Odisha Link
Bridging the Missing Links in Odisha
Browsing Tag

NITISH KUMAR

ବିହାର ନିର୍ବାଚନ: ଏହି ମାସରେ ଘୋଷଣା ହେବ…

ପାଟନା:କରୋନା କାଳରେ ପାଖେଇ ଆସୁଛି ନିର୍ବାଚନ ଋତୁ। ଚଳିତ ବର୍ଷ ଶେଷ ଆଡ଼କୁ ହେବ ବିହାର ବିଧାନସଭା ନିର୍ବାଚନ। ଯାହାକୁ ନଜରରେ ରଖି ଚଳଚଞ୍ଚଳ ବିହାର ରାଜନୀତି। ନିର୍ବାଚନ ପାଇଁ ସେପ୍ଟେମ୍ବରରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ନିର୍ବାଚନକୁ ଆଖି…

ମୁମ୍ବାଇରେ ସୁଶାନ୍ତଙ୍କୁ ପରିଚୟ ମିଳିଛି…

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୁୃତ୍ୟୁକୁ ପାଖାପାଖୀ ୨ମାସ ବିତିଗଲାଣି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ। ଅପରପକ୍ଷେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ସାରିଛି। ସୁଶାନ୍ତଙ୍କ…

ବିହାର ମୁଖ୍ୟମନ୍ତ୍ରୀଙ୍କ ନୂଆ ନାମ…

ପାଟନା: ବିହାରରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ୨୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ୨ଶହ ଟପିଛି ମୃତକଙ୍କ ସଂଖ୍ୟା। ବିହାରରେ ଅନୁନ୍ନତ ସ୍ବାସ୍ଥ୍ୟ ସେବା ଯୋଗୁ ହଇରାଣ ହେଉଥିବା ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଛି। ଏପରିକି…

କରୋନା ଭାଇରସ୍: ନୀତୀଶଙ୍କ ବଡ଼ ଘୋଷଣା,…

ପାଟନା: କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆପଣାଉଛନ୍ତି ବିଭିନ୍ନ ଉପାୟ। ଏହାରି ମଧ୍ୟରେ ଏହି ଭାଇରସର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବିହାର ସରକାର। କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ…

ଜାତି ଆଧାରିତ ଜନଗଣନା ସପକ୍ଷରେ ନୀତୀଶ…

ପାଟନା: ବିହାର ବଜେଟ ଅଧିବେଶନର ୪ର୍ଥ ଦିନରେ ଜାତି ଆଧାରିତ ଜନଗଣନା ସପକ୍ଷରେ ନୀତୀଶ କୁମାରଙ୍କ ଶାସିତ ଦଳ ଗୃହରେ ପ୍ରସ୍ତାବ ପାରିତ କରିଛନ୍ତି। ଜାତି ଆଧାରିତ ଜନଗଣନା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ପ୍ରସ୍ତାବ ଦ୍ବାରା ୨୦୨୧ ଜନଗଣନା ଜାତି ଆଧାରିତ ହେଉ ବୋଲି କେନ୍ଦ୍ର…

ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେଲେ…

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ବିହାର ମୁଖ୍ୟମନ୍ତ୍ରୀଙ୍କୁ ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଏନଆରସି ଓ ଏନପିଆରକୁ ନେଇ ନିଜ କଥାରେ ଅଟଳ ରହିଥିବା ନୀତୀଶ କୁମାରଙ୍କୁ ମୋର ଧନ୍ୟବାଦ। ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ, ଏନଆରସି ଓ…

ବିହାରରେ ଲାଗୁ ହେବ ନାହିଁ ଏନଆରସି:…

ପାଟନା: ବିହାରରେ ଲାଗୁ ହେବ ନାହିଁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) । ଅନ୍ୟପଟେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ୨୦୧୦ ମସିହାରେ ଯେଉଁ ପ୍ରକ୍ରିୟାରେ ହୋଇଥିଲା ସେହି ଆଧାରରେ ମଧ୍ୟ ବିହାରରେ କାର୍ଯ୍ୟକାରୀ ହେବ। ସେ ନେଇ ଆଜି ବିହାର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ବିହାର…

୨୦୨୦ରେ ‘ନୀତୀଶ ବଧ’ ହେବ:…

ବୈଶାଳୀ: ଚଳିତବର୍ଷ ଶେଷ ଆଡ଼କୁ ହୋଇପାରେ ବିହାର ବିଧାନସଭା ନିର୍ବାଚନ। ଏଥିପାଇଁ ଏବେଠୁ ବିହାରରେ ଦେଖିବାକୁ ମିଳୁଛି ଦଳୀୟ କାର୍ଯ୍ୟକ୍ରମ। ଏହାରି ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକାଠି…

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ତିନି ରାଜନୈତିକ ଦଳ। ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକାଠି…

ଜେଡିୟୁରୁ ବିଦା ହେଲେ ପ୍ରଶାନ୍ତ କିଶୋର…

ପାଟନା: ନିର୍ବାଚନ ରଣନୀତିଜ୍ଞ ଭାବେ ବେଶ ଜଣାଶୁଣା ତଥା ଜେଡିୟୁ ଦଳର ଉପସଭାପତି ପ୍ରଶାନ୍ତ କିଶୋର ଏବଂ ବିଦ୍ରୋହୀ ପୱନ ବର୍ମାଙ୍କୁ ନୀତୀଶ କୁମାରଙ୍କ ଜେଡିୟୁ ଦଳ ଆଜି ଳରୁ ବହିଷ୍କାର କରିଛି। ଗତ କିଛି ଦିନ ହେଲା ଦଳର ଶୀର୍ଷ ସ୍ତରର ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିବା ପରେ ଏଭଳି ପଦକ୍ଷେପ…