Odisha Link
Bridging the Missing Links in Odisha
Browsing Tag

Pakistan

ଇମ୍ରାନ ଖାନ୍ ଗିରଫ ଘଟଣା: ଇସଲାମାବାଦ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଥିଲା। ଗିରଫ ହୋଇଥିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ଘଟଣାରେ ହସ୍ତକ୍ଷେପ କଲେ ପାକିସ୍ତାନ ସୁପ୍ରିମକୋର୍ଟ। ୧ ଘଣ୍ଟା…

ବିସ୍ଫୋରଣରେ ଉଡ଼ିଗଲା ପୁଲିସ ଷ୍ଟେସନ, ୧୨…

ଓଏଲ୍‌ ବ୍ୟୁରୋ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ଉଡ଼ିଗଲା ପୁଲିସ ଷ୍ଟେସନ। ଚାଲିଗଲା ୧୨ରୁ ଉର୍ଦ୍ଧ୍ବ ପୁଲିସଙ୍କ ଜୀବନ। ଏଥିସହିତ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଘଟଣା ଗତକାଲି ରାତିରେ ପାକିସ୍ତାନର ସ୍ବାତରେ ଘଟିଛି। ଯାହାଫଳରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଗତକାଲି ସୋମବାର ଦିନ…

ଆଜି ବି ଇମ୍ରାନ୍‌ ଖାନଙ୍କୁ ଗିରଫ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଗିରଫକୁ ନେଇ ଚାଲିଛି ଛକପଞ୍ଝା। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘର ଆଗରେ ଡେରା ଜମାଇଛି। ଏହାରି ଭିତରେ ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।…

ରାଓ୍ବଲପିଣ୍ଡି ଟେଷ୍ଟ ଜିତିଲା ଇଂଲଣ୍ଡ,…

ଓଏଲ୍‌ ବ୍ୟୁରୋ: ପାକିସ୍ତନାର ରାଓ୍ବଲପିଣ୍ଡିରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଇଂଲଣ୍ଡ। ପାକିସ୍ତାନକୁ ୭୪ ରନରେ ପରାସ୍ତ କରିଛି ବେନ୍‌ ଷ୍ଟୋକ୍ସଙ୍କ ଇଂଲଣ୍ଡ ଦଳ । ଏଥିସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ୨୨ ବର୍ଷ ପରେ ପାକିସ୍ତାନକୁ ତାର ମାଟିରେ ଇଂଲଣ୍ଡ…

ରାୱଲପିଣ୍ଡି ଟେଷ୍ଟରେ ଇତିହାସ ରଚିଲା…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍‌ ଖେଳୁଛି ଇଂଲଣ୍ଡ। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ୧୧୨ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛି ଇଂଲଣ୍ଡ। ପ୍ରଥମ ଦଳ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନରେ ୫୦୦ ରନ୍ କରିଛି ଇଂଲଣ୍ଡ। ରାଓ୍ବଲପିଣ୍ଡିରେ…

ଶେଷ ବଲରେ ବାଜି ମାରିଲା ପାକିସ୍ତାନ

ଦୁବାଇ: ରୋମାଞ୍ଚକରେ ମ୍ୟାଚରେ ହାରିଲା ଟିମ୍‌ ଇଣ୍ଡିଆ। ଅଣ୍ଡର-୧୯ ଏସିଆ କପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ପାକ୍‌ ଦଳର ଦମଦାର ବିଜୟ। ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ ରନକରିଥିଲା ଟିମ୍‌ ଇଣ୍ଡିଆ। ଜବାବରେ ଶେଷ ବଲରେ ଚୌକା ମାରି ବିଜୟୀ ହୋଇଛି…

ପାକିସ୍ତାନ ଆମର ଦ୍ଵିତୀୟ ଘର: ତାଲିବାନ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି। ଆଫଗାନିସ୍ତାନ କବ୍‌ଜା କରିବା ପରେ ତାଲିବାନ ଏବେ ସରକାର ଗଠନ କରିବା ଆରମ୍ଭ କରିଛି। ଏସବୁ ମଧ୍ୟରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ନିଜର ଦ୍ଵିତୀୟ ଘର ମାନିଥାଏ। ଆଫଗାନିସ୍ତାନର ମାଟି…

ପାକିସ୍ତାନୀଙ୍କ ପ୍ରିୟ ଦୂରଦର୍ଶନ

ନୂଆଦିଲ୍ଲୀ: ଭାରତୀୟ ସରକାରୀ ଚ୍ୟାନେଲ ଦୂରଦର୍ଶନ ପ୍ରେମରେ ପାକିସ୍ତାନୀ। ଏକଥା ଆପଣଙ୍କୁ ଅଜବ ଲାଗୁଥଲେ ମଧ୍ୟ ଏକଦମ୍‌ ସତ। ଭାରତୀୟଙ୍କ ପରେ ଦୂରଦର୍ଶନ ଓ ଅଲ୍‌ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍‌ ଚ୍ୟାନେଲକୁ ସବୁଠୁ ଅଧିକ ପାକିସ୍ତାନବାସୀ ଦେଖୁଛନ୍ତି। ଅର୍ଥାତ୍‌ ଭାରତୀୟଙ୍କ ପରେ ପାକିସ୍ତାନୀଙ୍କ ବେଶି ପ୍ରିୟ…

ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ

ଶ୍ରୀନଗର: ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ। ଜମ୍ମୁସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ଦେଖିବାକୁ  ମିଳିଛି। ବିଏସଏଫ୍ ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇବାରୁ ଡ୍ରୋନଟି ପୁଣି ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଛି। ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା…

ଥରିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜୋରଦାର ଭୁକମ୍ପ ଝଟ୍‌କା। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆଜି ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି। ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫…