟା ମାମଲାର ଦୋଷୀମାନଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ଦାବି କରି…

ନିର୍ଭୟା: ଆସନ୍ତା ୧୭ରେ ରିଭ୍ୟୁ ଆବେଦନର…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ନିର୍ଭୟା ଦୁଷ୍କର୍ମକାରୀ ଅକ୍ଷୟ କରିଥିବା ରିଭ୍ୟୁ ଆବେଦନର। ୨୦୧୨ ମସିହାର ଏହି ମାମଲାରେ ସୁପ୍ରିମ୍‌କୋର୍ଟ ୨୦୧୭ ମସିହାରେ ଏହି ୪ ଜଣଙ୍କୁ ଦୋଷୀ ଦର୍ଶାଇ ତଳ କୋର୍ଟର ରାୟ କାଏମ ରଖିଥିଲେ। ନିର୍ଭୟା ଗଣଦୁଷ୍ମର୍ମ ଓ ହତ୍ୟା ମାମଲାରେ ୪ ଜଣ…

ନିର୍ଭୟା ଦୁଷ୍ମର୍ମ ମାମଲା: ରାଜକ୍ଷମାକୁ…

ନୂଆଦିଲ୍ଲୀ: ଆଜି ସକାଳୁ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି ପୁଲିସ୍। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ଭୟା ଘଟାଣର ଦୋଷୀମାନଙ୍କୁ ଫାଶୀ ଦଣ୍ଡ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଘୋଷଣା…