Odisha Link
Bridging the Missing Links in Odisha
Browsing Tag

Oxygen Plant

ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର…

ଓଏଲ୍‌ ବ୍ୟୁରୋ: ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ ଅଞ୍ଚଳରେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେହି ଅଞ୍ଚଳର ଲୋକ ଘର ବାହାରକୁ ଚାଲି…

ବ୍ରହ୍ମପୁର ଏମକେସିଜି ମେଡିକାଲରେ…

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆରମ୍ଭ ହେଲା ଲିକ୍ଯୁଡ୍ ଅକ୍ସିଜୋନ୍ ପ୍ଳାଣ୍ଟ। ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଆଜିଠାରୁ ଏହି ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଳାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଗଞାମ…

ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ୍‌…

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଅକ୍ସିଜେନ୍‌। ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ଏହି ଅକ୍ସିଜେନ୍‌ ପ୍ଲାଣ୍ଟ ହେବ।…

ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍‌…

ନୂଆଦିଲ୍ଲୀ: ଦେଶର ସବୁ ଜିଲ୍ଲାରେ ଅମ୍ଲଜାନ ପ୍ରସ୍ତୁତି କାରଖାନା ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପିଏମ୍‌-କେୟାର୍ସ ଫଣ୍ଡରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଦେଶ ସାରା ମୋଟ ୫୫୧ଟି ପ୍ଲାଣ୍ଟ ବସିବ। ଏହି ପ୍ଲାଣ୍ଟ୍‌ ସବୁକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି…