Odisha Link
Bridging the Missing Links in Odisha
Browsing Tag

NITI AYOGA

ନୀତି ଆୟୋଗର ବିକାଶ ସୂଚକାଙ୍କ ରିପୋର୍ଟ:…

ନୂଆଦିଲ୍ଲୀ: ନୀତି ଆୟୋଗର ବିକାଶ ସୂଚକାଙ୍କ ୨୦୨୦-୨୧ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ୧୭ଟି ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପ୍ରଦର୍ଶନକୁ ଆକଳନ କରାଯାଇଛି। ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓ ପରିବେଶ ସ୍ଥିତିକୁ ବିଚାରକୁ ନିଆଯାଇଛି। ଦିଲ୍ଲୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି…

ଦେଶ ଏବେ ଦ୍ରୁତଗତିରେ ବିକାଶ ଆଡ଼କୁ…

ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦୀ ମଧ୍ୟ ଆଲୋଚନା…

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇ କରଣ…

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କିଙ୍ଗ ସେକ୍ଟରରେ ହେଉଥିବା କ୍ଷତିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ମତରେ ଯେତିକି କମ୍‌ ସରକାରୀ ବ୍ୟାଙ୍କ ରହିବ ସେତେ ଭଲ କାମ ହୋଇ ପାରିବ ଏବଂ ବ୍ୟାଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଦ୍ଧାର ଆସିବ। ଏହାକୁ ନଜରରେ ରଖି ନୀତି ଆୟୋଗ…

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ: ଦିନକୁ ଦିନ ସାରାଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି। ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ ଓ ମଧ୍ୟପ୍ରଦେଶ ପରି କିଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାର ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପରିସ୍ଥିତି ଉଦବେଗ ଜନକ। ଏଠାରେ…

‘ନୀତି ଆୟୋଗ’ ଢ଼ାଞ୍ଚାରେ…

ଭୁବନେଶ୍ବର: ବଦଳିବ ରାଜ୍ୟ ଯୋଜନା ବୋର୍ଡର ରୂପରେଖ। ‘ନୀତି ଆୟୋଗ’ ଢ଼ାଞ୍ଚାରେ ଗଠନ ହେବ ଯୋଜନା ବୋର୍ଡର ରୂପରେଖ। ଏହି ପୁନର୍ଗଠନ କାମ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,…

ଜଳସଙ୍କଟର ଶିକାର ହେବ ଓଡ଼ିଶା: ନୀତି ଆୟୋଗ

ଭୁବନେଶ୍ବର: କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ବଞ୍ଚିବା ଅସମ୍ଭବ। ହେଲେ ନୀତି ଆୟାଗର ରିପୋର୍ଟ ଯାହା କହୁଛି ଆପଣ ଶୁଣିଲେ ଆପଣଙ୍କର ନିଦ ହଜିଯିବ। ଦେଶରେ କିଛି ରାଜ୍ୟ ଜଳସଙ୍କଟ ଦେଇ ଗତି କରିଛୁନ୍ତି। ଯଦି ଓଡ଼ିଶା ଏଥିପ୍ରତି ସେଚତନ ନହୁଏ ତେବେ ଓଡ଼ିଶା ମଧ୍ୟ ଅନ୍ୟରାଜ୍ୟଙ୍କ ଭଳି ଜଳ ସଙ୍କଟର ଶିକାର…

ଆଜି ନୀତି ଆୟୋଗ ବୈଠକ, ଓଡ଼ିଶାରୁ ଗଲେ…

ଭୁବନେଶ୍ବର: ଆଜି ମୁମ୍ବାଇରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ଏହି ବୈଠକରେ ଯୋଗ ଦେଇପାରିବେନି। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏଥିରେ ଯୋଗ ଦେବେ। ବୈଠକରେ ଯୋଗ ଦେବା ପାଇଁ ମନ୍ତ୍ରୀ ଅରୁଣ ସାହୁ ଆଜି ସକାଳୁ ମୁମ୍ବାଇ…

ଆଜି ପଞ୍ଚମ ନୀତି ଆୟୋଗ ବୈଠକ: ମମତା ଏବଂ…

ନୂଆଦିଲ୍ଲୀ: ଆଜି ନୀତି ଆୟୋଗର ପଞ୍ଚମ ସାଧାରଣ ପରିଷଦ ବୈଠକ। ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆଜି ଏହି ବୈଠକ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ପଞ୍ଚମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଦେଶର…