Odisha Link
Bridging the Missing Links in Odisha
Browsing Tag

NITISH KUMAR

ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍: ଆଗରେ…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍। ପ୍ରକାଶିତ ପୋଲ ଅନୁଯାୟୀ ଜାନୁଆରୀ ୨୦୨୦ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସର୍ବାଧିକ ଲୋକ ମତ ଦେଇଛନ୍ତି। ୧୮% ଭୋଟ୍‌ ସହ ଯୋଗୀ ଆଦିତ୍ୟନାଥ ତାଲିକାର…

ସିଏଏ ଓ ଏନଆସିକୁ ନେଇ ଆମ ମତ ସ୍ପଷ୍ଟ…

ପାଟଣା: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନଆରସିକୁ ନେଇ ପୁଣି ଥରେ ଜନତା ଦଳ ୟୁନାଇଟେଡରେ ମତଭେଦ ଦେଖା ଯାଇଛି। ଜାନୁଆରୀ ୨୧ ତାରିଖରେ ଦଳର ବରିଷ୍ଠ ନେତା ତଥା ମହାସଚିବ ପବନ ବର୍ମା ନୀତୀଶ କୁମାରଙ୍କୁ ସିଏଏ ଓ ଏନଆରସିକୁ ନେଇ ଚିଠି ଲେଖିଥିଲେ। ଯେଉଁଥିରେକି ଦିଲ୍ଲୀ ନିର୍ବାଚନରେ ବିଜେପି ସହିତ ଅକାଳୀ…

ବିହାର: ସିଏଏ ଓ ଏନଆରସି ବିପକ୍ଷରେ…

ବିହାର: ଆଜି ବିହାର ବିଧାନସଭା ବାହାରେ ରାଷ୍ଟ୍ରୀୟ ଜନତା ଦଳ(ରାଜଦ)ର ବିଧାୟକ ମାନେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) କୁ ବିରୋଧ କରିଛନ୍ତି। ରାଜ୍ୟରେ ସିଏଏ ଓ ଏନଆରସିକୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ରାଜଦ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ବିହାର…

ବିହାର ମୁଖ୍ୟମନ୍ତ୍ରୀ ନିଖୋଜ, ଲାଗିିଲା…

ପାଟନା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ସାରା ଦେଶରେ ଜଳୁଛି ନିଆଁ। ଉତ୍ତର-ପୂର୍ବ ଭାରତ ସହ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି। ଏଥିରୁ ବିହାର ମଧ୍ୟ ବାଦ ପଡ଼ିନି। ହେଲେ ବିହାରରେ ସିଏଏକୁ ନେଇ ଭିନ୍ନ ଢ଼ଙ୍ଗରେ ଦେଖିବାକୁ ମିଳିଛି ପ୍ରତିବାଦ। ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ…

ନୀତୀଶ-ପ୍ରଶାନ୍ତ କୁମାର ସାକ୍ଷାତକାର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ଜେଡିୟୁରେ ଫାଟ ସୃଷ୍ଟି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ସିଏବିକୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧେୟକକୁ ସମର୍ଥନ କରିବା ନେଇ ଦଳର ଉପସଭାପତି ତଥା…

ସିଏବି: ସିଏବିକୁ ନେଇ ଜେଡିୟୁରେ ଫାଟ!,…

ପାଟନା: ନାଗରିକ ସଂଶୋଧନ ବିଲ(ସିଏବି)କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲାଗି ରହିଛି ହିଂସା। ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଛି ସିଏବି। ସିଏବିକୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ।…

ପୂର୍ବଭଳି ମୋଦୀଙ୍କ ସହ ଭଲ ସମ୍ପର୍କ ଅଛି:…

ପାଟନା: ଜାତୀୟ ରାଜନୀିତ ସଦାବେଳେ ସରଗରମ। କେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯୋର ଚର୍ଚ୍ଚା ଚାଲୁଛିତ ଆଉ କେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା। ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପ୍ରଧାନମନ୍ତ୍ରୀ…