Odisha Link
Bridging the Missing Links in Odisha
Browsing Tag

Nitin Gadkari

ନୀତିନ ଗଡ଼କରୀ-ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି ।…

ତୈଳ ଦରରେ ଲାଗୁନି ଅଙ୍କୁଶ, ହାଇଡ୍ରୋଜେନ…

ଓଏଲ୍‌ ବ୍ୟୁରୋ: ବିଗତ କିଛି ଦିନ ହେବ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଯାହାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ କରି ଚାଲିଛନ୍ତି ଜନତା। ଏସବୁ ମଧ୍ୟରେ ଆଜି ସଂସଦରେ ଗ୍ରୀନ୍‌ ହାଇଡ୍ରୋଜନ ପାଓ୍ବାର କାର୍‌ ଧରି ପହଁଞ୍ଚିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀ।…

ଦେଶରେ ଟିକାର ଅଭାବ ଦୂର ନେଇ ପ୍ରସ୍ତାବ…

ନୂଆଦିଲ୍ଲୀ: ଦେଶରେ ଅରାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। ହୁହୁ ହୋଇ ସଂକ୍ରମଣ ହାର ଧ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏଥିସହ ଭ୍ୟାକ୍ସିନର ଅଭାବ ମଧ୍ୟ ଜାରି ରହିଛି। ଏହାକୁ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟିକା ଅଭାବ କେମିତି ଦୂର କରାଯାଇ ପାରିବ ସେ ନେଇ ଏକ ବଡ ପ୍ରସ୍ତାବ…

ଦେଶରେ କୋଭିଡ୍‌ ପରିଚାଳନା: ଅସନ୍ତୋଷ…

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟନ୍‌ ସ୍ବାମୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା ବୋଲି ସେ କହିଛନ୍ତି। ଦେଶର କୋଭିଡ୍‌ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ…

ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କଲେ…

ନୂଆଦିଲ୍ଲୀ: ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହା ଦେଶରେ ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟର। ଏହା ଦ୍ବାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରାଯାଇଛି। ଲୋକାର୍ପଣ ହୋଇଥିବା…

ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା…

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନ ବିଚାରପତି(ସିଜେଆଇ) ଏସ.ଏ. ବୋବଡେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମସ୍ତ ସାଧାରଣ ପରିବହନ ଏବଂ ସରକାରୀ ଯାନକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ ଚାଳିତ…

୪୭,୫୦୦ ଟଙ୍କା ତଣ୍ଡ ଗଣିଥିବା ଅଟୋ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏସ୍‌ଆଇମ୍‌ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଯୋଗ ଦେଇ ଗଡ଼କରୀ ନୂଆ ଟ୍ରାଫିକ ନିୟମ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, “ଟ୍ରାଫିକ ଉଲ୍ଲଙ୍ଘନ ଜୋରିମାନା ସୀମାକୁ ବୃଦ୍ଧି କରିବାକୁ ସରକାରଙ୍କ ଇଚ୍ଛା ନାହିଁ।…

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଜୋରିମାନା…

ନୂଆଦିଲ୍ଲୀ: ନୂଆ ଟ୍ରାଫିକ୍‌ ନିୟମକୁ ନେଇ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସେପ୍ଟେମ୍ବର ୧ ଠାରୁ ଦେଶରେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ପ୍ରଥମଥର ପାଇଁ ଏ ବାବଦରେ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ।…