Odisha Link
Bridging the Missing Links in Odisha
Browsing Tag

ODISHA ASSEMBLEY BUDGET

ଓଡ଼ିଶା ବିଧାନସଭା: ଆଜିଠୁ ମୌସୁମୀ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଦିନ ୧୧ଟାରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ଚଳିତ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି।ଆଜି ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ସହ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବ। ପ୍ରଥମ ଦିନରେ ଆଜି ୨୦୨୩-୨୪…

ଆଜିଠୁ ବଜେଟ ଅଧିବେଶନ: ଲାଗିଲା…

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନ। ଗତ ବିଧାନସଭା ଅଧିବେଶନରେ ତିନି ତିନୋଟି ଆତ୍ମାହୁତି ଉଦ୍ୟମ ଘଟଣା ଘଟିଥିଲା। ଯାହାକୁ ନେଜରରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ୍‌ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ଆଜିଠୁ ବିଧାନସଭା ଅଧିନେବେଶନର…

ଇତିହାସରେ ପ୍ରଥମଥର ପାଇଁ ଲୋକସେବା ଭବନରେ…

ଭୁବନେଶ୍ବର: ବିଧାନସଭାରେ ନୂଆ ଇତିହାସ ସୃଷ୍ଟି କରାଇଲା ମହାମାରୀ କରୋନା ଭାଇରସ୍। କାରଣ ବିଧାନସଭାର ଅସମାପ୍ତ ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଦଳର ୩୦ ପ୍ରତିଶତ ବିଧାୟକ ବି ଆଜି ଉପସ୍ଥିତ ରହିଛନ୍ତି।…

ନୈରାଶ୍ୟଜନକ ବଜେଟ୍: ପ୍ରଦୀପ୍ତ

ଭୁବନେଶ୍ୱର : ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍ ପରିମାଣ ମୋଟ୍ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ହୋଇଥିବା ବେଳେ ଏହାକୁ ନୈରାଶଜନକ କହିଛନ୍ତି ବିରୋଧୀ ଦଳ ନେତା ଏବଂ କଂଗ୍ରେସର ବରିଷ୍ଠ ନେତା ନରସିଂହ…

ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନା କଲେ…

ଭୁବନେଶ୍ୱର : ଆଜି ବିଧାନସଭାରେ ଖୋଲିଲା ନିରଞ୍ଜନ ପୂଜାରୀଙ୍କ ପେଡ଼ି। ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର ୭୧୪ କୋଟି ଟଙ୍କା କୃଷି…

ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ…

ଭୁବନେଶ୍ବର: ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଷୋଡ଼ଶ ବିଧାନସଭାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ ପ୍ରଥମେ କୃଷି ବଜେଟ ଉପସ୍ଥାପିତ କରିଛନ୍ତି। ଏଥି ସହିତ ଆଉ କଣ…